ଚିଟଫଣ୍ଡ ଦଲାଲଙ୍କୁ ଜେଲ ଦଣ୍ଡାଦେଶ

କଟକ : ଚିଟଫଣ୍ଡ ଦଲାଲଙ୍କୁ ଜେଲଦଣ୍ଡ । କଟକବାସୀଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଲୁଟ କରୁଥିବା ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର OPID କୋର୍ଟ । କେନ୍ଦ୍ରାପଡ଼ାର ଏକ ମାମଲାରେ ଚାରି ଜଣଙ୍କୁ ଧାରା ୪୨୦ ଓ OIPD ଆକ୍ଟରେ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜୋରିମାନା ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି […]

Continue Reading

ଘର ଉପରକୁ ମାଡିଗଲା ଟ୍ରକ, ୩ଗୁରୁତର

ଯାଜପୁର : ଦଶରଥପୁର ବ୍ଲକର ମାଉଁରିଚୁଆରେ ଘର ଉପରକୁ ମାଡିଗଲା ଦଶଚକିଆ ଟ୍ରକ । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯୟୀ, ରାସ୍ତା କଡରେ ଥିବା ଅଶୋକ ଜେନାଙ୍କ ଛାତଘର ଉପରକୁ ଆଜି ହଠାତ ଟ୍ରକଟି ମାଡ଼ିଆସିଥିଲା । ଏଥିରେ ଅଶୋକଙ୍କ ପତ୍ନୀ ସସ୍ମିତା ଜେନା, ୭ ବର୍ଷର ଝିଅ ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣା […]

Continue Reading

ଫେବୃଆରୀ ୧୩ରୁ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକାର ୨ୟ ଡ‌ୋଜ ପ୍ରଦାନ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୩ରୁ ସ୍ୱାସ୍ଥ୍ୟ ସେବାର‌େ ନିୟ‌ୋଜିତ ଓ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କରୋନା ଟିକାର ଦ୍ବିତୀୟ ଡୋଜ ଦିଆଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଦିନ ନିତି ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ଯ‌େ, “ଏପର୍ଯ୍ୟନ୍ତ ସେମାନଙ୍କୁ କେବଳ ଟିକାର ପ୍ରଥମ ଡୋଜ ଦିଆଯାଇଛି। ଫେବୃଆରୀ ୧୩ରୁ ୨ୟ ଡୋଜ ଟିକା ପ୍ରଦାନ କରାଯିବ। ତେବେ ଦେଶବ୍ୟାପୀ ଜାନୁଆରୀ ୧୬ରୁ ମେଗା ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ସରକାରୀ ରେକର୍ଡ ଅନୁଯାୟୀ, […]

Continue Reading

ଝରାଫୁଲଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ବ୍ୟବହାର ହୋଇଥିବା ସ୍କୁଟି ଭୁବନେଶ୍ୱରରୁ ଜବତ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ହଟିନି ପରଦା । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ରିମାଣ୍ଡରେ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଏହାରି ଭିତରେ ଆଜି ମିଳିଛି ସ୍କୁଟି । ସେହି ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେଇ ଯାଜପୁରରେ ଫିଙ୍ଗିଥିଲା ରାକେଶ ଓ ସହଯୋଗୀ ଶେଖର । ଗାଏବ ସ୍କୁଟିକୁ ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଠାବ କରିଛି ପୋଲିସ । ସିସିଟିଭିରେ ନାଲି ରଙ୍ଗର ସ୍କୁଟିରେ […]

Continue Reading

ପୁଣି ସମୟ ଲୋଡ଼ିଲା ଛତିଶଗଡ଼

ଭୁବନେଶ୍ୱର : ମହାନଦୀ ଜଳ ବିବାଦରେ ଅନ୍ତରୀଣ ବ୍ୟବସ୍ଥା ପାଇଁ ଓଡିଶା ପଠାଇଥିବା ପ୍ରସ୍ତାବରେ ପୁଣି ସମୟ ଲୋଡ଼ିଲେ ଛତିଶଗଡ଼ ସରକାର । ମହାନଦୀ ଜଳବିବାଦର ଅନ୍ତରୀଣ ବ୍ୟବସ୍ଥା ପାଇଁ ବିଚାର ଆଲୋଚନା ନିମନ୍ତେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ ଆଦେଶ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଏପରିସ୍ଥଳେ ଆଜି ଛତିଶଗଡ଼ ପକ୍ଷରୁ ଓଡ଼ିଶାକୁ ପତ୍ର ଲେଖାଯାଇ ପଠାଯାଇଥିବା ପ୍ରସ୍ତାବ ଅଧ୍ୟୟନ କରିବା ପାଇଁ ସମୟ ମାଗିଛି ଛତିଶଗଡ଼ । ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବରରେ ଓଡ଼ିଶାର […]

