ଟାଇମ ସ୍କୋୟାରରେ ଉଡିବ ଭାରତର ସବୁଠାରୁ ବଡ ଜାତୀୟ ପତାକା

ୱାଶିଂଟନ: ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତାର ୭୫ତମ ଦିବସ ଧୂମଧାମରେ ପାଳନ କରାଯିବ । ଏହି ଅବସରରେ ଟାଇମ ସ୍କୋୟାରରେ ଭାରତର ସବୁଠାରୁ ବଡ ଜାତୀୟ ପତାକା ଉଡାଯିବ । ଆମେରିକାରେ ଫେଡେରେଶନ ଅଫ ଇଣ୍ଡିଆ ଆସୋସିଏଶନ ନ୍ୟୁୟର୍କ, ନ୍ୟୁଜର୍ସି ଓ କନେକ୍ଟିକଟ ଟାଇମ୍ସ ସ୍କୋୟାରରେ ତ୍ରିରଙ୍ଗା ପତାକା ଉଡାଯିବା ସହ ସାରା ଦିନ କାର୍ଯକ୍ରମ ଆୟୋଜିତ ହେବ । ଏଠାରେ ବିଲବୋର୍ଡରେ ୨୪ ଘଂଟା ପାଇଁ ଭାରତୀୟ ଦିବସ ପ୍ରଦର୍ଷିତ କରାଯିବ । ଏମ୍ପାୟର ଷ୍ଟେଟ […]

Continue Reading

ପାରମ୍ପରିକ ଚିତ୍ର ଜଗତର ନୂଆ ସମ୍ଭାବନା : ପଟ୍ଟଚିତ୍ର ଶିଳ୍ପୀ ସସ୍ମିତା ମହାରଣା

କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ପରିବାର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଦିନେ ଅଣ୍ଟା ଭିଡ଼ିଥିବା ସସ୍ମିତା ମହାରଣା ଆଜି ରାଜ୍ୟ ହସ୍ତକଳା ଜଗତରେ ସୃଷ୍ଟି କରିପାରିଛନ୍ତି ନିଜର ଭିନ୍ନ ଏକ ପରିଚୟ । ଖୁବ୍ କମ୍ ସମୟ ମଧ୍ୟରେ ସାଉଁଟିଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ । ପାରମ୍ପରିକ ପଟ୍ଟଚିତ୍ରରେ ସୂକ୍ଷ୍ମ କଳା କାରିଗରୀ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ । ସାରା ବିଶ୍ୱରେ ନାଁ କରିଥିବା ପୁରୀ […]

Continue Reading

ହ୍ୟାକର ଚୋରି କରି ନେଲେ ୪୪୬୮ କୋଟିର କ୍ରିପ୍ଟୋକରେନ୍ସି

ନୂଆଦିଲ୍ଲୀ: ହ୍ୟାକର୍ସମାନେ ୪୪୬୮ କୋଟି ଟଙ୍କାର କ୍ରିପ୍ଟୋକରେନ୍ସି ଚୋରି କରି ହଇଚଇ ସୃଷ୍ଟି କରି ଦେଇଛନ୍ତି । କ୍ରିପ୍ଟୋ କରେନ୍ସି ଟ୍ରାନ୍ସଫର କରୁଥିବା ପ୍ରସିଦ୍ଧ କମ୍ପାନୀ ପଲି ନେଟୱାର୍କ ମଧ୍ୟ ଏହି ଘଟଣା ସତ୍ୟ ବୋଲି ସ୍ୱୀକାର କରିଛି । ପଲି ନେଟୱର୍କ ଇଥୋରିୟମ, ୱାଇନେଂସଚେନ ଓ ଅକ୍ସିପଲିଗନ ଟୋକନ୍ସ ଛାଡିବାକୁ ପରାମର୍ଶ ଦେଇଥିଲେ । ହ୍ୟାକର୍ସମାନେ ଏହି କୟନ୍ସ ଚୋରୀ କରିବାରେ ସଫଳ ହୋଇଥିଲେ । କମ୍ପାନୀ ଏହା ପରେ ହ୍ୟାକର୍ସ ଡିଲ କରିବା ପାଇଁ […]

Continue Reading

ଟପ ଟେନକୁ ଫେରିଲେ ବୁମରାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ବୋଲିଂ କରିଥିଲେ । ଏହାର ଫାଇଦା ତାଙ୍କୁ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ମିଳିଛି । ସେ ୧୦ଟି ସ୍ଥାନ ଉପରକୁ ଓଭରାଲ ୯ମ ସ୍ଥାନ ହାସଲ କରିଛନ୍ତି । ୨୦୧୯ ସେପ୍ଟେମ୍ବରରେ ସେ ତୃତୀୟ ସ୍ଥାନରେ ରହିଥିଲେ । ଅଷ୍ଟ୍ରେଲିଆ ପ୍ୟାଟ କୁମିନ୍ସ ପ୍ରଥମ, ଭାରତର ରବିଚନ୍ଦ୍ର ଅଶ୍ୱୀନ ୨ୟ ଏବଂ ନ୍ୟୁଜିଲାଣ୍ଡର ଟିମ ସୌଦି ୩ୟ ସ୍ଥାନରେ […]

