ଘୁଞ୍ଚିଲା ‘ସତ୍ୟମେବ ଜୟତେ ୨’ର ରିଲିଜ୍ ଡେଟ୍‌

ମୁମ୍ବାଇ: ମଙ୍ଗଳବାର ଦିନ ନିକିଲ ଆଡଭାନୀଙ୍କ ଇମାମି ଏଣ୍ଟରଟେନମେଣ୍ଟ ଘୋଷଣା କରିଛି ଯେ ଜନ୍ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଆଗାମୀ ଆକ୍ସନ୍ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। ଫିଲ୍ମର ଟିମ୍ ସୋସିଆଲ୍ ମିଡିଆରେ ଏହି ଘୋଷଣା କରିବା ସହ କହିଛି ଯେ “ଏହି ସମୟରେ ଆମ ଦେଶବାସୀ ତଥା ପୃଷ୍ଠପୋଷକଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟତୀତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମର ଚଳଚ୍ଚିତ୍ର “ସତ୍ୟମେବ ଜୟତେ […]

Continue Reading

ବାହା ହେଲେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ନୂଆଦିଲ୍ଲୀ: ସୋମବାର କମେଡି କୁଇନ୍‌ ସୁଗନ୍ଧା ମିଶ୍ରା ଏବଂ ସଙ୍କେତ ଭୋସଲେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜଲନ୍ଧରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ନବବିବାହିତା ଦମ୍ପତିଙ୍କ ପ୍ରଥମ ଫଟୋ ମଧ୍ୟ ସାମ୍‌ନାକୁ ଆସିସାରିଛି। ଇନଷ୍ଟାଗ୍ରାମ ପୋଷ୍ଟ ହୋଇଥିବା ସୁଗନ୍ଧା ଏବଂ ସଙ୍କେତଙ୍କ ଏହି ଫଟୋରେ ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଫଟୋରେ ସୁଗନ୍ଧା ଏକ ହଳଦିଆ ଏବଂ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ସ‌ଙ୍କେତ ଏକ  ହଳଦିଆ […]

Continue Reading

ଚର୍ଚ୍ଚାରେ ସଲମାନ ଏବଂ ଦିଶାଙ୍କ ଯୋଡି

ମୁମ୍ବାଇ: ଦବାଙ୍ଗ ବଏ୍‌ ସଲ୍‌ମାନଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ରାଧେର ଟ୍ରେଲର ଏଇ ନିକଟରେ ରିଲିଜ ହୋଇଛି। ଟ୍ରେଲରକୁ ବେଶ୍‌ ପ୍ରଶଂସା ମଧ୍ୟ କରାଯାଇଛି। ଫିଲ୍ମର ଏକ ଲୋକପ୍ରିୟ ଟ୍ରାକ୍‌ ମଧ୍ୟ ଏହା ଭିତରେ ରିଲିଜ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମର ପ୍ରଥମ ଗୀତ ସିଟି ମାର୍ ରିଲିଜ୍ ହୋଇସାରିଛି। ଏହି ଗୀତରେ ସଲ୍‌ମାନଙ୍କ ସହ ଦିଶା ପଟାନିଙ୍କ ଯୋଡି ବେଶ୍‌ ଜମିଛି। ଦିଶା ଏବଂ ସଲମାନ ଉଭୟ ଏହାକୁ ସୋସିଆଲ […]

Continue Reading

କ୍ୱାରେଣ୍ଟାଇନରେ ତେଲୁଗୁ ଷ୍ଟାର୍‌ ମହେଶ ବାବୁ

ହ୍ରାଇଦ୍ରାବାଦ: କ୍ୱାରେଣ୍ଟାଇନରେ ତେଲୁଗୁ ସୁପରଷ୍ଟାର୍‌ ମହେଶ ବାବୁ। ସୂଚନା ଅନୁଯାୟୀ ତାଙ୍କ ବ୍ୟକ୍ତିଗତ ଷ୍ଟାଇଲିଷ୍ଟଙ୍କ କରୋନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ମହେଶ ବାବୁ ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ଅଛନ୍ତି। ରିପୋର୍ଟରୁ ଜଣାପଡିଛି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର ସାର୍କରୁ ଭାରୀ ପାଟାଙ୍କର ଅନେକ କ୍ରୁ ସଦସ୍ୟ ଏହି ଭୂତାଣୁ ସଂକ୍ରମିତ ହୋଇଥିଲେ।

Continue Reading

ଅଜୟ ଦେବଗନଙ୍କ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଇଦରେ ରିଲିଜ ହେବ !

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଆଇପିଏଲ ଅବସରରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଚୂଡାନ୍ତ ହୋଇଥିଲା । ଏ ନେଇ ଅଜୟଙ୍କ ସହ ଆଡ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ତେବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ସରି ନ ଥିବାରୁ ଏହାକୁ ଇଦରେ ରିଲିଜ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ପ୍ରଡକ୍ସନ ଟିମ୍ […]

