୪୩ ତମ ଜନ୍ମଦିନରେ ବଲିଉଡ୍‌ରେ ୨୫ ବର୍ଷ ପୂରଣ କଲେ ରାନୀ ମୁଖାର୍ଜୀ

ନୂଆଦିଲ୍ଲୀ: ଆଜି ବଲିଉଡ୍‌ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ୪୩ତମ ଜନ୍ମଦିନ। ମାର୍ଚ୍ଚ ୨୧ରେ ଅଭିନେତ୍ରୀ ନିଜର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ରାନୀ ବଲିଉଡ୍‌ରେ ତାଙ୍କର ୨୫ ବର୍ଷ ପୂରା କରିଛନ୍ତି ଅର୍ଥାତ୍ ବଲିଉଡ୍‌ରେ ତାଙ୍କର ଅଭିନୟକୁ ୨୫ ବର୍ଷ ପୂରିଛି। ରାନୀ ମୁଖାର୍ଜୀ ୧୯୯୬ ମସିହାରେ ମାତ୍ର ୧୬ ବର୍ଷ ବୟସରେ ବଙ୍ଗାଳୀ ଚଳଚ୍ଚିତ୍ର ‘ବିୟର୍ ଫୁଲ୍’‌ରେ ଅଭିନୟ ଆରମ୍ଭ କରିଥିଲେ। ତାଙ୍କ ଅଭିନୟକୁ ଏହା ଭିତରେ […]

Continue Reading

ଫିଲ୍ମ ‘ଆଦିପୁରୁଷ’ରେ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ପାଇଁ ସୀତା ଏବଂ ଲକ୍ଷ୍ମଣଙ୍କ ଭୂମିକା ନିର୍ଣ୍ଣୟ ହୋଇସାରିଛି। ପ୍ରଭାସ କ୍ରିତି ସାନନ ଏବଂ ସନ୍ନି ସିଂଙ୍କୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ଦଳକୁ ସ୍ୱାଗତ କରିଛନ୍ତି। କ୍ରିତି ସୀତା ଭୂମିକାରେ ଅଭିନୟ କରୁଥିବାବେଳେ ସନ୍ନିଙ୍କୁ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ପ୍ରଭାସ ପ୍ରଭୁ ରାମଙ୍କ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ ସୈଫ ଅଲି ଖାନ […]

Continue Reading

ସାଉଥ ଇଣ୍ଡଷ୍ଟ୍ରିର ଫେମସ ହୀରୋ ଓ ହିରୋଇନ ମାନଙ୍କର ରିଅଲ ଲାଇଫ

ଫିଲ୍ମ ଦେଖିବାକୁ ସମସ୍ଥଙ୍କୁ ବହୁତ ଭଲ ଲାଗେ । ବିଶେଷ କରି ସାଉଥ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି । ସାଉଥ କଳାକାରମାନଙ୍କୁ ମଧ୍ୟ ବେଶ ପସନ୍ଦ କରନ୍ତି । କଳାକାର ମାନଙ୍କ ସମ୍ପର୍କରେ ସମସ୍ତଙ୍କୁ ଜାଣିବାକୁ ଭଲ ଲାଗିଥାଏ । ଆପଣ ମାନେ ତ ଏହି କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ହେଲେ ଆପଣ ମାନେ କଣ ଏହି କଳାକାର ମାନଙ୍କର ରିଅଲ ଲାଇଫ ଭାଇ ଓ ଭଉଣୀ ମାନଙ୍କୁ ଦେଖିଛନ୍ତି । ଆଜିଆମେ […]

Continue Reading

ନ୍ୟୁୟର୍କରେ ନୂଆ ଭାରତୀୟ ରେସ୍ତୋରାଁ ଖୋଲିଲେ ପ୍ରିୟଙ୍କା ଚୋପ୍ରା; କଣ ରହିଛି ରେସ୍ତୋରାଁର ନାଁ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ସୁନାମ ଅର୍ଜନ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯେଉଁଥିପାଇଁ ସେ ପସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଭିନୟ ପରେ ସେ ଏବେ ଭାରତୀୟ ଖାଦ୍ୟକୁ ବିଦେଶରେ ପ୍ରସିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେସ୍ତୋରାଁ‌ ଖୋଲିଛନ୍ତି। ଏହି ସୂଚନା ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି। ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। […]

Continue Reading

ଭିନ୍ନ ସ୍ୱାଦର ମ୍ୟୁଜିକ୍ ଭିଡିଓ ଉନ୍ମୋଚିତ

ଭୁବନେଶ୍ୱର : ଯୁବପିଢ଼ିଙ୍କ ହୃଦୟକୁ ଛୁଇଁଲା ଭଳି ଆଉ ଏକ ମ୍ୟୁଜିକ୍ ଭିଡିଓ ଆଜି ବଜାର ପ୍ରବେଶ କରିଛି । ସାମ୍ପ୍ରତିକ ସମାଜର ଦୃଶ୍ୟପଟ୍ଟକୁ ବେଶ୍ ମୁଗ୍ଧକର ଭାବେ ପରିବେଷଣ କରାଯିବା ସହ ଶ୍ରୁତି ମଧୁର ଗୀତ ଥିବା ଏହି ମ୍ୟୁଜିକ୍ ଭିଡିଓ ହେଉଛି \”ରସିଆ ଟୋକା\’ । ଆଜି ରାଜଧାନୀ ସ୍ଥିତ ଏକ ହୋଟେଲ୍‌ରେ ଏହି ମ୍ୟୁଜିକ୍ ଭିଡିଓର ଶୁଭଉନ୍ମୋଚନ ହୋଇଯାଇଛି । ଆଞ୍ଚଳିକ ଓ ପାଶ୍ଚାତ୍ୟ ସଙ୍ଗୀତର ମିଶ୍ର ସ୍ୱାଦ ଥିବା ଏହି ମ୍ୟୁଜିକ୍ […]

