ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ବନାଇଲେ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣ: ତେଲୁଗୁ ଫିଲ୍ମରେ ୫୦ବର୍ଷ

ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ବନାଇଛନ୍ତି ତେଲୁଗୁ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣ। ଭାରତୀୟ ସିନେମାରେ ମୁଖ୍ୟ ଅଭିନେତା ଭାବରେ ୫୦ ବର୍ଷର ଚମତ୍କାର କ୍ୟାରିଅର ପାଇଁ ରେକର୍ଡସ କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ସୋସିଆଲ ମିଡିଆରେ ଏନେଇ ସୂଚନା ଦେବା ସହ କହିଛନ୍ତି ଯେ ୟୁକେର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ସ୍ୱୀକୃତି ନନ୍ଦମୁରୀ ବାଲକ୍ରିଷ୍ଣଙ୍କ ଅସାଧାରଣ ଯାତ୍ରାର ଏକ ପ୍ରମାଣ। ଏନେଇ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌ର ସିଇଓ […]

Continue Reading

ଆସୁଛି ଯୋଗୀଙ୍କ ଫିଲ୍ମ: ବମ୍ବେ ହାଇକୋର୍ଟରୁ ମିଳିଲା ଗ୍ରୀନ ସିଗନାଲ୍

ଅଜୟ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ’ ଫିଲ୍ମ ନିର୍ମାତାଙ୍କୁ ଆଶ୍ୱସ୍ତି । ରିଲିଜ ହେବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ’ ।ସୋମବାର ବମ୍ବେ ହାଇକୋର୍ଟ ଫିଲ୍ମର ରିଲିଜକୁ ମଞ୍ଜୁରୀ ଦେଇଛନ୍ତି ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)ର ଚଳଚ୍ଚିତ୍ରକୁ ପ୍ରମାଣପତ୍ର ପ୍ରଦାନ କରିବାକୁ ମନା କରିବାର ନିଷ୍ପତ୍ତିକୁ ଖାରଜ କରିଛନ୍ତି । ଚଳଚ୍ଚିତ୍ର ନେଇ ନିର୍ମାତାମାନଙ୍କ ତରଫରୁ ସେନ୍ସର ବୋର୍ଡ ଉପରେ ଅଭିଯୋଗ ଲଗାଯାଇଥିଲା ଏବଂ […]

Continue Reading

ଖୁସି ଖବର ଦେଲେ ପରୀ: ସୋସିଆଲ ମିଡ଼ିଆରେ କଲେ ଘୋଷଣା

ଖୁବଶୀଘ୍ର ମାଆ ହେବେ ପରିଣୀତି  ! ସୋସିଆଲ ମିଡ଼ିଆରେ  ଖୁସିଖବର ଦେଲେ ବଲିଉଡ ଅଭିନେତ୍ରୀ ।  ଚାରିଆଡ଼ୁ ତାଙ୍କ ପାଇଁ ଶୁଭେଛାର ସୁଅ ଛୁଟୁଛି । ପରିଣୀତି ଚୋପ୍ରା ସ୍ୱାମୀ ରାଘବ ଚଢାଙ୍କ ସହ ଗର୍ଭବତୀ ହେବାର ଘୋଷଣା ସୋସିଆଲ ମିଡ଼ିଆରେ କରିଛନ୍ତି। କହିଛନ୍ତି ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି । ପରିଣୀତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ସ୍ୱତନ୍ତ୍ର କେକ୍ ଦେଖିବାକୁ ମିଳୁଛି । ଏହି କେକ୍ ଉପରେ ଛୋଟ […]

Continue Reading

ପରଲୋକରେ ପଞ୍ଜାବର ଲୋକପ୍ରିୟ ହାସ୍ୟ ଅଭିନେତା

ପଞ୍ଜାବର ପ୍ରସିଦ୍ଧ ହାସ୍ୟ ଅଭିନେତା ଡକ୍ଟର ଜସବିନ୍ଦର ଭଲ୍ଲାଙ୍କ ପରଲୋକ ହୋଇଛି। ଶୁକ୍ରବାର ସକାଳେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସମଗ୍ର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଶନିବାର ଦିନ ୧୨ଟାରେ ମୋହାଲି ନିକଟସ୍ଥ ବାଲୋଙ୍ଗି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ରିପୋର୍ଟ ଅନୁଯାୟୀ, ଜସୱିନ୍ଦର ଭଲ୍ଲା ଗତ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ମୋହାଲିର […]