Continue Reading
ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

କେନ୍ଦୁଝର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲର ମୃତ୍ୟୁ ନେଇ ଗର୍ଜିଲା କେନ୍ଦୁଝର ଏବିଭିପି । କେନ୍ଦୁଝର ଏବିଭିପି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ବିକ୍ଷୋଭ ପଦର୍ଶନ କରିଛନ୍ତି । ଝରାଫୁଲର ମୃତ୍ୟୁ ନେଇ ତଦନ୍ତ ବାଟ ବଣା ହୋଇଥିବା ଅଭିଯୋଗ କରିଛି ଏବିଭିପି । ଏହା ସହ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ନାରୀ ସୁରକ୍ଷାକୁ ଦୃଷ୍ଟି ଦେବାକୁ ଦାବି କରିଛି ବିଦ୍ୟାର୍ଥୀ ପରିଷଦ । କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ସ୍ଲୋଗାନ ଦେବା […]

Continue Reading

ଆଜି ବି କାଦୁଅ ମାଟି

ରାଜନଗର/ପାଟଣା: ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ନା ଅଛି ଭଲ ରାସ୍ତା ନା ମିଳୁଛି ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ, ନା ବର୍ଷା ଜଳ ନିଷ୍କାସନ ପାଇଁ ରହିଛି କୌଣସି ଡ୍ରେନ ବ୍ୟବସ୍ଥା । ଏପରି ଏକ ଗ୍ରାମ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ । ସୂଚନା ମୁତାବକ, ଗ୍ରାମରେ 3 ଟି ସାହି ରହିଥିବାବେଳେ କୌଣସି ସାହି ମଧ୍ୟକୁ ଭଲ ରାସ୍ତାଟିଏ ନାହିଁ । ପୁରୁଣା […]

Continue Reading

ଅପାରଗ ପ୍ରଶାସନର ଭଙ୍ଗା ରାସ୍ତା ଯୋଜନା !

ଗ୍ରାମରେ ନାହିଁ ଭଲ ରାସ୍ତା ରାସ୍ତା ଉପରେ ପଡ଼ିରହିଛି ବାଲି ଓ ପଥର ବର୍ଷା ଟିକେ ହେଲେ ରାସ୍ତା ଉପରେ ଜମି ରହୁଛି ପାଣି ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବ ପିଇବା ପାଣି ପାଇଁ ଗୋଟିଏ ହିଁ ସ୍କୁଲ ନଳକୂଅ ଭରଷା ତୁରୁମୁଙ୍ଗା : ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ସରକାର ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ କରି ନିର୍ବାଚନ […]

Continue Reading

ସୋନପୁର ସବୁଠୁ ଥଣ୍ଡା ସହର, ୧୦ଟି ସହରରେ ୧୫ ଡିଗ୍ରୀରୁ କମ୍ ତାପମାତ୍ରା

ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଥଣ୍ଡା । ଫୁଣି ଥରେ ଫେରିଲା ଶୀତ । ପାଖାପାଖି ଅଧା ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି । ୧୨ଟି ସହରରେ ପାରଦ ୧୫ ଡିଗ୍ରୀ କିମ୍ୱା ତାଠାରୁ କମ୍ ରେକର୍ଡ କରାଯାଇଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲାରେ ଶୀତ ଥରାଇଲାଣି । ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ସେଲସିୟସ୍ ତାମପାତ୍ରା ରେକର୍ଡ […]

Continue Reading

ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି । ତତ୍କାଳ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ ନିର୍ଦ୍ଦେଶନାମ ଜାରି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ତେବେ ଏସମ୍ପର୍କରେ ପ୍ରଦୀପଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଗତ କିଛି ଦିନ ହେବ […]

Continue Reading