ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ
ଅହମଦାବାଦ: ଗୁଜରାଟ ବିଧାନସଭା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ହାତ ଟେକି ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିଜୟ ରୂପାଣୀ ଓ ନୀତିନ ପଟେଲଙ୍କ ବ୍ୟତୀତ ଆଉ କିଛି ନେତା ମଧ୍ୟ ଚଳିତ ଥର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ବୋଲି କହିଛନ୍ତି । ରୂପାଣୀଙ୍କ କ୍ୟାବିନେଟକେ ଶିକ୍ଷା ମନ୍ତ୍ରୀ ରହିଥିବା ଭୁପେନ୍ଦ୍ର ସିଂହ […]
Continue Reading