Continue Reading

ଵିଵାହ କଲେ ଆପଣଙ୍କ ଗୋପି ବୋହୂ : କାହିଁକି କଲେ ଏମିତି ଵିଵାହ

ସାଥ୍ ନିଭାନା ସାଥିୟା ଫେମ୍ ଅଭିନେତ୍ରୀ ଜିୟା ମାନେକ ବିବାହ କରିଛନ୍ତି  । ବନ୍ଧୁ ବରୁଣ ଜୈନଙ୍କୁ ବିବାହ କରିଛନ୍ତି । ଜିୟା ସୋସିଆଲ ମିଡିଆରେ ତାଙ୍କ ବିବାହ ଘୋଷଣା କରିଥିଲେ । ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜିୟା ଲେଖିଛନ୍ତି ଆମେ ଏକାଠି ଭଗବାନ ଏବଂ ଗୁରୁଙ୍କ କୃପା ଏବଂ ପ୍ରେମରେ, ଆମେ ସବୁଦିନ ପାଇଁ ଏକାଠି ହୋଇଛୁ । ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି […]

Continue Reading

ଦ ବ୍ୟାଡ୍ସ ଅଫ୍ ବଲିଉଡର ପ୍ରିଭ୍ୟୁ ରିଲିଜ, ଦେଖିବାକୁ ମିଳିଲେ ଅନେକ ଷ୍ଟାର… ବବି ତ କିଛି ଅଲଗା ଅନ୍ଦାଜରେ

ଆର୍ଯ୍ୟନ ଖାନଙ୍କ ପ୍ରଥମ ୱେବ ସିରିଜ ‘ଦ ବ୍ୟାଡ୍ସ ଅଫ୍ ବଲିଉଡ’ ର ପ୍ରିଭ୍ୟୁ ରିଲିଜ  । ନିକଟରେ ଏହାର ପ୍ରଥମ ଲୁକ୍ ରିଲିଜ ହୋଇଥିଲା । ଶାହାରୁଖ ନିଜେ ତାଙ୍କ ପତ୍ନୀ ଗୌରୀଙ୍କ ସହ ବୁଧବାର ଏକ କାର୍ଯ୍ୟକ୍ରମରେ ପହଞ୍ଚି ଶୋ’ର ପ୍ରିଭ୍ୟୁ ଲଞ୍ଚ କରିଥିଲେ । ଆର୍ଯ୍ୟନ, ବବି ଦେଓଲ ଏବଂ ଲକ୍ଷ୍ୟଙ୍କ ସମେତ ଶୋ’ର ଷ୍ଟାରକାଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରିଭ୍ୟୁ ଭିଡିଓ ଶାହରୁଖ ଖାନଙ୍କ ଭଏସ୍ ଓଭର […]

Continue Reading

ପରଲୋକରେ ଅଚ୍ୟୁତ ପୋତଦାର: ୧୨୫ରୁ ଅଧିକ ସିନେମାରେ କାମ କରିଛନ୍ତି

ମରାଠୀର ପ୍ରସିଦ୍ଧ ଅଭିନେତା ଅଚ୍ୟୁତ ପୋତଦାରଙ୍କ ସୋମବାର ଦିନ ଦେହାନ୍ତ ଘଟିଛି । ୯୧ ବର୍ଷ ବୟସରେ ଅଭିନେତା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ରିପୋର୍ଟ ଅନୁଯାୟୀ, ତାଙ୍କୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିନେତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ […]

