ଠକି ଦେଲେ ବିଇଓ ସାର୍

ଆଳି: ଠକି ଦେଲେ ବିଇଓ ସାର୍। ୨ ଜଣ ଅଧିକ ଶିକ୍ଷକ ଦେବେ ବୋଲି କହି ଦେଲେନି। ଜଣେ ମାତ୍ର ଶିକ୍ଷକରେ କେମିତି ଚାଲିବ ସ୍କୁଲ ? ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୨୦ ଜଣ ପିଲା ପଢ଼ିବେ କେମିତି ? ଅନ୍ୟଜଣେ ଶିକ୍ଷକଙ୍କୁ ବଦଳି କରି ଦିଆଗଲା କାହିଁକି ? ତାଙ୍କୁ ଉପରିସ୍ଥ ଅଧିକାରୀ କାହିଁକି ମାଗିଲେ ଲାଞ୍ଚ ? ଏଭଳି ଅନେକ ପ୍ରଶ୍ନବାଣ ଧରି ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ। ଯାହାକୁ […]

Continue Reading

ପ୍ରକାଶ ପାଇଛି OJS-୨୦୨୧ ରେଜଲ୍‌ଟ: ଆଦ୍ୟାଶା ମିଶ୍ର ଟପ୍ପର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି OJS-୨୦୨୧ ରେଜଲ୍ଟ। ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଓ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ବିଭୂ ପ୍ରସାଦ ନାୟକ, ପଞ୍ଚମ ସ୍ଥାନରେ ସୁମୀତା ରଥ, ଷଷ୍ଠରେ ରାଜଲକ୍ଷ୍ମୀ ମହାନ୍ତି, ସପ୍ତମରେ ରାଜେଶ ମିଶ୍ର, ଅଷ୍ଟମରେ […]

Continue Reading

ଚର୍ଚ୍ଚାରେ ମାଡାମ୍ ପ୍ରେସିଡେଣ୍ଟଙ୍କ ଶାଢୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ଓଡ଼ିଶାବାସୀଙ୍କ ପାଇଁ ଥିଲା ମହତ୍ୱପୂର୍ଣ୍ଣ । ଓଡ଼ିଶାକୁ ଆସିଥିଲେ ଦେଶର ପ୍ରଥମ ନାଗରିକ । ସବୁ ମିଡିଆର ଖବର ମୁଖ୍ୟାଂଶ ଥିଲେ ମାଡାମ୍ ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିରେ ୨ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତିଙ୍କ ଶାଢୀକୁ ନେଇ ଲୋକେ ଅନେକ ଚର୍ଚ୍ଚା କରିଥିଲେ । ଦୁଇ ଦିନରେ ଦେଶର ପ୍ରଥମ ନାଗରିକ ୪ଟି ସୁନ୍ଦର ଶାଢୀ ପିନ୍ଧିଥିଲେ । ଯେଉଁଥିରେ ଥିଲା ଓଡ଼ିଶାର ଝଲକ ଓ ଓଡ଼ିଆ ମହକ […]

Continue Reading

ଆସନ୍ତା ୨୧ ତାରିଖରୁ ପ୍ରାକ୍‌‌ ବଜେଟ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍‌‌ ବଜେଟ ବୈଠକ ପର୍ଯ୍ୟାୟ ଆରମ୍ଭ କରିବେ। ଅର୍ଥମନ୍ତ୍ରୀ ଚାରିଦିନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ଅଧିକାରୀଙ୍କ ସହିତ ସାତଟି ବୈଠକରେ ଯୋଗଦେବେ। ଏହାବ୍ୟତୀତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସହିତ ଜିଏସ୍‌‌ଟି ବୈଠକ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରାକ୍‌‌ ବଜେଟ ଆଲୋଚନା କରିବେ। ସେଥିରେ କେନ୍ଦ୍ର ବଜେଟରେ ରାଜ୍ୟସମୂହର ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯିବ। ଚଳିତ ମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରାକ୍‌‌ ବଜେଟ […]

Continue Reading

ଖେଳ କରିଦେଲା ଭାରତ: ଯୁଦ୍ଧ ମଧ୍ୟରେ ରୁଷଠାରୁ ଶସ୍ତାରେ ତେଲ କିଣି ଆମେରିକାକୁ ମହଙ୍ଗାରେ ବିକ୍ରି କଲା

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱ ଉପରେ ଗମ୍ଭୀର ଭାବେ ପ୍ରଭାବ ପକାଇଛି। ଯୁଦ୍ଧ ଆରମ୍ଭରୁ ଆମେରିକା ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ଋଷ ଉପରେ ଅନେକ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଏହି ପ୍ରତିବନ୍ଧକ କାରଣରୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏହାରି ମଧ୍ୟରେ ଭାରତ ଏକ ବଡ଼ ଖେଳ କରିଦେଇଛି। ଭାରତ ଆମେରିକାକୁ ଭାକ୍ୟୁମ୍ ଗ୍ୟାସ୍‌ଅଏଲ୍‌(VGO) ରପ୍ତାନୀ କରୁଛି। ଯାହା ଭାରତକୁ ଲାଭ ମଧ୍ୟ ଆଣି ଦେଉଛି। କୁହାଯାଉଛି […]

