ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ଖେଳିବେନି ବିରାଟ କୋହଲି
ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ର ଶେଷ ମ୍ୟାଚ୍ ଆସନ୍ତାକାଲି ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯିବ। ଭାରତ ଆଗୁଆ ଏହି ଟି-୨୦ ସିରିଜ୍କୁ ଜିତି ସାରିଥିବାରୁ ଆସନ୍ତକାଲି ମ୍ୟାଚ୍ରେ ନିଜର ବେଞ୍ଚ ଷ୍ଟ୍ରେନ୍ଥକୁ ଆକଳନ କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ ଟି-୨୦ ମ୍ୟାଚ୍। ତେଣୁ ଆସନ୍ତାକାଲି ଭାରତ ଅନେକ ପରୀକ୍ଷାନୀରିକ୍ଷା କରିପାରେ। ଏସବୁ ଭିତରେ ଆସନ୍ତାକାଲି ଷ୍ଟାର ବ୍ୟାଟର ତଥା ନିକଟରେ ଫର୍ମକୁ ଫେରିଥିବା ବିରାଟ କୋହଲି ଖେଳିବେ ନାହିଁ। ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ବିଶ୍ରାମ […]
Continue Reading
