୩ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ବଢ଼ିବ ଶୀତ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ପାରଦ ରାଜ୍ୟର ପ୍ରାୟ ସ୍ଥାନରେ ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ୩ରୁ ୪ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆଜି ଭୋରରେ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ଦେଖା ଯାଇଛି । ଫୁଲବାଣୀରେ ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ଥିଲା ୧୦୦ ମିଟର । ବଲାଙ୍ଗିରରେ […]

Continue Reading

ବିରୋଧ ପରେ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସଙ୍କ ଶୋ’ ବାତିଲ

ବେଙ୍ଗାଲୁରୁ: ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସଙ୍କୁ ବିରୋଧ। ଆଜି ବେଙ୍ଗାଲୁରୁରେ ହେବାକୁ ଥିବା ତାଙ୍କ କମେଡି ସୋକୁ ସେ ବାତିଲ କରିଛନ୍ତି। ଦକ୍ଷିଣପନ୍ଥୀ ସଙ୍ଗଠନର ବିରୋଧରେ ବୀର ଦାସ ଏହି ନିଷ୍ପତ୍ତି ନେଇଛନ୍ତି। ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗ କରି ଦକ୍ଷିଣପନ୍ଥୀ ସଙ୍ଗଠନ ଭୀର ଦାସଙ୍କୁ ଚେତାବନୀ ଦେଇଥିଲା। ଫଳରେ ଭୀର ଦାସ ନିଜ କାର୍ଯ୍ୟକ୍ରମରୁ ଓହରି ଯାଇଛନ୍ତି। ଏଥିପାଇଁ ସେ ତାଙ୍କ ଇନଷ୍ଟାଗ୍ରାମ ଅକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେଥିରେ ସେ […]

Continue Reading

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ମଲାଇକା ଏବଂ ଅର୍ଜୁନ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରା । ପୂର୍ବରୁ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ ପରସ୍ପର । ବର୍ତ୍ତମାନ ଦ୍ବନ୍ଦରେ ପଡ଼ିଛନ୍ତି ଫ୍ୟାନ୍ସ । ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲାଇକା ଅରୋରା ଏବଂ ଅର୍ଜୁନ କପୂର କରିବେ କି ବିବାହ ? ଯାହାକୁ ନେଇ ଫ୍ୟାନ୍ସ ଏହି ଗୋଟିଏ ପ୍ରଶ୍ନ କରୁଛନ୍ତି, ଏହି ପ୍ରଶ୍ନ ପଚାରିବାର କାରଣ ହେଉଛି ମଲାଇକାଙ୍କର ପୋଷ୍ଟ । ମଲାଇକା ଅରୋରା ନିଜର ଇନଷ୍ଟାଗ୍ରାମରେ […]

Continue Reading

ଅଧା ରହିଗଲା ସ୍ୱପ୍ନ, ଟି-୨୦ ବିଶ୍ୱକପରୁ ଟିମ ଇଣ୍ଡିଆ ଆଉଟ

ଆଡିଲେଡ: ଭାରତର ଟି-୨୦ ବିଶ୍ୱକପ ଜିତିବା ସ୍ୱପ୍ନ ପୁଣିଥରେ ଅଧାରେ ରହି ଯାଇଛି। ୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ଲାଗୁଥିଲା ଏଥର ୧୫ ବର୍ଷ ଧରି ଭାରତୀୟ ଫ୍ୟାନ୍ସଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଅଷ୍ଟ୍ରେଲିଆରେ ଟ୍ରଫି କବଜା କରିବ ଭାରତ। ହେଲେ ଭାରତୀୟ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ରୋହିତ ଶର୍ମା ଆଣ୍ଡ କୋ। ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଯାଇଛି। ଏବେ […]

Continue Reading

ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଓଡ଼ିଶା ଆସି ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମହମହିମ ଦ୍ରୌପଦୀ ମୁର୍ମୁ । ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି । ତାଙ୍କ ସାଙ୍ଗରେ ଗଜପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାଇବାକୁ ବସିଥିଲେ । ଗଜପତିଙ୍କ ଧର୍ମପତ୍ନୀ, ରାଷ୍ଟ୍ରପତିଙ୍କ ଝିଅ ମଧ୍ୟ ଖାଇବାକୁ ବସିଥିଲେ ।

Continue Reading

‘ଦ କଶ୍ମୀର ଫାଇଲ୍ସ’ ପରେ ଆସୁଛି ‘ଦ ଭ୍ୟାକ୍‌ସିନ୍ ୱାର୍‌’

