କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଲକ୍ଷ୍ନୌ: କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତର ପ୍ରଦେଶ ଭଗବାନ ବୁଦ୍ଧଙ୍କ ପରିନିର୍ବାଣଠାରେ ଏହା ଉଦଘାଟନ କରାଯାଇଛି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନରେ କୁଶୀନଗର ଏୟାରପୋର୍ଟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଲେ, ଏହି ଏୟାରପୋର୍ଟ ଆକାଂକ୍ଷାର ପରିଣାମ। ମୁଁ ଏଥିପାଇଁ ଆତ୍ମସନ୍ତୋଷ ଅଛି ଯେ, ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିପାରିଛୁ। ଭଗବାନ ବୁଦ୍ଧଙ୍କ […]
Continue Reading
