କରୋନା ଯୋଗୁ ICSE ଦଶମ ବୋର୍ଡ ପରୀକ୍ଷା ବାତିଲ୍, ISC ଦ୍ୱାଦଶ ପରୀକ୍ଷା ନେଇ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ପରୀକ୍ଷା ଉପରେ କରୋନା ମାଡ଼ । ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ ଓ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଛି । ଏନେଇ CISEC ପକ୍ଷରୁ ଜାରି ହୋଇଛି ସୂଚନା । କରୋନା କାଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନେଇଚି CISEC । ସେହିପରି ISC ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ପୂର୍ବ ନିର୍ଦ୍ଦେଶ ଅନୁସାରେ ଅଫଲାଇନରେ ପରୀକ୍ଷା ହେବ । ତେବେ […]

Continue Reading

ଦିଲ୍ଲୀକୁ ଫେରିଲା ଲକଡାଉନ୍: ଆଜି ରାତି ୧୦ଟାରୁ ସପ୍ତାହେ ଲକଡାଉନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଉଛି । ଆଜି ଦ୍ୱିତୀୟ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ହଜାରରୁ ଅଧିକ ସଂକ୍ରମିତ । ଏହାପରେ କଟକଣାକୁ କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର । ଆଜି ରାତିରୁ ସପ୍ତାହେ ଦିଲ୍ଲୀ ଲକଡାଉନ ରହିବ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବ । ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କୋଭିଡ୍ ସ୍ଥିତି ସମୀକ୍ଷା କରିବା ପରେ ଏହି […]

Continue Reading

ମାସ୍କ ନ ପିନ୍ଧି ଦମ୍ପତି ଚଳାଉଥିଲେ କାର; ଅଟକାଇଲା ପୋଲିସ୍‌; ଆଉ ତା ପରେ…

ନୂଆଦିଲ୍ଲୀ: କୋଭିଡ-୧୯ ନିୟମ ପାଳନ ନକରିବା ଏବଂ ସପ୍ତାହାନ୍ତ କର୍ଫ୍ୟୁ ଉଲ୍ଲଂଘନ କରିଥିବାରୁ ଦିଲ୍ଲୀ ପୋଲିସ ଏକ ଦମ୍ପତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି। ପଙ୍କଜ ଦତ୍ତା ଏବଂ ଆଭା ନାମକ ଏହି ଦମ୍ପତିଙ୍କ ମାସ୍କ ନ ପିନ୍ଧି କାର ଚଳାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ପୋଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ତଥା ଅସଦାଚରଣ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ମହିଳା ଜଣକ ପୋଲିସ କର୍ମଚାରୀଙ୍କୁ “ଭିକାରୀ” ବୋଲି […]

Continue Reading

କରୋନା ମୁକାବିଲା; ଆଜି ସ୍ଥିତି ସମୀକ୍ଷା ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶର ଏକ କରୋନା ମହାମାରୀ ସ୍ଥିତିର ସମୀକ୍ଷା ପାଇଁ ଏକ ପ୍ରମୁଖ ବୈଠକରେ ଅଧ୍ୟକ୍ଷତା କରିବେ। ଆଜି ଦେଶରେ ଦୈନିକ ସଂକ୍ରମଣ ମାମଲା ୩ ଲକ୍ଷ ମୁହାଁ ହେଉଥିବା ବେଳେ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି। ସୋମବାର ସକାଳ ସୁଦ୍ଧା, ସାରା ଦେଶରେ ୨,୭୩,୮୧୦ ଲୋକ ଗୋଟିଏ ଦିନରେ ସଂକ୍ରମଣ ହୋଇଛନ୍ତି।ଦେଶବ୍ୟାପୀ ସଂକ୍ରମଣ ସଂଖ୍ୟା ୧୫,୦୬୧,୯୧୯ ରେ ପହଞ୍ଚିଛି। ଦୈନିକ ମୃତ୍ୟୁସଂଖ୍ୟା ୧,୬୧୯ ବୃଦ୍ଧି ପାଇ ବର୍ତ୍ତମାନ ୧,୭୮,୭୬୯ରେ […]

Continue Reading

ଦିଲ୍ଲୀକୁ ଫେରିଲା ଲକଡାଉନ୍: ଆଜି ରାତି ୧୦ଟାରୁ ସପ୍ତାହେ ଲକଡାଉନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଉଛି । ଆଜି ଦ୍ୱିତୀୟ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ହଜାରରୁ ଅଧିକ ସଂକ୍ରମିତ । ଏହାପରେ କଟକଣାକୁ କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର । ଆଜି ରାତିରୁ ସପ୍ତାହେ ଦିଲ୍ଲୀ ଲକଡାଉନ ରହିବ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବ । ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କୋଭିଡ୍ ସ୍ଥିତି ସମୀକ୍ଷା କରିବା ପରେ ଏହି […]

