ତେଲେଙ୍ଗାନାରେ ଉଦ୍ଧାର ଦାଦନ ଶ୍ରମିକ, କେତେ ସଜାଗ ଶ୍ରମ ବିଭାଗ ?

ରାୟଗଡା: ବେଶ କିଛିଦିନ ପୂର୍ବରୁ ସାମନାକୁ ଆସିଥିଲା ଗୁଣ୍ଟୁର ଜିଲ୍ଲା ଚିଙ୍ଗୁଡି ଫ୍ୟାକ୍ଟ୍ରୀରେ ଘଟିଥିବା ଅଭାବନୀୟ ଘଟଣା । ପ୍ରାଣ ହରାଇଥିଲେ ରାୟଗଡା ଓ ଗଜପତି ଜିଲ୍ଲାର ଦାଦନ ଶ୍ରମିକ । ଏହି ଘଟଣା ପରେ ଲୋକେ ଭାବିଥିଲେ ବୋଧ ହୁଏ ଶ୍ରମ ବିଭାଗର ଚେତା ପଶିଛି । ହେଲେ ଅନ୍ୟ ଏକ ଘଟଣାକୁ ନେଇ ପୁଣିଥରେ ଶ୍ରମ ବିଭାଗର ଅପାରଗତା ସାମ୍ନାକୁ ଆସିଛି । ଅପରେସନ୍ ମୁସ୍କାନ ଅଧିନରେ ତେଲେଙ୍ଗାନାରୁ ୭ଜଣ ନାବାଳକ ଓ ଜଣେ […]

Continue Reading

ଅସହ୍ୟ ତେଲୁଗୁ ମାଓନେତାଙ୍କ ନିର୍ଯାତନା, ୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସ୍ୱାଧିନତା ଦିବସ ପୂର୍ବରୁ ଆତ୍ମସମର୍ପଣ କଲେ ୩ଜଣ ହାର୍ଡକୋର୍ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ବିରୋଧରେ ପୂର୍ବରୁ ରହିଛି ଏକାଧିକ ସଙ୍ଗୀନ ଅଭିଯୋଗ । ମାଓବାଦୀମାନେ ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଓଦ୍ୱାଡା ଜିଲ୍ଲା ଏସ୍‌ପି ଅଭିଷେକ ପଲ୍ଲଭ ଓ ସିଆରପିଏଫ୍ ଆଇଜି କମଲ ସିଂଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁଯାୟୀ କେନ୍ଦ୍ରୀୟ ମାଓ ସଙ୍ଗଠନର ସବ୍‌-ଇନ୍‌ଚାର୍ଜ ରାଜୁ ଓରଫ୍ ରୋଶନ ତାତି, ସ୍ୱତନ୍ତ୍ର ଦଣ୍ଡକାରଣ୍ୟ ଜୋନାଲ୍ ମାଓ କମିଟିର […]

Continue Reading

+୨ କଳା ଓ ଧନ୍ଦାମୂଳକ ରେଜଲ୍ଟ: କଳାରେ ପାସ ହାର ୯୮.୫୮%

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ଗମଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହାପରେ ଓ୍ୱେବସାଇ www.orissaresults.nic.in ରୁ ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ କଳା ରେଗୁଲାରରେ ମୋଟ୍ ୧ଲକ୍ଷ ୮୬ଲକ୍ଷ ୬୮୫ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏଥିପାଇଁ ପଞ୍ଜୀକରଣ କରିଥିଲେ ମୋଟ୍ ୧ଲକ୍ଷ ୮୯ହଜାର ୩୬୩ ପରୀକ୍ଷାର୍ଥୀ । କଳାରେ ପାସ ହାର ରହିଛି ୯୮.୫୮ ପ୍ରତିଶତ […]

Continue Reading

ଓଡ଼ିଶାର ୬୭ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ୍

ନୂଆଦିଲ୍ଲୀ: ଘୋଷଣା ହେଲା ସାହସିକତା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ୍ । ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରୁ ୧୩ଶହ ୮୦ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶାରୁ ୬୭ ଜଣଙ୍କୁ ସାହସିକତା ପୋଲିସ ମେଡାଲ ନେଇ ଘୋଷଣା କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ । ସେମାନେ ହେଲେ ଏସଆଇଡବ୍ଲୁର ଡିଏସପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଳ […]

Continue Reading

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ

ଭୁବନେଶ୍ଵର: ବିଗତ ବର୍ଷଗୁଡ଼ିକରେ ଅତିବାହିତ ହୋଇଥିବା ସମୟ ଏବଂ ୨୦୨୧ଠାରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଛି। ଠିକ୍‍ ଏକ ଶତାବ୍ଦୀ ତଳେ ସ୍ପେନିସ୍‍ ଫ୍ଲୁ ଭଳି ଏକ ମାରାତ୍ମକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଶହେବର୍ଷ ପରେ ଗତବର୍ଷ ବିଶ୍ୱ ଯେଉଁ ସଙ୍କଟମୟ ପରିସ୍ଥିତିର ସାମନା କଲା, ଏଥିରେ ସମସ୍ତ ଜନଜୀବନ ଓ ଜୀବିକା ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ୨୦୨୧ ଆରମ୍ଭରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ କିଛି […]

