ହୋମ୍ ଡେଲିଭରି ଦିଆଯିବ ଅକ୍ସିଜେନ୍ କନ୍ସେନ୍ଟ୍ରେଟର
ନୂଆଦିଲ୍ଲୀ: ଏଣିକି ରାଜଧାନୀ ଦିଲ୍ଲୀରେ ହୋମ୍ ଡେଲିଭରି ଦିଆଯିବ ଅକ୍ସିଜେନ୍ କନ୍ସେନ୍ଟ୍ରେଟର। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଏହାସହ ଆସନ୍ତା ୧୫ ତାରିଖରୁ ଅକ୍ସିଜେନ୍ କନ୍ସେନ୍ଟ୍ରେଟର ବ୍ୟାଙ୍କ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଅମ୍ଳଜାନ ଯୋଗାଣ ଆବଶ୍ୟକ ସେମାନଙ୍କ ପାଇଁ ଅକ୍ସିଜେନ୍ କନ୍ସେନ୍ଟ୍ରେଟର ବ୍ୟାଙ୍କ ଆରମ୍ଭ ହୋଇଛି । ସେ ଆହୁରି କହିଛନ୍ତି ଯେ ଦିଲ୍ଲୀର ପ୍ରତ୍ୟେକ ଜିଲ୍ଲାରେ ୨୦୦ ଅକ୍ସିଜେନ୍ […]
Continue Reading
