କେନ୍ଦୁଝର ଖଣିରେ ୧୪୮.୪୬ କୋଟି ଟଙ୍କାର ଠକେଇ

ଭୁବନେଶ୍ୱର: ଓଡ଼ିଶାର ଖଣି କ୍ଷେତ୍ରରେ ବଡ଼ ଧରଣର ରାଜସ୍ୱ ଅନିୟମିତତା ସାମ୍ନାକୁ ଆସିଛି। ଖଣିର ଉତ୍ପାଦନ କ୍ଷମତା ବଢ଼ିଥିଲେ ମଧ୍ୟ ସେହି ବର୍ଦ୍ଧିତ ଉତ୍ପାଦନ ଉପରେ ନିୟମ ଅନୁସାରେ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ର ପାର୍ଥକ୍ୟ ରାଶି ଆଦାୟ ହୋଇନଥିବା ଅଡିଟ୍‌ରେ ଧରାପଡ଼ିଛି। ଏହାର ଫଳରେ ସରକାରୀ ରାଜସ୍ୱରେ ୧୪୮.୪୬ କୋଟି ଟଙ୍କାର ଅନାଦାୟ ହୋଇଥିବା CAG ରିପୋର୍ଟ କହୁଛି। ୩ଟି ଖଣିରେ ଧରାପଡ଼ିଲା ଅନିୟମିତତା CAG ପକ୍ଷରୁ କେନ୍ଦୁଝର ଓ ଯାଜପୁରରେ ଥିବା ଦୁଇଟି […]

Continue Reading

ରୂପା ଦରରେ ବଡ଼ ହ୍ରାସ, ଗୋଟିଏ କିଲୋରେ କମିଲା ₹୭,୨୦୨

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୂପା ଦରରେ ପ୍ରତିଦିନ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଗତ କିଛି ବର୍ଷ ଧରି ଉଭୟ ମୂଲ୍ୟବାନ ଧାତୁର ଦର ଦ୍ରୁତଗତିରେ ବଢ଼ିଥିବା ବେଳେ, ଏବେ ରୂପା ଦରରେ ବଡ଼ ହ୍ରାସ ଦେଖାଯାଇଛି। ସେପ୍ଟେମ୍ବର ୨୮, ସୋମବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ରୂପା ଦର ୭ ହଜାର ଟଙ୍କାରୁ ଅଧିକ କମିଛି। କେତେ ହେଲା ୧ କିଲୋ ରୂପାର ଦର? ସେପ୍ଟେମ୍ବର ୨୮, ୨୦୨୬ ଦିନ ପ୍ରାୟ ୧୨ଟା ୩୬ […]

Continue Reading

ଅନଲାଇନ୍ ସପିଂ ପ୍ରେମୀଙ୍କ ପାଇଁ ଖୁସି ଖବର, ଅକ୍ଟୋବର ୯ରୁ ଫ୍ଲିପକାର୍ଟ ବିଗ୍ ବିଲିଅନ୍ ଡେଜ୍ ସେଲ୍

ଭୁବନେଶ୍ୱର: ଅନଲାଇନ୍ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର। ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଏହାର ବର୍ଷର ସବୁଠୁ ବଡ଼ ସେଲ୍ Flipkart Big Billion Days Sale 2026ର ତାରିଖ ଘୋଷଣା କରିଛି। ଚଳିତବର୍ଷ ମୁଖ୍ୟ ସେଲ୍ ଅକ୍ଟୋବର ୯, ୨୦୨୬ରୁ ଆରମ୍ଭ ହେବ। ଏହି ମେଗା ସେଲ୍‌ରେ ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ଗ୍ୟାଜେଟ୍, ଫ୍ୟାଶନ୍, ହୋମ୍ ଆପ୍ଲାଏନ୍ସେସ୍ ସମେତ ବିଭିନ୍ନ ସାମଗ୍ରୀ ଉପରେ ବଡ଼ ଧରଣର ଡିସ୍‌କାଉଣ୍ଟ ଓ ଅଫର୍ ମିଳିବ। ପାର୍ବଣ ଋତୁ […]

