ମେକ୍ ଇନ୍ ଓଡ଼ିଶା: ୬ ଲକ୍ଷ ଏସଏଚଜିକୁ ଏସଏମ୍ଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର : ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା  ଉଦ୍ୟୋଗୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ରାଜ୍ୟରେ ୬ ଲକ୍ଷ ଏସଏଚଜି କାମ କରୁଛନ୍ତି । ଏଗୁଡିକୁ ଏସଏମଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ମିଶନ ଶକ୍ତି ମାଆମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା  ଉପକାର ପାଇବେ ବୋଲି  ମୁଖ୍ୟମନ୍ତ୍ରୀ  […]

Continue Reading

ପରିବେଶ ସୁରକ୍ଷା: ଭାରତୀୟ ଷ୍ଟାର୍ଟଅପ କମ୍ପାନୀକୁ ମିଳିଲା ୧ ନିୟୁତ ପାଉଣ୍ଡ

ନୂଆଦିଲ୍ଲୀ: ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଭାରତର ଏକ ଷ୍ଟାର୍ଟ ଅପ କମ୍ପାନୀକୁ ମିଳିଛି ସମ୍ମାନଜନକ ପୁରସ୍କାର। ଏହି ପୁରସ୍କାର ଲାଗି ଚୟନ ହୋଇଥିବା ୫ଟି ଷ୍ଟାର୍ଟଅପ କମ୍ପାନୀ ମଧ୍ୟରୁ ଭାରତର ଗୋଟିଏ ରହିଥିଲା। ଏହି ସଂସ୍ଥା ହେଉଛି କ୍ଷେତି। ଉକ୍ତ ସଂସ୍ଥାକୁ ପ୍ରିନ୍ସ ୱିଲିୟମଙ୍କ ଆର୍ଥସଟ୍ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା। ପୁରସ୍କାର ବାବଦକୁ ଉକ୍ତ ସଂସ୍ଥାକୁ ୧ ମିଲିୟନ୍ ପାଉଣ୍ଡ ମିଳିଛି। କ୍ଷେତି ଏକ ଭାରତୀୟ ଷ୍ଟାର୍ଟଅପ୍ ସଂସ୍ଥା , […]

Continue Reading

ଗୁଗୁଲ CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ

ନୂଆଦିଲ୍ଲୀ: ଗୁଗୁଲର CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ । ଭାରତର ସବୁଠାରୁ ବଡ ତୃତୀୟ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି ସୁନ୍ଦର ପିଚାଇ । ଆମେରିକୀ ନାଗରିକ ତଥା ତାମିଲନାଡୁ ମଦୁରାଇରେ ଜନ୍ମିତ ସୁନ୍ଦର ପିଚାଇଙ୍କୁ ବ୍ୟାବସାୟିକ ଏବଂ ଉଦ୍ୟୋଗିକ କ୍ଷେତ୍ରର ସଫଳତା ପାଇଁ ୨୦୨୨ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂହ ସନ୍ଧୁ । ଶୁକ୍ରବାର ସାନଫ୍ରାନସିସ୍କୋରେ […]

