ଶେହ୍ନାଜଙ୍କ ସହ ବିବାହକୁ ନେଇ ଏମିତି କହିଲେ ସିଦ୍ଧାର୍ଥ
ନୂଆଦିଲ୍ଲୀ: ଜଣେ ପ୍ରଶଂସକଙ୍କ ସହ ଟ୍ୱିଟରରେ ଚାଟିଂ ସମୟରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶେହନାଜ୍ ଗିଲଙ୍କୁ ବିବାହ କରିଥିବା ଖବରକୁ ନାକଚ କରିଦେଇଛନ୍ତି। ୨୦୧୯ରେ ବିଗ୍ ବସ୍ ୧୩ ତମ ସିଜନ୍ ଜିତିଥିଲେ ସିଦ୍ଧାର୍ଥ ଶୁକ୍ଲା। ଏହାପରେ ସାଥୀ ପ୍ରତିଯୋଗୀ ଶେହନାଜ୍ ଗିଲଙ୍କ ସହ ବନ୍ଧୁତା ପାଇଁ ମଧ୍ୟ ସେ ଚର୍ଚ୍ଚା ପରିସରଭୁକ୍ତ ହୋଇଥିଲେ। ଗୁରୁବାର ଦିନ ଜଣେ ଟ୍ୱିଟର ବ୍ୟବହାରକାରୀ ଥଟ୍ଟା କରି ସିଦ୍ଧାର୍ଥଙ୍କୁ ଶେହନାଜ୍ ଗିଲ୍ଙ୍କ ସହ ବିବାହ କରିବା ନେଇ ପ୍ରଶ୍ନ କରିଥିଲେ। […]
Continue Reading