Continue Reading

ରଙ୍ଗ ଦେଖାଉଛି ତାଲିବାନ, ମହିଳାଙ୍କୁ କରୁଛି ସେକ୍ସ ଗୁଲାମ

କାବୁଲ: ଆଫଗାନିସ୍ତାନରେ ତାଲିବାନ ତାର ପ୍ରଭୂତ୍ୱ ବଢ଼ାଇବାରେ ଲାଗିଛି । ଏଥିସହ ପୁରୁଣା ରଙ୍ଗ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ତାଲିବାନ ଯୁବକମାନେ ମହିଳାମାନଙ୍କୁ ଅପହରଣ କରିନେଇ ସେକ୍ସ ଗୁଲାମ କରି ରଖୁଛନ୍ତି । ପ୍ରମୁଖ ତାଲିବାନ ନେତା ୧୨ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଛି । ଏହି ଭୟରେ ଅନେକ ମହିଳା ନିଜ ଜୀବନକୁ ବାଜି ଲଗାଇ ଦେଶ ଛାଡି ପଳାଉଛନ୍ତି । କଠୋର […]

Continue Reading

ସ୍କୁଲ ଖୋଲିବାକୁ ନେଇ ଗାଇଡଲାଇନ୍ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ମହାମାରୀ କରୋନା ସ୍ଥିତିରେ ଆସୁଛି ସାମାନ୍ୟ ସୁଧାର । କରୋନା ମହାମାରୀ ସମୟରେ ପିଠପଢ଼ା ବାଧାପ୍ରାପ୍ତ ହୋଇଥିବା ବେଳେ, ଏବେ କିଛି ରାଜ୍ୟରେ ଖୋଲିଲାଣି ସ୍କୁଲ । ଏହାସହ ଆଉ କିଛି ରାଜ୍ୟ ସ୍କୁଲ ଖୋଲିବା ଲାଗି ଚିନ୍ତା କରୁଛନ୍ତି । ଏଭଳି ସ୍ଥିତିରେ ଗାଇଡଲାଇନ ଜାରି କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ । ପିଲାଙ୍କ ଦୀର୍ଘକାଳୀନ ମାନସିକ, ଶାରୀରିକ ଓ ବୌଦ୍ଧିକତା ସ୍ଥିତି ଉପରେ ଯେପରି କୌଣସି […]

Continue Reading

ଭଦ୍ରକ ରାହାଞ୍ଜ ନିକଟରେ ଟ୍ରକକୁ ଧକ୍କା ଦେଲା ବାଇକ୍, ୨ ମୃତ

ଭଦ୍ରକ : ଭଦ୍ରକ ରାହାଞ୍ଜ ନିକଟ ବାସୁଳି ଢ଼ାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ଏକ ବାଇକ୍ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର କାଳିଆ ପଣ୍ଡା ଓ ତାଙ୍କ ସାଙ୍ଗ କାଳନ୍ଦୀ ଓଝା । ଏବଂ ଗୁରୁତର ହୋଇ କଟକ ଯାଇଥିବା ଯୁବକ ହେଲେ ଶିବାନନ୍ଦ ବେହେରା । ସୂଚନା […]

Continue Reading

ଟି୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର କୋଚିଂ ଟିମ ବଦଳିବ !

ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପରେ ଟିମ୍ ଇଣ୍ଡିଆର କୋଚିଂ ଟିମ ବଦଳିବ । ଦୀର୍ଘ ଦିନ ଧରି କୋଚ ହେବା ସତ୍ୱେ ଭାରତ କୌଣସି ଆଇସିସି ଟାଇଟଲ ଜିତି ନ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇ ପାରେ । ରିପୋର୍ଟ ମୁତାବକ କୋଚ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ଏହି ସୂଚନା ପ୍ରଦାନ କରିସାରିଛି । ବୋଲିଂ କୋଚ ଭରତ ଅରୁଣ, ଫିଲ୍ଡିଂ କୋଚ ଶ୍ରୀଧର ଏବଂ ବ୍ୟାଟିଂ କୋଚ ବିକ୍ରମ […]

Continue Reading

ସବୁ ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା ସଂକ୍ରମଣ । ସ୍ଥିତିରେ ସୁଧାର ଆସୁଥିବା ବେଳେ, ଏଣିକି ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ କରାଯିବ । ସାରା ରାଜ୍ୟରେ ଆରଟିପିସିଆର ଲ୍ୟାବ୍ ପ୍ରସ୍ତୁତ ରହିଛି । ଏହାସହ ଅକ୍ସିଜେନ୍ ଲିକ୍ୟୁଇଡ୍ ପ୍ଲାଣ୍ଟ ପ୍ରସ୍ତୁତ ରହିଛି । ତେଣୁ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । କେବଳ ସେତିକି ନୁହେଁ, ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟରେ ଏକମୋ ଚିକିତ୍ସା ଉପଲବ୍ଧ […]

Continue Reading

ରାଜ୍ୟରେ ଜୋରଦାର ହେବ ଜେନମ ସିକ୍ବେନ୍ସିଂ, ସବୁ ଜିଲ୍ଲାରୁ ସାମ୍ପୁଲ ଟେଷ୍ଟ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ କେଉଁ ମ୍ୟୁଟାଣ୍ଟ ସକ୍ରୀୟ ରହିଛି । ଏସବୁର ଉତ୍ତର ଖୋଜିବାକୁ ତତ୍ପର ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆଗକୁ ଜେନମ ସିକ୍ବେନ୍ସିଂକୁ ଜୋରଦାର କରାଯିବ । ସାରା ରାଜ୍ୟର ଜେନମ୍‌ ସିକ୍ବେନ୍ସିଂର ରିପୋର୍ଟ ଆଇଏଲଏସକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ଲ୍ୟାବ ହେଉଥିବାରୁ ସବୁ ଜିଲ୍ଲାରୁ ଜେନମ ସିକ୍ବେନ୍ସିଂ କରାଯିବ । ସବୁ ଜିଲ୍ଲାରୁ ସାମ୍ପୁଲ ଟେଷ୍ଟ […]

Continue Reading