Continue Reading

ହଂସିକାଙ୍କ ହାତରେ ଲାଗିଲା ମେହେନ୍ଦୀ, କାଲି ପଡ଼ିିବ ହାତଗଣ୍ଠି

ମୁମ୍ବାଇ: ସାଉଥର ଜଣାଶୁଣା ଅଭିନେତ୍ରୀ ହଂସିକା ମୋଟୱାନିଙ୍କ ପଡିବ ହାତଗଣ୍ଠି। ଆସନ୍ତାକାଲି ସେ ସାଜିବେ ବଧୂ। ଏହାପୂର୍ବରୁ ତାଙ୍କ ହାତରେ ଲାଗିଛି। ସରିଛି ତାଙ୍କ ମେହେନ୍ଦୀ ସେରିମୋନି। ଦୀର୍ଘ ଦିନର ବିଜନେସ୍‌ମ୍ୟାନ୍ ବୟଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ସେ କରିବେ ନିଜ ଜୀବନ ସାଥୀ। ରାଜସ୍ଥାନ ଜୟପୁରର ମୁଣ୍ଡୋଟ୍ଟା ପ୍ୟାଲେସରେ ହେବ ତାଙ୍କ ଗ୍ରାଣ୍ଡ ୱେଣ୍ଡିଂ। ଏଥିପାଇଁ ୧ ତରିଖରୁ ଏଠାରେ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି। ଗତକାଲି ହଂସିକାଙ୍କ ମେହେନ୍ଦୀ ସେରିମୋନି ସରିଛି। ହଂସିକାଙ୍କ ହାତରେ ସୋହେଲଙ୍କ […]

Continue Reading

ଓ୍ୱେଷ୍ଟକୁ ଓ୍ୱେଲଥରେ ପରିଣତ କରିବାରେ ଯୁବଗୋଷ୍ଠୀ ସାମିଲ ହୁଅନ୍ତୁ

ନୂଆଦିଲ୍ଲୀ: ସହର ମାନଙ୍କରେ ପ୍ରଦୂଷଣର ଏକ ମୁଖ୍ୟ କାରକ ହେଉଛି ବର୍ଜ୍ୟବସ୍ତୁ । ଆମକୁ ଯୁବ ସମାଜ ଏବଂ ପ୍ରଯୁକ୍ତି ସହାୟତାରେ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ସହରାଞ୍ଚଳ ପ୍ରଦୂଷଣର ବଡ କାରଣ ହେଉଛି ବର୍ଜ୍ୟ । ଆଧୁନିକ ଜ୍ଞାନକୌଶଳ, ସହରାଞ୍ଚଳ ବିକାଶ ଯୋଜନା ଦ୍ୱାରା ଓ୍ୱେଷ୍ଟକୁ ଓ୍ୱେଲଥ୍ ରେ ପରିଣତ କରିହେବ । ଏଥିପାଇଁ ଯୁବପିଢିକୁ ସାମିଲ କରିବାକୁ ହେବ ବୋଲି […]

Continue Reading

ASO ପରୀକ୍ଷା ବିବାଦ: ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ଏଏସଓ ପରୀକ୍ଷା ମାମଲାର ଶୁଣାଣି କରି ପରବର୍ତ୍ତି ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶନ ଉପରେ ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ଏହି ଚୂଡ଼ାନ୍ତ ଫଳ ପ୍ରକାଶିତ ହୋଇ ପାରିବ ନାହିଁ। କିନ୍ତୁ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆସନ୍ତା ୪ ତାରିଖରେ ୧୦୪୫ ପ୍ରାର୍ଥୀଙ୍କର କମ୍ପୁଟର ସ୍କିଲ ଟେଷ୍ଟ ଭୁବନେଶ୍ୱରର ୭ଟି ଟେକ୍ନିକାଲ ଇନଷ୍ଟିଚ୍ୟୁଟରେ ହେବାର ଥିବା ବେଳେ, ତାହା ଯଥାରୀତି […]

Continue Reading

AIIMS ଉପରେ ସାଇବର ଆଟାକ୍; ସେବା କାମ ବ୍ୟାହତ

ନୂଆଦିଲ୍ଲୀ: ଦେଶର ବଡ଼ ଏବଂ ପ୍ରତିଷ୍ଠିତ ହସ୍ପିଟାଲ ଏମସ ଉପରେ ପୁଣି ସାଇବର ଆଟାକ୍ । AIIMS ସର୍ବରକୁ ହ୍ୟାକ କରି ନେଇଛି ଚୀନ । ଏହି ସର୍ବରକୁ ହ୍ୟାକ କରିବା ପରେ ଚୀନ ଏହାର ତଥ୍ୟକୁ ଡାର୍କ ୱେବରେ ବିକ୍ରି କରୁଛି । କୁହାଯାଉଛି, ଭାରତର ସ୍ୱାସ୍ଥ୍ୟ ସେବା ଠପ କରିଦେବାର ଲକ୍ଷ୍ୟରେ ଦେଶରର ସବୁଠାରୁ ବଡ ହସ୍ପିଟାଲ ଉପରେ ଏପରି ସାଇବର ଆଟାକ କରାଯାଇଛି । ତେବେ ଏହି କାରଣରୁ ଡାକ୍ତରଖାନାର କାମ ପ୍ରଭାବିତ […]

