ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଶାର୍ଦ୍ଦୁଲ ଠାକୁରଙ୍କୁ ନେଲା କୋଲକାତା
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅନ୍ୟତମ ଅଲରାଉଣ୍ଡ ଶାର୍ଦ୍ଦୁଲ ଠାକୁରଙ୍କୁ ଟ୍ରେଡିଂ ୱିଣ୍ଡୋ ଜରିଆରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ କିଣିଛି କୋଲକାତା ନାଇଟ ରାଇଡର୍ସ। ଏହାର ଅର୍ଥ ୨୦୨୩ ଆଇପିଏଲରେ ଶାର୍ଦ୍ଦୁଲ କେକେଆର ଜର୍ସିରେ ନଜର ଆସିବେ। ଏହି ଟ୍ରେଡ ସୋମବାର ଚୂଡ଼ାନ୍ତ ହୋଇଛି। ଶାର୍ଦ୍ଦୁଲ ବର୍ତ୍ତମାନ ଭାରତୀୟ ଟିମ୍ର ଦିନିକିଆ ସ୍କ୍ୱାଡ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଛନ୍ତି। ସେଠାରେ ଦଳ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ୨୦୨୨ ମେଗା ଆଇପିଏଲ ଅକ୍ସନ ବେଳେ […]
Continue Reading