Continue Reading

ରୋଜଗାର କରନ୍ତୁ, E-Scooter ଜିତନ୍ତୁ; ୨୦ ବର୍ଷ ପୂର୍ତ୍ତିରେ Swomen Agarbatiର ନୂଆ ଘୋଷଣା

ଭୁବନେଶ୍ୱର : ଘରେ ରହି ବ୍ୟବସାୟ କରିବା ସହ ରୋଜଗାରର ସୁଯୋଗ। ଯୁବପିଢ଼ି ଓ ଗୃହିଣୀଙ୍କୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ Swomen Agarbati ପକ୍ଷରୁ ନୂଆ ଅଫର ଘୋଷଣା କରାଯାଇଛି। କମ୍ପାନୀର ୨୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆୟୋଜିତ ବାର୍ଷିକ ଉତ୍ସବରେ ଏହି ଘୋଷଣା କରାଯାଇଛି। କାର୍ଯ୍ୟକ୍ରମରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ଯୁବପିଢ଼ି ଓ ଗୃହିଣୀମାନଙ୍କୁ ରୋଜଗାର ଦିଗରେ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। ଘରେ […]

Continue Reading

କମାଲ କଲା LIC, ୨୩% ବଢ଼ିଲା!

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ତ୍ରୟମାସିକ (ଏପ୍ରିଲ-ଜୁନ୍)ରେ ଦମଦାର ଆର୍ଥିକ ପ୍ରଦର୍ଶନ କରିଛି। କମ୍ପାନୀର ନିଟ୍ ଲାଭ ବାର୍ଷିକ ଆଧାରରେ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ପାଇ ₹୧୩,୪୯୨ କୋଟିରେ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ କମ୍ପାନୀର ନିଟ୍ ଲାଭ ପ୍ରାୟ ₹୧୦,୯୫୬ କୋଟି ଥିଲା। କମ୍ପାନୀର ପ୍ରିମିୟମ୍ ଆୟ ମଧ୍ୟ ବୃଦ୍ଧି ପାଇଛି। ଏହି ତ୍ରୟମାସିକରେ […]

Continue Reading

୯ ଲକ୍ଷ ଦିଅନ୍ତୁ ମିଳିବ ମାସିକ ୫,୫୦୦ ରୁ ଉର୍ଦ୍ଧ !

ଭୁବନେଶ୍ୱର (ବ୍ୟୁରୋ) : ନିବେଶ କରି ନିଶ୍ଚିତ ମାସିକ ଆୟ ପାଇବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ପୋଷ୍ଟ ଅଫିସ୍ ମାସିକ ଆୟ ଯୋଜନା (Post Office Monthly Income Scheme – MIS) ଏକ ଅତି ଲୋକପ୍ରିୟ ଓ ନିରାପଦ ବିକଳ୍ପ। ଏହି ଯୋଜନାରେ ବର୍ତ୍ତମାନ ୭.୪ ପ୍ରତିଶତ ବାର୍ଷିକ ସୁଧ ମିଳୁଛି ଏବଂ ସୁଧ ପ୍ରତି ମାସରେ ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ଜମା ହେଉଛି। ଆସନ୍ତୁ ଜାଣିବା କେତେ ଟଙ୍କା ଜମା କଲେ କେତେ […]

Continue Reading

ଏସିଆର ସବୁଠୁ ଧନୀ ଗାଁ ଭାରତରେ: ବ୍ୟାଙ୍କରେ ଜମା ଅଛି ୭ ହଜାର କୋଟି

ଦେଖାଯାଏ ତେବେ ସାଧାରଣତଃ ଗାଁ ସମ୍ପର୍କରେ ଆମର ଧାରଣା ଏହା ଥାଏ ଯେ ସେଠାରେ ଜୀବନଶୈଳୀ ସହରାଞ୍ଚଳ ତୁଳନାରେ କମ୍‌ ହୋଇଥାଏ। ଆଉ ଏକ ଧାରଣା ହେଉଛି ଯେ ଏଠାରେ ରହୁଥିବା ଲୋକମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ନୁହନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏସିଆର ସବୁଠାରୁ ଧନୀ ଗାଁ କେଉଁଠି ଅଛି? ଆସନ୍ତୁ ଏହି ଲେଖାରେ ଏହା ବିଷୟରେ ବିସ୍ତୃତ ଭାବେ ଜାଣିବା। ଏସିଆର ସବୁଠାରୁ ଧନୀ ଗାଁ ଭାରତର ଗୁଜରାଟ ରାଜ୍ୟରେ ଅଛି। […]