Continue Reading

କୁଳାଙ୍ଗାର ଉବାଚ : ପାଞ୍ଚଟା ପଞ୍ଚ୍

(୧)ଅନ୍-ଲାଇନ ଷ୍ଟୋରର ମାଲିକମାନେଗୋଟେ ଗୋଟେ ଇଶ୍ବରନଚେତ୍ ସାକ୍ଷାତ ଚୋର;ଏହି ଜିଜ୍ଞାସାର ପୁଙ୍ଖାନୁପୁଙ୍ଖତଦନ୍ତ ହେବା ନିହାତି ଦର୍କାର!ଯଦି ସେମାନେ ଏସବୁ ନୁହନ୍ତି,ଏତେ ଶସ୍ତାରେ ଜିନିଷ ସବୁକୋଉଠୁ ଆଣି ଦିଅନ୍ତି? (୨)ନାନା ଦୁର୍ଘଟଣାରେ ଦଳଦଳଲୋକ ମରୁଛନ୍ତି ବାରମ୍ବାର;ଆଜିକାଲି କୋଉଠି ଥାଇକ’ଣ କରୁଛନ୍ତି ଇଶ୍ବର!ମନ୍ଦିର ତୋଳିବାର ଯୋଜନାଅଟକେଇ ଦିଆଯାଉ ଏବେ;ନଚେତ ସିଏ ତା ଭିତରେଆନନ୍ଦରେ ଶୋଇ ପଡିବେ!! (୩)ମଣିଷମାନଙ୍କ ଦେହରେପଶୁଗୁଣ ଖୁନ୍ଦି ହୋଇ ରହିଛି;ସେୟାକୁ ଲୁଚେଇବାକୁ ତମଣିଷ ଲୁଗାପଟା ପିନ୍ଧୁଛି!ଯାହାଠାରେ ପଶୁପଣଯେତେ ବଢୁଛି;ତା ଦେହରୁ ଲୁଗାପଟାସେତିକି ଝଡୁଛି!! (୪)ପ୍ରେମର ପୂର୍ବକାଳ ଚିଠି, […]

Continue Reading

ସେପ୍ଟେମ୍ୱର ୬ରୁ ଆରମ୍ଭ ଓଜେଇଇ

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ । ପରୀକ୍ଷା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରତିଦିନ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ । କୋଭିଡ୍ ଗାଇଡଲାଇନ୍‌ ଅନୁସାରେ ପରୀକ୍ଷା କରାଯିବ । ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ । […]

Continue Reading

ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଜରିଆରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହାରି ଭିତରେ ୧୧ଟି ପ୍ରକଳ୍ପର ଶୁଭ ଉଦଘାଟନ ରହିଥିବା ବେଳେ, ୧୮ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଜଗତସିଂହପୁର ଜିଲ୍ଲାର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ହାତ ଖୋଲା ଅନୁଦାନ ବଳରେ ଜିଲ୍ଲାରେ ଅନେକ ଜନକଲ୍ୟାଣ ପ୍ରକଳ୍ପ ଗଢି ଉଠୁଛି […]

Continue Reading

ଘରୋଇ କଳିରୁ ଦାଦାକୁ ପିଟି ପିଟି ମାରିଦେଲେ ୩ ପୁତୁରା

ଅନୁଗୁଳ : ଅନୁଗୁଳ ହଣ୍ଡପା ଥାନା ପ୍ରତାପପୁର ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିରୁ ଦାଦାକୁ ପିଟି ପିଟି ମାରିଦେଲେ ୩ ଜଣ ପୁତୁରା । ମୃତକ ହେଲେ ଗଙ୍ଗା ନାଗ । ଦାଦାକୁ ହତ୍ୟା କରିବା ପରେ ଅଭିଯୁକ୍ତ ପୁତୁରା ଫେରାର ହୋଇଯାଇଛନ୍ତି । ତେବେ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିନାହିଁ ପୋଲିସ । ସୂଚନା ଅନୁସାରେ, ପରିବାର ମଧ୍ୟରେ କୌଣସି କରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗତକାଲି ରାତିରେ ପୁଣି ଥରେ […]

Continue Reading

ରାୟଗଡାରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୪ ମୃତ, ୨ ଗୁରୁତର

ରାୟଗଡ଼ା : ରାୟଗଡା ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଘରୋଇ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଅଛନ୍ତି । ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଖାନାରେ ଜଣଙ୍କର ମୃତ୍ୟୁ ହୋଇଥିଲା । […]

Continue Reading