Continue Reading

ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଛନ୍ଦିଲେ ସାଂସଦ ଅପରାଜିତା

ପଦ୍ମପୁର: ୨୨ ବର୍ଷ ଶାସନ ଭିତରେ କାହିଁକି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କଲେନି? କାହିଁକି ଏଠାରେ ରେଳ ଲାଇନ୍ କରିବାକୁ ପଦକ୍ଷେପ ନେଲେନି ? କାହିଁକି ଘୋଷଣା ମୁତାବକ ୩୫ ପ୍ରତିଶତ ଜମିକୁ ଏଠାରେ ଜଳସେଚିତ କରିପାରିନାହାନ୍ତି ? ଗଙ୍ଗାଧର ମେହର ଜଳସେଚନ ପ୍ରକଳ୍ପ କୁଆଡ଼େ ଗଲା ? କାହିଁକି ସମସ୍ତ ଝାଟିମାଟି ଘରେ ରହୁଥିବା ଲୋକଙ୍କୁ ପକ୍କାଘର ଦେଲେନି ? କାହିଁକି ସମସ୍ତଙ୍କୁ ପାଇପ୍ ପାନୀୟଜଳ ସୁବିଧା ଦେଉନାହାନ୍ତି ? କାହିଁକି ସମସ୍ତଙ୍କୁ ଶୌଚାଚଳ […]

Continue Reading

ଜେଏନୟୁରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ.. ପରିବେଶ ଅଶାନ୍ତ

ନୂଆଦିଲ୍ଲୀ: ଜେଏନୟୁରେ ପୁଣି ଅଶାନ୍ତ ବାତାବରଣ । ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଛି ପୁଣି ବିବାଦ । ଜେଏନୟୁ କାନ୍ଥରେ ଜାତିବାଦ ଏବଂ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରାହ୍ମଣ ଏବଂ ବନିଆ ସମାଜ ବିରୋଧରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଲେଖାଯାଇଛି । ଏହାକୁ ଏବିଭିପି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଏହା ପଛରେ ଲେଫ୍ଟ ୱୀଙ୍ଗ ଛାତ୍ରଙ୍କର ହାତ ଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ […]

Continue Reading

ବିଜେଡିକୁ ସୁରେଶଙ୍କ କଟାକ୍ଷ: କହିଲେ- ପଦ୍ମପୁରକୁ ରାଜଧାନୀ କରିଦେଲେ ଭଲ ହୁଅନ୍ତା

ପଦ୍ମପୁର: ଶାସକ ଦଳ ବିଜେଡିକୁ କଟାକ୍ଷ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଆଉ ମଜାଳିଆ ଢଙ୍ଗରେ କହିଛନ୍ତି, ୧୫ ଦିନ ହେଲା ପଦ୍ମପୁର ଓଡ଼ିଶାର ରାଜଧାନୀ ପାଲଟି ଯାଇଛି। ଏଠି ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଅଛନ୍ତି। ପଦ୍ମପୁରକୁ ପରମାନେଣ୍ଟଲି ଓଡ଼ିଶାର ରାଜଧାନୀ କରିଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ପଦ୍ମପୁରରେ ନିର୍ବାଚନ ପ୍ରଚାର ବେଳେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ୧୦ରୁ ୧୫ ଦିନ ହେଲା ଓଡ଼ିଶା […]

Continue Reading