ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଯାଜପୁର : ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସବୁଠି ଚାଲିଛି ମା ଙ୍କ ଆବାହନି। ମୃଣ୍ମୟୀ ଦେବୀ ମଣ୍ଡପ ରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ବଢି ଭୋରରୁ ଶ୍ରଦ୍ଧାଳୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଟର ବ୍ୟବସ୍ଥା କରାଯାଇଛି। ମାଙ୍କୁ […]

Continue Reading

୨ ଦିନ ତଳେ ଛାତ ଉପରେ ଭାଇ ଚାଲିଯାଇଥିଲା, ଆଜି ସେଇ ଜାଗାରେ ଭଉଣୀ ବି ଚାଲିଗଲା

ଜୟପୁର: ଭାଇ ମରିବାର ୩ ଦିନ ପରେ ଭଉଣୀର ହୋଇଛି ସନ୍ଦେହଜନକ ମୃତ୍ୟୁ । ଜୟପୁର ଟାଉନ ଥାନା ପାରାବେଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ୩ ଦିନ ତଳେ ସ୍କୁଲ ପଢ଼ୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ୩ ଦିନ ପରେ ସେହି ଘରେ ଇଞ୍ଜିନିୟରିଂ ପଢ଼ୁଆ ଭଉଣୀର ମୃତ୍ୟୁ ହୋଇଛି । ଘରର ଛାତରୁ ଇଞ୍ଜିନିୟରିଂ ପଢ଼ୁଥିବା ଭଉଣୀର ମୃତଦେହ ଉଦ୍ଧାର ହୋଇଛି । ଉଭୟ ଭାଇଭଉଣୀଙ୍କର ମୃତ୍ୟୁର କାରଣ ଜଣାପଡ଼ି […]

Continue Reading

ରାଷ୍ଟ୍ରପତିଙ୍କ ଗାଁରେ ୫ଜି ସେବା

ଭୁବନେଶ୍ୱର : ଆଜିଠାରୁ ଦେଶରେ ଆରମ୍ଭ ହେଲା ୫ଜି ଯୁଗ । ଦେଶକୁ ୫ଜି ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରୁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇ ଆଦି କିଛି ନିର୍ଦ୍ଦିଷ୍ଟ ସହରରେ ୫ଜି ସେବା ମିଳିପାରିବ । ଏହି ୫ଜି ସେବା […]

Continue Reading

ଦେଶରେ ନୂଆ ଅଧ୍ୟାୟ ଆରମ୍ଭ କରିବ 5G: ମୋଦି

ନୂଆଦିଲ୍ଲୀ: ଇଣ୍ଟରନେଟ ଫର୍ ଅଲ୍। ଏଣିକି ସମସ୍ତଙ୍କ ପାଇଁ ଇଣ୍ଟରନେଟ। ଫାଇଭ୍-ଜି ର ଶୁଭାରମ୍ଭ ଅବସରରେ ଆଜି ଏହି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ପ୍ରଗତି ମୈଦାନରେ ଷଷ୍ଠ ମୋବାଇଲ କଂଗ୍ରେସର ଉଦ୍‌ଘାଟନ ସହିତ ଆଜି ଫାଇଭ୍ ଜି ସର୍ଭିସର ଶୁଭାରମ୍ଭ କରିଛନ୍ତି ମୋଦି। ଏହି ଅବସରରେ ସେ କହିଛନ୍ତି, ଫାଇଭ୍ ଜି ହେଉଛି ୧୩୦ କୋଟି ଭାରତୀୟଙ୍କୁ ଟେଲିକମ୍ ଶିଳ୍ପର ଉପହାର। ଦେଶରେ ଏହା ନୂଆ ଅଧ୍ୟାୟ ଆରମ୍ଭ କରିବ। ଫାଇଭ୍ ଜି […]

Continue Reading

ପିଏଫଆଇର ଧମକ : କେରଳରେ ପ୍ରମୁଖ ଆରଏସଏସ ନେତାଙ୍କୁ ୱାଇ ସୁରକ୍ଷା

ନୂଆଦିଲ୍ଲୀ: ଆତଙ୍କବାଦୀ ଗତିବିଧି ନେଇ କେନ୍ଦ୍ର ସରକାର ପପୁଲାର ଫ୍ରଂଟ ଅଫ ଇଣ୍ଡିଆକୁ ବ୍ୟାନ କରିଛି । ଏନଆଇଏ ସେପ୍ଟମ୍ବର ୨୨ରେ ୧୫ ରାଜ୍ୟରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ପିଏଫଆଇ ସଦସ୍ୟ ମହମ୍ମଦ ବଶୀରଙ୍କ ଘରୁ କେରଳର ୫ ଆରଏସଏସ ଟାର୍ଗେଟରେ ଥିବା ପ୍ରମାଣ ମିଳିଥିଲା । ଏହାକୁ ଦେଖି କେନ୍ଦ୍ର ସରକାର ଏହି ୫ ନେତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ପ୍ରଦାନ କରିଛି । ଗୃହ ମନ୍ତ୍ରଣାଳୟ ଓ ଗୋଇନ୍ଦ ବିଭାଗ […]

Continue Reading

୩ ବର୍ଷରେ ରାଜ୍ୟରେ ବନ୍ଦ ହୋଇଛି ୧୨୦ ଅଣୁଶିଳ୍ପ!