Continue Reading

ଶସ୍ତା ହେବ ଜରୁରୀ ସାମଗ୍ରୀ ! ଲାଭ ପାଇବେ କୃଷକ ମଧ୍ୟବିତ୍ତ ଓ ମହିଳା

ବିତ୍ତ ମନ୍ତ୍ରଣାଳୟ ଜିଏସଟି କାଉନସିଲର ମନ୍ତ୍ରୀଙ୍କୁ ଏକ ନୂତନ ପ୍ରସ୍ତାବ ପଠାଇଛି, ଯେଉଁଥିରେ କୁହାଯାଇଛି ଯେ ବର୍ତ୍ତମାନ ଦେଶରେ ଜିଏସଟି ବ୍ୟବସ୍ଥା ଅଧୀନରେ ୪ଟି ଜିଏସଟି ସ୍ଲାବ୍ ରହିଛି – ୫%, ୧୨%, ୧୮% ଏବଂ ୨୮%। ଏହା ବଦଳରେ ଏବେ କେବଳ ୨ଟି ଜିଏସଟି ସ୍ଲାବ୍ – ୫% ଓ ୧୮% ରହିବା ଉଚିତ । ଏହା ସହିତ, ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟ ଜିଏସଟି କାଉନସିଲର ମନ୍ତ୍ରୀ ଗୋଷ୍ଠୀଙ୍କୁ ଏହା ମଧ୍ୟ ପ୍ରସ୍ତାବ ଦେଇଛି ଯେ, […]

Continue Reading

ଟ୍ରମ୍ପ ବଢ଼ାଇଦେଲେ ସୁନା ଦର: ଚିନ୍ତାରେ ଗ୍ରାହକ ଓ ଦୋକାନୀ

ବଢୁଛି ସୁନା ଦର। ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ହୁ ହୁ ହୋଇ ବଢୁଛି ସୁନା ଦର । ରକେଟ ଭଳି ଉପର ମୁଁହା ହୋଇଛି। ଚିନ୍ତାରେ ଗ୍ରାହକ। ଇଛା ଅଛି ସୁନା କିଣିବାକୁ କିନ୍ତୁ ପକେଟରେ ଟଙ୍କା ନାହିଁ। ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍‌ ପରେ ରେକର୍ଡର ବନ୍ଧବାଡ ଭାଙ୍ଗିଛି ସୁନା ଦର । ରବିବାର ଦିନ ଘରୋଇ ବଜାରରେ ସୁନା ଦର ଆକାଶ ଛୁଇଁଛି। ଦିଲ୍ଲୀରେ ୧୦ ଗ୍ରାମ […]

Continue Reading
Swomen Agarbati makes history in India, young women will get double income

ଭାରତରେ ଇତିହାସ କଲା Swomen Agarbati, ଯୁବକ ଯୁବତୀ ପାଇବେ ଡବଲ ରୋଜଗାର

ଭୁବନେଶ୍ବର : ଓଡ଼ିଆରେ ପୁଣି ନୂଆ ଇତିହାସ୍ ସୃଷ୍ଠି କଲା Swomen Agarbati। ପୁରା ଭାରତ ବର୍ଷରେ ରୋଜଗାର ଦିଗରେ ଏହା ଏକ ବେଶ୍ ଭଲ ପଦକ୍ଷେପ। ପ୍ରଥମ ଥର ପାଇଁ ଲଞ୍ଚ ହେଲା ଡବଲ ପିସ୍ତନ Agarbati ମେସିନ୍ । ଯାହାକି ପୂର୍ବ ମେସିନ୍ ଅପେକ୍ଷା ଦୁଇଗୁଣ ଅଧିକ ପ୍ରଡକସନ୍ ପ୍ରସ୍ଥୁତ କରିବ। ଯାହା ରୋଜଗାର ଦିଗରେ ଏକ ଭଲ ଫଳପ୍ରଦ ହେବ। ଏହା ଭାରତରେ ପ୍ରଥମ ଥର ବଜାର୍ ପ୍ରବେଶ କରିଛି। ଏହି ମେସିନ୍ […]

Continue Reading