କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ସେ ଟ୍ୱିଟରରେ ଲେଖିଛନ୍ତି ଯେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାସହ ସେ ଆହୁରି କହିଛନ୍ତି ଯେ, ମୁଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରୁଛି ଏବଂ ଚିକିତ୍ସା କରୁଛି। ନିକଟରେ ଯେଉଁମାନେ ତାଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି।

Continue Reading

ଅମ୍ଳଜାନ ଟ୍ୟାଙ୍କ୍‌ ଲିକ୍ ପରେ ବନ୍ଦ ହେଲା ଯୋଗାଣ; ୨୨ କରୋନା ରୋଗୀଙ୍କ ମୃତ୍ୟୁ

ମହାରାଷ୍ଟ୍ର: ନାସିକ ସହରର ଏକ ହସ୍ପିଟାଲ ବାହାରେ ଏକ ଅମ୍ଳଜାନ ଟ୍ୟାଙ୍କର୍ ଲିକ୍ ହେବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯିବା ପରେ ହସ୍ପିଟାଲ୍‌ରେ ଅମ୍ଳଜାନ ଅଭାବ ହେତୁ ୨୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜିଲ୍ଲା ପ୍ରଶାସନ କହିଛି। ଜିଲ୍ଲା କଲେକ୍ଟର ସୁରଜ ମାନ୍ଧରେ କହିଛନ୍ତି ଯେ ବର୍ତ୍ତମାନର ସୂଚନା ଅନୁଯାୟୀ ଜାକିର ହୁସେନ୍‌ ମ୍ୟୁନିସିପାଲିଟି ହସ୍ପିଟାଲରେ ଅମ୍ଳଜାନ ଯୋଗାଣରେ ବାଧା ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ […]

Continue Reading

କରୋନାରେ ବଙ୍ଗୀୟ କବି ଶଙ୍ଖ ଘୋଷଙ୍କ ପରଲୋକ

କୋଲକାତା: ବିଶିଷ୍ଟ ବଙ୍ଗୀୟ କବି ଶଙ୍ଖ ଘୋଷଙ୍କର ବୁଧବାର ସକାଳେ ପରଲୋକ ହୋଇଛି। ସେ କରୋନା ସଂକ୍ରମିତ ହୋଇଥିଲେ। ମୃତ୍ୟୁ ବେଳକୁ ଘୋଷଙ୍କୁ ୮୯ ବର୍ଷ ହୋଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପରଲୋକରେ ସମବେଦନା ଜଣାଇ କହିଛନ୍ତି ଯେ ତାଙ୍କ ମୃତ୍ୟୁ ସମାଜରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଘୋଷଙ୍କର ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟା ଥିଲା ଏବଂ କିଛି ମାସ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ କରୋନା ରିପୋର୍ଟ […]

Continue Reading

ଆଜି ଆରମ୍ଭ ହେବ ରଥକାଠ ଚିରଟ କାର୍ଯ୍ୟ, ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ଟିମ ପହଁଞ୍ଚିଛନ୍ତି କଟକରେ

ପୁରୀ: ଆଜି ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଆଜିର ପବିତ୍ର ରାମନବମୀ ତିଥିରେ ମାଳମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ତିନିଜଣିଆ ଟିମ କଟକରେ ପହଁଞ୍ଚିଛନ୍ତି । କଟକ ଖପୁରିଆ ସ୍ଥିତ ସ ମିଲରେ ରାମନବମୀ ତିଥିରେ ମାଳମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ରଥକାଠ ତତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଏହି […]

Continue Reading

କରୋନାରେ ଚାଲିଗଲେ ଛାତ୍ରଛାତ୍ରୀଙ୍କର ପ୍ରିୟ ଓଡ଼ିଆ ଅଧ୍ୟାପକ ଜୟସେନ ବିଶ୍ୱାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ଥିଲେ ଜୟସେନ ।  ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବିଡିପୁରଠାରେ ଏକ କୋଚିଂ ସେଣ୍ଟର ଖୋଲି ଶିକ୍ଷାଦାନ କରୁଥିଲେ ଅଧ୍ୟାପକ ଜୟସେନ । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ କୋଚିଂ ସେଣ୍ଟର ବନ୍ଦ କରିବା ସହ ପିଲାଙ୍କୁ ୬ଦିନ ପରେ ଆସିବି ବୋଲି […]