Continue Reading

ଦେବାଳିଆ ହୋଇପାରେ ଟ୍ବିଟର, ଆଶଙ୍କା କଲେ ମାଲିକ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର ହୋଇପାରେ ଦେବାଳିଆ। ନୂଆ ମାଲିକ ଏଲନ ମସ୍କ ସୋସିଆଲ୍ ମିଡିଆରେ ଏଭଳି ଏକ ଆଶଙ୍କା କରିଛନ୍ତି। ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ମସ୍କ ଟ୍ୱିଟର କର୍ମଚାରୀଙ୍କୁ ଫୋନ୍ କରି କହିଛନ୍ତି ଯେ ଦେବାଳିଆ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ମସ୍କ ଦୁଇ ସପ୍ତାହ ପୂର୍ବରୁ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ। ଏହା ପରେ ବିଶେଷଜ୍ଞମାନେ ଆକଳନ କରିଥିଲେ ଯେ ଯେଉଁଭଳି ଢଙ୍ଗରେ ମସ୍କ କାରବାର କରୁଛନ୍ତି ଏବଂ କମ୍ପାନୀରେ ପରିବର୍ତ୍ତନ କରିବାକୁ ଯାଇ […]

Continue Reading

ନିଯୁକ୍ତି ପାଇବେ ୭୫୪୦ ଶିକ୍ଷକ ଓ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ନିଯୁକ୍ତି ପାଇବେ ୭୫୪୦ ଶିକ୍ଷକ ଓ ଶିକ୍ଷୟିତ୍ରୀ। ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ୭୫୪୦ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ। ଟିଜିଟି (କଳା), […]

Continue Reading

ଦକ୍ଷିଣ ଭାରତ ଗସ୍ତରେ ମୋଦି, ପଡ଼ିଲାକି ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଆଞ୍ଚଳିକ ଦଳ ଓ କେନ୍ଦ୍ର ସରକାରଙ୍କର ନେତୃତ୍ୱ ନେଉଥିବା ବିଜେପି ମଧ୍ୟରେ ତିକ୍ତତା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଭାରତର ୪ଟି ରାଜ୍ୟ ଗସ୍ତ କରିଛନ୍ତି। ଦୁଇ ଦିନ ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ୪ଟି ରାଜ୍ୟରେ ୨୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳନ୍ୟାସ କରିବେ। କର୍ଣ୍ଣାଟକ,ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ କର୍ଣ୍ଣାଟକରେ […]

Continue Reading

ବାଲିଯାତ୍ରାରେ ମନ ମୋହୁଛି ସ୍ମୋକ୍ ବିସ୍କୁଟ୍

କଟକ: ବିସ୍କୁଟ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ପିଲାଠୁ ବୁଢ଼ା ସମସ୍ତଙ୍କୁ ବିସ୍କୁଟ୍ ଲୋଡ଼ା । ଆଉ ଚା କପ୍ ସହ ବିସ୍କୁଟ୍ ହେଲେ ଆନନ୍ଦ କାହିଁରେ କେତେ । କଟକ ବାଲିଯାତ୍ରାରେ ସ୍ମୋକ ବିସ୍କୁଟ୍ ସମସ୍ତଙ୍କ ମନ ମୋହୁଛି । ଏହି ବିସ୍କୁଟ୍ ଯିଏ ଥରେ ଖାଉଛି, ଆଉ ଥରେ ଖାଇବାକୁ ଇଚ୍ଛା କରୁଛି । ଦେଖୁ ନାହାଁନ୍ତି ସ୍ମୋକ ବିସ୍କୁଟ୍ ଖାଇବା ପରେ କେମିତି ପାଟି ଆଉ ନାକରୁ ଧୂଆଁ ବାହାରୁଛି । […]

Continue Reading

ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ, ସ୍ପଷ୍ଟୀକରଣ ଦେଲା ଓପିଏସ୍‌ସି

ଭୁବନେଶ୍ୱର: ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା ଓଡ଼ିଶା ଲୋକସେବା ଆୟୋଗ’(ଓପିଏସସି)। ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଓପିଏସ୍‌ସି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜରି ପ୍ରେସ୍‌ରିଲିଜ୍‌ରେ କୁହାଯାଇଛି, ଓପିଏସ୍‌ସି ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ କଟ୍‌ବଫ୍‌ ପ୍ରକାଶ ପାଇବ। ଉତ୍ତର, କଟ୍‌ଅଫ୍‌ ମାର୍କ, ବ୍ୟକ୍ତିଗତ ମାର୍କ ଚୂଡ଼ାନ୍ତ ରେଜଲ୍ଟ ପରେ ଆସିବ। କେତେକ ପିଲା ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଭିତ୍ତିହୀନ ଓ ମିଥ୍ୟା। ଅନୁପସ୍ଥିତ […]

Continue Reading