ଭୁବନେଶ୍ୱର:  ଗତ ୩ ବର୍ଷରେ ଓଡ଼ିଶାରେ ବନ୍ଦ ହୋଇଛି ୧ କୋଟିରୁ କମ ପୁଂଜିରେ ଚାଲୁଥିବା ୧୨୦ଟି ଅଣୁ ଶିଳ୍ପ। ତେବେ ଏହି ସମୟରେ ୭,୬୫୦ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରୁ କିଛି ବନ୍ଦ ହୋଇନାହିଁ। ଅଣୁ ଶିଳ୍ପ ବନ୍ଦ କାରଣରୁ ୩ ବର୍ଷରେ ଚାକିରି ହରାଇଛନ୍ତି ୨୯୧୫ଜଣ। ରାଜ୍ୟରେ ପଂଜୀକୃତ ହୋଇଛନ୍ତି ୧.୯୧ ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ। କରୋନା ଓ ପୁଂଜି ଅଭାବରୁ ଗତ ତିନି ବର୍ଷରେ ଓଡ଼ିଶାରେ କେତେ ଅଣୁ, […]

Continue Reading

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ, ବିକାଶ ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ । କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଜ୍ଞାନ ବିପ୍ଲବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍ୱତନ୍ତ୍ର ରୂପ ଦେଇଥାଏ । ବର୍ତ୍ତମାନର ଜ୍ଞାନ ଯୁଗ ନୂତନ ସର୍ଜ୍ଜନା ଓ ଚିନ୍ତାଧାରାକୁ ପୁରସ୍କୃତ କରିଥାଏ । ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସମୟରେ ବିଶ୍ୱର […]

Continue Reading

ଦିଲ୍ଲୀରେ ବସି ୟୁରୋପରେ କାର୍‌ ଚଳାଇଲେ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀରେ ବସି ୟୁରୋପ୍‌ରେ କଲେ କାର୍‌ ଡ୍ରାଇଭ୍‌। ନିଜେ 5G ସେବାର ମଜା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି 5G ସେବାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ୍‌ରେ ଏକ କାର୍‌ର ଟେଷ୍ଟ ଡ୍ରାଇଭ୍‌ କରିଛନ୍ତି। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ବସି ମୋଦି 5G ଟେକ୍‌ନିକ୍‌ ଜରିଆରେ ୟୁରୋପ୍‌ରେ କାର୍‌ ଚଳାଇବାର ମଜା ନେଇଛନ୍ତି। ମୋଦିଙ୍କ ଏହି କାର୍‌ ଟେଷ୍ଟ୍ ଡ୍ରାଇଭ୍‌ର ଫଟୋକୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍‌ ଟ୍ୱିଟର୍‌ରେ ଶେଆର କରିଛନ୍ତି। ସେ […]

Continue Reading

ଡିସିପି ଅଫିସ ଘେରାଉ କଲା ବିଜେପି

ଭୁବନେଶ୍ୱର : ପୁରୀର ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଡିସିପି ଅଫିସ ଘେରାଉ କରିଛି ବିଜେପି । ପୁରୀ ଜିଲ୍ଲା ବିଜେପିର ଅନେକ କର୍ମୀ ଓ ନେତାମାନେ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ ଉଠୁଥିବାବେଳେ ତାଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉନାହିଁ । ବିନ୍ଦାସ ଚିନୁକୁ କାହିଁକି ପୋଲିସ ପଚରାଉଚରା କରୁନି । ଏହି ଘଟଣାରେ ସରକାର ଓ ପୋଲିସ କାହିଁକି […]

Continue Reading

ନୂଆ ସଂସଦ ଭବନରେ ଲାଗିଥିବା ସିଂହ ହିଂସ୍ର ନୁହଁନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ସମ୍ମୁଖପଟ ଶୀର୍ଷରେ ଲାଗିଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ନେଇ ବିବାଦ ଉପୁଜିଥିଲା। ଏହି ସିଂହକୁ ହିଂସ୍ର ମୁଦ୍ରାରେ ତିଆରି କରାଯାଇଥିବା ଅଭିଯୋଗ ଉଠିବା ସହ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ ଏହି ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଆଡଭୋକେଟ ଆଲଦାନିଶ ରେନ୍ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ସେଥିରେ କୁହାଯାଥିଲା ଯେ, ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଅନାବରଣ କରାଯାଇଥିବା ଜାତୀୟ ପ୍ରତୀକ […]

Continue Reading