Continue Reading

ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ବାଲୁକାକଳା । ଆଜି ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଳୁକାକଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ପ୍ରଭୁ ରାମଙ୍କର ଏକ ସୁନ୍ଦର ପ୍ରତ୍ତିମୂର୍ତ୍ତି ନିର୍ମାଣ କରିବା ସହ ସଚେତନତାର ବର୍ତ୍ତା ଦେଇଛନ୍ତି । ରାଜ୍ୟରେ କରୋନା ମହାମାରୀର ଭୟାବହତାକୁ ନଜରରେ ରଖି ସେ ସମସ୍ତଙ୍କୁ ସଚେତନ ରହିବାକୁ କହିଛନ୍ତି । ବାଲୁକାକଳା ମାଧ୍ୟମରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି । ବାଲୁକାକଳା ଦେଖିବାକୁ ବେଳାଭୂମୀରେ ଲୋକଙ୍କ ଭିଡ ଜମିଛି ।

Continue Reading

ଆଜି ସନ୍ଧ୍ୟାରେ ଟିକା ଉତ୍ପାଦନକାରୀଙ୍କ ସହିତ ମୋଦିଙ୍କ ବୈଠକ, ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଟିକାନିର୍ମାତା କମ୍ପାନୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ବସିବ । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଟିକାର ଅଭାବ ଦେଖା ଦେଲାଣି । ଟିକାକରଣ ଉତ୍ପାଦନକୁ ବୃଦ୍ଧି କରିବାକୁ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୋଦି ।  ମୋଦି କହିଛନ୍ତି, ଅଧିକରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବାକୁ ଉଦ୍ୟମ କରାଯାଉଛି । ମେ’ ପହିଲାରୁ ୧୮ ବର୍ଷରୁ ଅଧିକ […]

Continue Reading

ଶ୍ରଦ୍ଧାଳୁଙ୍କ ପାଇଁ ସପ୍ତାହରେ ଏହି ତିନି ଦିନ ବନ୍ଦ ରହିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର: କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ଘଟଗାଁରେ ଥିବା ପ୍ରସିଦ୍ଧ ତାରିଣୀ ମନ୍ଦିରକୁ ସପ୍ତାହରେ ତିନି ଦିନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ମନ୍ଦିର ବନ୍ଦ ରହିବ। ବାକି ଚାରି ଦିନ ଏହା ଖୋଲା ରହିବ। ମଙ୍ଗଳବାର ମାଁଙ୍କ ମନ୍ଦିରରେ ହେବାକୁ ଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ […]

Continue Reading

ରାଜ୍ୟବ୍ୟାପୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ଘୋଷଣା କଲେ ୟୁପି ସରକାର

ନୂଆଦିଲ୍ଲୀ: ରାଜ୍ୟରେ ବଢୁଥିବା କୋଭିଡ-୧୯ ମାମଲାକୁ ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ମଙ୍ଗଳବାର ଦିନ ରାଜ୍ୟବ୍ୟାପୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପ୍ରିଲ୍ ୨୪ରୁ ଏହି ସାପ୍ତାହିକ ଲକ୍‌ଡାଉନ ଲାଗୁ ହେବ। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ୫୦୦ ରୁ ଅଧିକ ସକ୍ରିୟ ମାମଲା ଥିବା ଜିଲ୍ଲାଗୁଡ଼ିକ ମଧ୍ୟ ରାତ୍ରି କର୍ଫ୍ୟୁ ଅଧୀନରେ ରହିବେ। ଯାହାକି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି ୮ଟାରୁ ସକାଳ ୭ଟା ଯାଏ ବଳବତ୍ତର ରହିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ […]

Continue Reading

ପ୍ରାଣଘାତୀ କରୋନା: ଆଜି ଦେଶରୁ ନେଲା ୧୭୬୧ ଜୀବନ, କମିଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଘାତକ ହେଉଛି । ଅଧିକ ଜୀବନ ନେଉଛି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଚି ୧୭ଶହ ୬୧ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । କିନ୍ତୁ ଗତକାଲି ଅପେକ୍ଷା ଆଜି କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୯ହଜାର ୧୭୦ ପଜିଟିଭ୍ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୦ହଜାର ୫୩୦କୁ ବୃଦ୍ଧି ପାଇଛି । […]

Continue Reading