Continue Reading

ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମନିକା ବିଶ୍ୱକର୍ମା

ରାଜସ୍ଥାନର ଜୟପୁରରେ ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଆୟୋଜନ କରାଯାଇଥିଲା, ଯେଉଁଥିରେ ମନିକା ବିଶ୍ୱକର୍ମା ଜିତିବା ସହ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ । ସୋସିଆଲ ମିଡ଼ିଆରେ ସାହସ ଓ ସରଳତା ସହିତ ଲୋକଙ୍କୁ ଆକର୍ଷିତ କରୁଥିବା ମନିକା ବିଶ୍ୱକର୍ମାଙ୍କ ସୌନ୍ଦର୍ଯ୍ୟଭରା ଆଖି ଏବଂ ଆତ୍ମବିଶ୍ୱାସର ହସ ସହିତ ଜୁରିଙ୍କ ହୃଦୟ ଜିତିଥିଲେ । ୧୮ ଅଗଷ୍ଟରେ ଜୟପୁରରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ଭାରତର ବିଭିନ୍ନ ସ୍ଥାନରୁ ୪୮ ଜଣ ପ୍ରତିଯୋଗୀ […]

Continue Reading

“ଦ ବ୍ୟାଡସ୍ ଅଫ ବଲିଉଡ”ର ପ୍ରଥମ ଝଲକ, ଶାହାରୁଖଙ୍କ ପୁଅ କମାଲ କରିଦେଲେ… ଦର୍ଶକ କହୁଛନ୍ତି ସୁପରହିଟ

ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ନେଟଫ୍ଲିକ୍ସ ଫିଲ୍ମ “ଦ ଆର୍ଚିଜ” ସହିତ ଅଭିନୟରେ ଡେବ୍ୟୁ କରିସାରିଛନ୍ତି। କିନ୍ତୁ କିଙ୍ଗ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କର ଅଭିନୟ ଜଗତରେ ପାଦ ଥାପିବାର କୌଣସି ଇଚ୍ଛା ନାହିଁ। ତେବେ ସେ ଜଣେ ନିର୍ଦ୍ଦେଶକ ଭାବେ ବଲିଉଡରେ ପାଦ ଥାପିବାକୁ ପ୍ରସ୍ତୁତ ଅଛନ୍ତି, ଯାହାର ଚର୍ଚ୍ଚା ଆରମ୍ଭ ହୋଇଛି ଯେତେବେଳେ ଠାରୁ “ଦ ବ୍ୟାଡସ୍ ଅଫ ବଲିଉଡ”ର ପ୍ରଥମ ଝଲକ ସାମ୍ନାକୁ ଆସିଛି। ଏବେ ଆର୍ୟନ ଖାନଙ୍କର  […]

Continue Reading

‘ଦି କାଶ୍ମୀର ଫାଇଲ୍ସ’ ପରେ ‘ଦି ବେଙ୍ଗଲ ଫାଇଲ୍ସ’ : ଆରମ୍ଭ ହେଲା ନୂଆ ବିବାଦ

‘ଦି କାଶ୍ମୀର ଫାଇଲ୍ସ’ ପରେ ଏବେ  ‘ଦି ବେଙ୍ଗଲ ଫାଇଲ୍ସ’ ।ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଯାହା ଆସିବା ମାତ୍ରେ ହିଁ ଚର୍ଚ୍ଚାରେ ରହିଛି। ଫିଲ୍ମର କାହାଣୀ ବଙ୍ଗଳା ବିଭାଜନ ଘଟଣା ଉପରେ ଆଧାରିତ, ଯେଉଁଥିରେ ହିନ୍ଦୁମାନଙ୍କ ନରସଂହାରକୁ ବଡ଼ ପରଦାରେ ଉପସ୍ଥାପନ କରାଯାଇଛି ଫିଲ୍ମର ଟ୍ରେଲରରେ ଅନୁପମ ଖେର, ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି  । ସେହିପରି ମିଥୁନ ଚକ୍ରବର୍ତୀ, ପଲ୍ଲବୀ ଯୋଶୀ ଏବଂ ଦର୍ଶନ କୁମାର ପରି କଳାକାର ବି ଫିଲ୍ମରେ […]

Continue Reading