ଜାପାନରେ ଭୂମିକମ୍ପ , ନାହିଁ ସୁନାମୀ ସତର୍କତା

ତୋଚିଗୀ : ଜାପାନ ତୋଚିଗୀରେ ଭୂମିକମ୍ପ । ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୮ ଥିବା କୁହାଯାଇଛି ।  ଅପରାହ୍ନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । କମ୍ପନ ଯୋଗୁ ଲୋକେ ଉଚ୍ଚ ଅଟ୍ଟାଳିକା ମାନଙ୍କରୁ ଓହ୍ଲାଇ ଆସିଛନ୍ତି । କମ୍ପନର ଉତ୍ପତି ୩୨.୧ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୧୩୮.୫ ଡିଗ୍ରି ଦ୍ରାଘିମାରେ ଭୂ-ପୃଷ୍ଟରୁ ପ୍ରାୟ ୩୮୦ କିଲୋମିଟର ଗଭିରତାରେ ଥିବା କୁହାଯାଇଛି। ଭୂମି କମ୍ପ ଯୋଗୁ କ୍ଷୟକ୍ଷତିର ଅଚାନକ ସୂଚନା ମିଳି ନାହିଁ । ଭୂମିକମ୍ପର […]

Continue Reading

ମମିତା ହତ୍ୟା ମାମଲା: ସେକ୍ସ ରାକେଟ୍ ନେଇ ମୁହଁ ଖୋଲିଲେ କଲେଜ ଛାତ୍ର

ବଲାଙ୍ଗୀର: ମମିତା ମେହେରଙ୍କ ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କୁ ଜେରା କରୁଥିବାବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏବେ ମୁହଁ ଖୋଲିଛନ୍ତି କଲେଜର ଛାତ୍ରମାନେ। ଗୋବିନ୍ଦ ସାହୁ କଲେଜରେ ଏକ ସେକ୍ସ ରାକେଟ୍ ଚାଲିଥିବା କଲେଜର ଛାତ୍ରମାନେ ପ୍ରକାଶ କରିଛନ୍ତି। ଏକ ପ୍ରମୁଖ ଟେଲିଭିଜନ ଚ୍ୟାନେଲ ସହିତ ଫୋନ ଯୋଗେ କଥାବାର୍ତ୍ତା କରୁଥିବାବେଳେ ଜଣେ ଛାତ୍ର ନିଜ ପରିଚୟ ନଦେଇ କହିଛନ୍ତି ଯେ, କଲେଜକୁ ମୋବାଇଲ ଫୋନ୍ ନେବାକୁ ଅନୁମତି ଦିଆଯାଇନଥିଲା। ସେହି ଅଳ୍ପ କିଛି ଝିଅମାନେ […]

Continue Reading

ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ,ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି

ଉତ୍ତରାଖଣ୍ଡ : ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ହୋଇପଡ଼ିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଲାଣି । ଏବେବି ଅନେକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛିା ସେପଟେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ସେଠାରେ ଶାହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ,ରାଜ୍ୟପାଳ ଲେପ୍ଟ ଜେନରାଲ ଗୁରୁମିତ ସିଂ ଙ୍କ ସହ ମିଶି […]

Continue Reading

ସୁପର ୱଣ୍ଡର ଓମ୍ୟାନକୁ ଭାରତ ବିରୋଧୀ ଚିତ୍ରିତ କରାଯିବା ନେଇ ବିବାଦ

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ଡିଟେକ୍ଟିଭ କମିକ୍ସ (ଡିସି) ବୁଧବାର ତାର ନୂତନ ଆନିମେଟଡ ସୁପରମ୍ୟାନ ମୁଭି ଇନଜଷ୍ଟିସ ରିଲିଜ କରିଛି । ତେବେ ଏଥିରେ କଶ୍ମୀରକୁ ବିବାଦୀୟ କ୍ଷେତ୍ର ଭାବେ ବର୍ଣ୍ଣନା କରାଯାଇଛି । ଯାହାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଫିଲ୍ମରେ ସୁପରମ୍ୟାନ ଓ ୱଣ୍ଡର ଓମ୍ୟାନଙ୍କୁ ଭାରତ ବିରୋଧୀ ଭାବେ ଚିତ୍ରିତ କରାଯାଇଛି । ସେମାନେ କଶ୍ମୀରରେ ପ୍ରବେଶ କରି ଆର୍ମ ଫ୍ରି ଜୋନ ଘୋଷିତ କରିଛନ୍ତି । ଏଥିରେ ଭାରତ […]

Continue Reading

ମମିତା ମେହେର ହତ୍ୟାକାଣ୍ଡ : IIC ନିଲମ୍ବିତ

କଳାହାଣ୍ଡି: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ IIC ନିଲମ୍ବିତ ।  କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଆଇଆଇସି ଡମୁ ପରଜା । ମମିତା ମେହେର ହତ୍ୟା ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଜ ଦାୟିତ୍ଵରେ ଅବହେଳା ପାଇଁ ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି । ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ଏହାକୁ ନେଇ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା […]

