ଦିଲ୍ଲୀରେ ବଢିପାରେ ଲକ୍ଡାଉନ୍ ଅବଧି
ନୂଆଦିଲ୍ଲୀ: ବଢୁଥିବା କୋଭିଡ-୧୯ ମାମଲା ମଧ୍ୟରେ ଦିଲ୍ଲୀ ସରକାର ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି ପାରନ୍ତି ସୂଚନା ମିଳିିଛି। ଆଜି ଏ ନେଇ ଅନ୍ତିମ ନିଷ୍ପତ୍ତି ଆସିପାରେ ବୋଲି ଜଣାପଡ଼ିଛି। ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତରୁ ଅଧିକ, ଅମ୍ଳଜାନର ସଙ୍କଟ ଦେଖାଦେଇଛି, ଶଯ୍ୟା ମଧ୍ୟ ଅଭାବ ରହିଛି ଯେଉଁଥିପାଇଁ ସରକାର ବର୍ତ୍ତମାନ ଲକ୍ଡାଉନ୍ ଲାଗୁ କରିବା ନେଇ ବିଚାର କରୁଛନ୍ତି। ଏପ୍ରିଲ ୧୯ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ୫ଟା ପର୍ଯ୍ୟନ୍ତ […]
Continue Reading