ମୁମ୍ବାଇ: ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିବା ଦ କଶ୍ମୀର ଫାଇଲ୍ସ ଫିଲ୍ମ ନେଇ ଆସିଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ଥରେ ବଲିଉଡକୁ ଆଉ ଏଭ କେଟି ଦେବାକୁ ଯାଉଛନ୍ତି। ଏଥର ଖୋଲିବ ସମସ୍ତ କୋଭିଡ ଭ୍ୟାକ୍‌ସିନ୍‌ର ରାଜ୍। ଖୁବଶୀଘ୍ର ଆସିବ ଫିଲ୍ମ ‘ ଦି ଭ୍ୟାକସିନ୍ ୱାର୍‌’। ଏନେଇ ଖୋଦ୍ ନିର୍ଦ୍ଦେଶକ ଘୋଷଣା କରିଛନ୍ତି। ଫିଲ୍ମର ଘୋଷଣା ହେବା ସହ ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ୨୦୨୩ ଅଗଷ୍ଟ ୧୫ ତାରିଖରେ ‘ଭ୍ୟାକ୍ସିନ୍ ୱାର’ […]

Continue Reading

ଗୁଜରାଟ ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା, କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ୍

ନୂଆଦିଲ୍ଲୀ : ଗୁଜରାଟ ନିର୍ବାଚନ ପାଇଁ ବିଜେପି ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ତାଲିକାରେ ରହିଛି ୧୬୦ ଜଣଙ୍କ ନାଁ । କ୍ରିକେଟରଙ୍କ ନାଁ ବି ଏହି ନିର୍ବାଚନରେ ଚର୍ଚ୍ଚା ପାଲଟିଛି । ବିଜେପି ନେତା ହାର୍ଦ୍ଦିକ ପଟେଲ ବିରମଗାଁ ଆସନ ପାଇଁ ଟିକେଟ ପାଇଛନ୍ତି । କ୍ରିକେଟର ରବୀନ୍ଦ୍ର ଡାଜେଜାଙ୍କ ପତ୍ନୀ ରିଭାବା ଜାମନଗର ନର୍ଥ ଆସନ ପାଇଁ ଟିକେଟ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘାଟୋଲିଆ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା […]

Continue Reading

ଆସନ୍ତାକାଲି ଆସିବେ ରାଷ୍ଟ୍ରପତି, ଭୁବନେଶ୍ୱରରେ ଛୁଟି ଘୋଷଣା

ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଥିବା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ୧୦ ତାରିଖ ଅପରାହ୍ନ ୧ଟାରୁ ହେବ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ, ସରକାରୀ ଓ ବେସରକାରୀ(ସ୍କୁଲ, କଲେଜ) ଶିକ୍ଷାନୁଷ୍ଠାନ ବନ୍ଦ ରହିବ। […]

Continue Reading

ଚନ୍ଦ୍ର ଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ଘଟଣା, ୮ ଗିରଫ

ଭୁବନେଶ୍ୱର: ବିଜ୍ଞାନ, ବିଶ୍ୱାସକୁ ନେଇ ହେତୁବାଦୀ-ପରମ୍ପରାବାଦୀ ଖଣ୍ଡଯୁଦ୍ଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ଖାରବେଳ ନଗର ଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଛି । ହେତୁବାଦୀଙ୍କ ଉପରେ ବଳପୂର୍ବକ ଆକ୍ରମଣ ପାଇଁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ମଙ୍ଗଳବାର ଚନ୍ଦ୍ର ଗ୍ରହଣରେ ହେତୁବାଦୀ ଲୋହିଆ ଏକାଡେମୀରେ କାର୍ଯ୍ୟକ୍ରମ କରିଥିଲେ । ଯାହାକୁ ବିରୋଧ କରି ସେଠାରେ ପହଞ୍ଚିଥିଲେ ବଜରଙ୍ଗ ଦଳ କର୍ମକର୍ତ୍ତା ଓ ଅନ୍ୟ ପରମ୍ପରାବାଦୀ । ଚନ୍ଦ୍ର ଗ୍ରହଣ ସମୟରେ […]

Continue Reading

ଦୁଇଦିନ ଧରି ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ର, ଆଜି ମିଳିଲା ଝୁଲନ୍ତା ମୃତଦେହ

ଉମରକୋଟ: ଦୁଇଦିନ ଧରି ନିଖୋଜ ରହିବା ପରେ ମିଳିଛି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ। ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଆଗରେ ଉତ୍ତଜନା ପ୍ରକାଶ ପାଇଛି। ମୃତ ଛାତ୍ର ଜଣକ ଏହି ସ୍କୁଲର ଶଙ୍କର ହରିଜନ। ବିଦ୍ୟାଳୟ ନିକଟ ଏକ କାଜୁ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ସୂଚନା ମୁତାବକ, ଏହି ସ୍କୁଲରେ ଅନ୍ତେବାସୀ ଭାବେ […]

Continue Reading