Continue Reading

ମମିତା ହତ୍ୟା ମାମଲା:ସହଯୋଗୀ ରାଧେଶ୍ୟାମ ଗିରଫ, ୨ଜଣ ରାଜ ସାକ୍ଷୀ

ବଲାଙ୍ଗୀର: ମହିଳା ଶିକ୍ଷକ ମମିତା ମେହେର ହତ୍ୟା ମାମଲା। ବଲାଙ୍ଗିର ପୋଲିସ୍ ଗୁରୁବାର ଦିନ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମ ଚାନ୍ଦିଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରି ବାଙ୍ଗୁମୁଣ୍ଡା ଏସଡ଼ିଜେଏମ କୋର୍ଟରେ ହାଜର କରିଛି। ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ କୋର୍ଟ ବାଙ୍ଗୋମୁଣ୍ଡା ଗତକାଲି ପୋଲିସକୁ ଗୋବିନ୍ଦଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲା। ଅନ୍ୟ ଦୁଇଜଣ ପୁଷ୍କର ଭୋଇ ଏବଂ ମୁନ୍ସି ଗୁପ୍ତେଶ୍ୱର ତାଣ୍ଡି ଏହି ଘଟଣାର ସାକ୍ଷୀ ହୋଇଛନ୍ତି ବୋଲି […]

Continue Reading

୫ ଦିନିଆ ରିମାଣ୍ଡରେ ଗୋବିନ୍ଦ

ବଲାଙ୍ଗୀର: ୫ ଦିନିଆ ରିମାଣ୍ଡରେ ଗୋବିନ୍ଦ  ।  ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଗୋବିନ୍ଦଙ୍କୁ ଗତକାଲି ଗିରଫ ପରେ ପୁଲିସ ଆଜି ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ଗୋବିନ୍ଦଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ଗୋବିନ୍ଦଙ୍କୁ ୫ ଦିନିଆର ରିମାଣ୍ଡରେ ନେବା […]

Continue Reading

ଚାହୁଁ ଚାହୁଁ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

କଟକ : କଟକ ମାଣିକଘୋଷ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଝୁଣା ଧୂପରୁ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ପ୍ରବଳ ବେଗରେ ଦୁଇ ମହଲା ଘରକୁ ବ୍ୟାପି ଯାଇଛି । ରାସ୍ତା ସଙ୍କୀର୍ଣ୍ଣ ଥିବାରୁ ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବା କଷ୍ଟସାଧ୍ୟ ହୋଇଥିଲା । ପରେ ଦୁଇଟି  ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ଦୀର୍ଘ ଦେଢ ଘଣ୍ଟା ପରେ […]

Continue Reading

ପୋଲିସ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ ,୫ଟି ବନ୍ଧୁକ ସହ ୪ ଜଣ ଅଭିଯୁକ୍ତ ଗିରଫ

କଟକ : କଟକ ପୋଲିସକୁ ପୁଣି ସଫଳତା । କଟକରୁ  ଆଜି ପୁଣି ବେଆଇନ ଅସ୍ତ୍ରଶସ୍ତ୍ର ସହ ୪ ଜଣ ବନ୍ଧୁକ ବେପାରୀଙ୍କୁ ପୋଲିସ ଗିରଫ କରିଛି।ଅଭିଯୁକ୍ତମାନଙ୍କ ଠାରୁ ୫ଟି ବନ୍ଧୁକ,୧୨ଟି ଅଫୁଟା ଗୁଳି ,ଦୁଇଟି ବାଇକ ସହ ୫ ଟି ମୋବାଇଲ ଫୋନକୁ ଜବତ କରିଛି କଟକ ସହରାଞ୍ଚଳ ପୋଲିସ।ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ।ଗିରଫ ହୋଇଥିବା ୪ ଜଣ ବେପାରୀ କଟକ ଚାଉଳିଆଗଞ୍ଜ ଥଟ୍ଟାରି ସାହିର ସୌମେନ୍ଦ୍ର ସାହୁ ଓରଫ […]

Continue Reading

୧୦ କୋଟି ଭାରତୀୟ ନେଇନାହାନ୍ତି ଦ୍ୱିତୀୟ ଡୋଜ ଟିକା

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଥିବା ବେଳେ ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଭି.କେ ପଲ କୋଭିଡ-୧୯ ଟିକାକରଣ ଅଭିଯାନରେ ଦ୍ୱିତୀୟ ଡୋଜ ନେଇ ନଥିବା ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବହୁତ କମ୍‌ ସଂଖ୍ୟକ ଲୋକ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ସେ କହିଛନ୍ତି ଯେ ଅଧିକ ଲୋକ ଏହାକୁ ଶୀଘ୍ର ଗ୍ରହଣ କରିବା ଆବଶ୍ୟକ। “୧୦ କୋଟି ଭାରତୀୟ ଏବେ ବି ଦ୍ୱିତୀୟ ଡୋଜ […]

Continue Reading