ରିୟାଙ୍କୁ ବେଲ୍ ହେବ ନା’ ଜେଲ୍, ବମ୍ବେ ହାଇକୋର୍ଟରେ ଫଇସଲା
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମଙ୍କମଳକ୍ଟକ୍ଟ ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ ହେବ ନା ଜାମିନ ମିଳିବ । ତା’ଉପରେ ଆଜି ଫଇସଲା ଶୁଣାଇବେ ବମ୍ବେ ହାଇକୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ମଧ୍ୟ ଜାମିନ ଆବେଦନର ଆଜି ଶୁଣାଣି ହେବ । ପୂର୍ବରୁ ଗଲା ୨୩ ତାରିଖରେ ଜାମିନ ଆବେଦର ଶୁଣାଣି ହେବାର ଥିଲା । କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ […]
Continue Reading