Continue Reading

ନିଜ ଭଉଣୀ ବାହାଘରରେ ସଲ୍‌ମାନଙ୍କ ଟାୱେଲ ଲୁକ୍‌; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ତାଙ୍କ ଭଉଣୀ ଅର୍ପିତା ଖାନଙ୍କୁ ବହୁତ ଭଲପାଆନ୍ତି। ଏ କଥା ତ ସମସ୍ତେ ଜାଣନ୍ତି। ଏମିତିକି ସଲମାନ ଅର୍ପିତାଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ କରିଥାନ୍ତି। ୨୦୧୪ରେ, ଅର୍ପିତାଙ୍କ ବିବାହ ଆୟୁଷ ଶର୍ମାଙ୍କ ସହିତ ବେଶ୍‌ ଧୁମ୍‌ଧାମ୍‌ରେ ହୋଇଥିଲା। ସେହି ସମୟର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ବିବାହର ୬ ବର୍ଷ ପରେ ଅର୍ପିତା ପୁଣି ଥରେ ‌ସେହି ଦିନକୁ ମନେ ପକାଇଛନ୍ତି। […]

Continue Reading

ବାହଘର ଦିନ ସବ୍ୟସାଚୀଙ୍କୁ କାହିଁକି ଅପେକ୍ଷା କରେଇଲେ ଅର୍ଚ୍ଚିତା….ଜାଣନ୍ତୁ

ଭୁବନେଶ୍ବର : ଓଲିଉଡର ଚର୍ଚ୍ଚିତ ଯୋଡି ସବ୍ୟାର୍ଚ୍ଚିତା ବିବାହ କରିଛନ୍ତି । ସୋମବାର ରାଜସ୍ଥାନର ଏକ ଦୁର୍ଗରେ ପରିବାର ସଦସ୍ୟ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୋସିଆଲ ମିଡିଆରେ ସବ୍ୟାର୍ଚ୍ଚିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତକାଲି ସବ୍ୟସାଚୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଅର୍ଚ୍ଚିତା ମେକ୍ ଅପ୍ ହେଉଥିବା ଦେଖିବାକୁ ମିଳିଛି । ସେ ପିନ୍ଧିଥିବା ଟି ସାର୍ଟରେ ବ୍ରାଇଡ ବୋଲି […]

Continue Reading

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଧମାକା’; ଆଜି ଟିଜର୍‌ ରିଲିଜ୍‌

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅଭିନୀତ ଫିଲ୍ମ ‘ଧମାକା’ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। କାର୍ତ୍ତିକ ମଙ୍ଗଳବାର ଫିଲ୍ମର ଟିଜର ସେୟାର କରି ଏହି ସୂଚନା ଦେଇଛନ୍ତି। କାର୍ତ୍ତିକଙ୍କର ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର, ଯାହା ପ୍ରେକ୍ଷାଳୟ ଅପେକ୍ଷା ସିଧାସଳଖ OTT ପ୍ଲାଟଫର୍ମରେ ଆସିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବନୀ। ଗତ ବର୍ଷ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ଲୋକପ୍ରିୟ ୱେବ୍ ସିରିଜ୍ ଆର୍ଯ୍ୟ ନିର୍ଦ୍ଦେଶନା ଦେଇଥିଲେ ରାମ ମାଧବାନୀ କାର୍ତ୍ତିକ ଟିଜର ସେୟାର କରି ଲେଖିଛନ୍ତି – […]

Continue Reading

ଆଜି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର; ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବାହାଘର ହେବାକୁ ଯାଉଛି। ଓଡ଼ିଆ ସିନେମା ଜଗତର ଦୁଇ ସୁପରହିଟ ଯୋଡ଼ି ସୋମବାର ଦିନ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।  ଦୁହିଁଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ ମାନେ ଖୁସି ବ୍ୟକ୍ତ କରୁଥିବା ବେଳେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ସୂଚନା ଦେଇଛନ୍ତି। […]

Continue Reading

ଆଜି ରିଲିଜ କରିବ ପରିନୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’

ନୂଆଦିଲ୍ଲୀ: ପରିନୀତି ଚୋପ୍ରାଙ୍କ ଅଭିନୀତ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ରିବୁ ଦାସଗୁପ୍ତ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ହେଉଛି ହଲିଉଡ୍‌ ମୁଭି ‘ଏମିଲି ବ୍ଲଣ୍ଟ୍’‌ର ହିନ୍ଦୀ ରିମେକ୍। ବାର୍ଡ ଅଫ୍ ବ୍ଲଡ୍ ପରେ ନେଟଫ୍ଲିକ୍ସ ସହିତ ଏହା ରିବୁଙ୍କର ଦ୍ୱିତୀୟ ଫିଲ୍ମ ହୋଇଥିବାବେଳେ ପରିନୀତିଙ୍କର ଏହା ମାଧ୍ୟମରେ ପ୍ରଥମ ଥର ପାଇଁ ଡିଜିଟାଲ୍‌ରେ ଡେବ୍ୟୁ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଦିତି ରାଓ ହାଇଦରୀ, ଅବିନାଶ ତିୱାରୀ, କିର୍ତ୍ତୀ କୁଲହରୀ ଏବଂ […]

Continue Reading