Continue Reading

ତାମିଲ ଚଳଚ୍ଚିତ୍ର ‘ଆନିୟାନ’ର ହିନ୍ଦୀ ରିମେକରେ ଅଭିନୟ କରିବେ ରଣବୀର ସିଂ

ମୁମ୍ବାଇ: ରଣବୀର ସିଂ ତାମିଲ ଚଳଚ୍ଚିତ୍ର ଆନିୟାନର ହିନ୍ଦୀ ରିମେକରେ ଅଭିନୟ କରିବେ। ରଣବୀର ସିଂ ନିର୍ଦ୍ଦେଶକ ଶଙ୍କର ଶାନମୁଗମ୍ ଏବଂ ନିର୍ମାତା ଡ. ଜୟନ୍ତୀଲାଲ ଗଡଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଶଙ୍କର ମୂଳ ଚଳଚ୍ଚିତ୍ର ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମର ସୁଟିଂ ୨୦୨୨ରେ ଆରମ୍ଭ ହେବ। ଏହାକୁ ଏକ ଗର୍ବର ମୁହୂର୍ତ୍ତ ବୋଲି କହି ରଣବୀର ଲେଖିଛନ୍ତି ଯେ ଭାରତୀୟ ସିନେମାର ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ସହ ମୋର ସହଯୋଗ […]

Continue Reading

ଚଳିତ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ଫିଲ୍ମ ‘ଲାଲ ସିଂ ଚଢା’!

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ ‘ଲାଲ ସିଂ ଚଢା’ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଥିବା ଆମୀର ଖାନ କହିଛନ୍ତି। ସୋସିଆଲ ମିଡିଆରେ ଆସିଥିବା ଏକ ନୂଆ ଭିଡିଓରେ ଅଭିନେତା ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଖ୍ରୀଷ୍ଟମାସ ୨୦୨୦ ଅବସରରେ ଲାଲ ସିଂ ଚଢା ମୁକ୍ତିଲାଭ କରିବାକୁ ଯୋଜନା ହୋଇଥିବାବେଳେ କରୋନା ମହାମାରୀ ହେତୁ ଏହି ଚଳଚ୍ଚିତ୍ର ରିଲିଜରେ ବିଳମ୍ବିତ ହୋଇଥିଲା। […]

Continue Reading

ନ୍ୟୁୟର୍କରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ମୁମ୍ବାଇ: ଓଡ଼ିଶାରେ ଜନ୍ମିତ ନିର୍ମାତା ତଥା ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଫିଲ୍ମ ‘କାଲିର ଅତୀତ’ ଖୁବ୍ ଶୀଘ୍ର ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଫିଲ୍ମ୍ ସୋସାଇଟିର କର୍ଣ୍ଣେଲ ସିନେମାରେ ପ୍ରଦର୍ଶିତ ହେବ। ପଦ୍ମ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତାଙ୍କର ଏହା ହେଉଛି ପ୍ରଥମ ଓଡିଆ ଚଳଚ୍ଚିତ୍ର। ସେ ଉକ୍ତ ଅନୁଷ୍ଠାନର ଛାତ୍ର ଏବଂ ଅଧ୍ୟାପିକମାନଙ୍କ ସହ ଏକ ୱେବିନାର କରିବା ସହ ଚଳଚ୍ଚିତ୍ରର ବିଷୟବସ୍ତୁ – ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବ ବିଷୟରେ ଆଲୋକପାତ କରିବେ। […]

Continue Reading

ଡ୍ୟାନ୍ସ ଦିୱାନେ୩ର ଜଜ ଧର୍ମେଶଙ୍କୁ କରୋନା

ମୁମ୍ବାଇ: ରିୟଲିଟି ଶୋ ଡ୍ୟାନ୍ସ ଦିୱାନେ୩ର ୩ଜଜ ମଧ୍ୟରୁ ଧର୍ମେଶ ୟେଲାନ୍ଦେ କରୋନା ପଜିଟିଭ ଥିବା ଜଣାପଡିଛି । ପୂର୍ବରୁ ୧୮ କ୍ରୁ ମେମ୍ବର୍ସ ଏବଂ ୩ ପ୍ରତିଯୋଗୀ କରୋନା ସଂକ୍ରମିତ ହୋଇଥିଲେ । ଏବେ ଧର୍ମେଶଙ୍କ ସ୍ଥାନରେ ଶକ୍ତି ମେନନ ଓ ପୁନୀତ ଜେ ପାଠକ ଏହି ଶୋର ଜଜ ଦାୟିତ୍ୱ ତୁଲାଇବେ । ଧର୍ମେଶ ଅସୁସ୍ଥ ଅନୁଭବ କରିବାରୁ ଗୋଆରେ କୋଭିଡ୧୯ ଟେଷ୍ଟ କରାଇଥିଲେ । ଏହା ପଜିଟିଭ ଆସିବା ପରେ ସେ କ୍ୱାରେଂଟାଇନରେ […]

Continue Reading

କରୋନା ଟିକା ନେଲେ ଅଭିନେତା ସଂଜୟ ଦତ୍ତ

ନୂଆଦିଲ୍ଲୀ: କରୋନା ଟିକା ନେଲେ ଅଭିନେତା ସଞ୍ଜୟ ଦତ୍ତ। ସଞ୍ଜୟ ଦତ୍ତ ମଙ୍ଗଳବାର ଦିନ ସେୟାର କରିଛନ୍ତି ଯେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଏକ ଟିକାକରଣ କେନ୍ଦ୍ରରେ ସେ କରୋନାଭାଇରସ ଟିକା ଗ୍ରହଣ କରିଛନ୍ତି। ୬୧ ବର୍ଷୀୟ ଅଭିନେତା ଟ୍ୱିଟରକୁ ଯାଇ ଟିକା ଦେଇଥିବା ଡାକ୍ତରୀ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ୱିଟ୍ ସହିତ ସେ ନିଜେ ଏକ ଡୋଜ ଗ୍ରହଣ କରୁଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ଏହାପୂର୍ବରୁ ଅନେକ ବଲିଉଡ୍‌ କଳାକାର ଟିକାକରଣର […]

Continue Reading