Continue Reading

୭ ପୋଲିସ କର୍ମଚାରୀ କରୋନା ପଜିଟିଭ; ବନ୍ଦ ହେଲା ପୋଲିସ ଷ୍ଟେସନ

ନୂଆଦିଲ୍ଲୀ: ରବିବାର ଦିନ ୟୁପିର ସମ୍ଭଲ ଜିଲ୍ଲାର ଏକ ପୋଲିସ ଷ୍ଟେସନରେ ୭ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ପୋଲିସ ଷ୍ଟେସନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସଂକ୍ରମିତ ପୋଲିସ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି ଏବଂ ସାନିଟାଇଜେସନ୍ ପାଇଁ ଆଗାମୀ ୪୮ ଘଣ୍ଟା ପାଇଁ ହାୟାତନଗର ପୋଲିସ ଷ୍ଟେସନକୁ ସିଲ୍ କରାଯାଇଛି। ସମ୍ଭଲ ଏସପି କହିଛନ୍ତି ଯେ, “ଲକ୍ଡାଉନ୍ ଅବଧି ମଧ୍ୟରେ, ସାରାଇ ତାରିନ ଆଉଟପୋଷ୍ଟରୁ ପୋଲିସ ଷ୍ଟେସନ କାର୍ଯ୍ୟ […]

Continue Reading

ରାହୁଲଙ୍କ ପରେ ମମତା: କୋଲକାତାରେ ଆଉ ପ୍ରଚାର କରିବେ ନାହିଁ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ତାତି । ଏପଟେ କରୋନା କାୟା ବି ବଢୁଛି । ଏଭଳି ସ୍ଥିତିରେ କୋଲକାତାରେ ଆଉ ପ୍ରଚାର ଅଭିଯାନ କରିବେ ନାହିଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ଟିଏମସି ନେତା ଡେରେକ୍ ଓ’ବ୍ରାଏନ୍ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛି ଟିଏମସି । ଆସନ୍ତା ୨୬ ତାରିଖରେ ପ୍ରଚାରର ଶେଷ ଦିନରେ ମମତା କୋଲକାତାରେ କେବଳ […]

Continue Reading

କାହିଁକି ନିଜ ୱେିଡିଙ୍ଗ୍‌ ଗାଉନ୍‌ ପିନ୍ଧି କରୋନା ଟିକା ନେଲେ ମହିଳା

ନୂଆଦିଲ୍ଲୀ: ଆମେରିକାର ବାଲ୍ଟିମୋରର ଜଣେ ମହିଳା କୋଭିଡ ଟିକା ନେବା ସମୟରେ ତାଙ୍କ ବିବାହ ଗାଉନ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଲାଗିରହିଛି। ଏହି ପୋଷ୍ଟ ୟୁନିଭର୍‌ସିଟି ଅଫ୍‌ ମ୍ୟାରିଲାଣ୍ଡ ମେଡିକାଲ୍‌ ସିଷ୍ଟମ ଟୁଇଟ୍‌ କରିଛି। ସୂଚନା ଅନୁଯାୟୀ ଉକ୍ତ ମହିଳା ସାରା ଷ୍ଟଡଲିଙ୍କର କାଲିଫର୍ନିଆର ସାନ ଡିଏଗୋର ବାଲବୋଆ ପାର୍କରେ ବିବାହ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ତାଙ୍କ ବିବାହ ବାତିଲ୍‌ ହୋଇଯାଇଥିଲା। ଯାହା ତାଙ୍କ […]

Continue Reading

ବିଶେଷଜ୍ଞଙ୍କ ପରାମର୍ଶ; ସଂକ୍ରମଣରୁ ବର୍ତ୍ତିବା ପାଇଁ ଏନ୍‌ ୯୫ ମାସ୍କ ବ୍ୟବହାର କରିବା ଉଚିତ

ନୂଆଦିଲ୍ଲୀ: ବାୟୁରେ ବ୍ୟାପୁଛି କରୋନା। ଲାନସେଟ୍ ରିପୋର୍ଟରେ ଏହାକୁ ନେଇ ଦୃଢ ଦାବି କରାଯାଇଛି। ଏଥିପାଇଁ  N95 କିମ୍ବା KN95 ମାସ୍କ ବ୍ୟବହାର କରିବା ଉଚିତ୍ ବୋଲି ଡା ଫହିମ୍ ୟୁନୁସ୍ କହିଛନ୍ତି। ସେ କହିଛନ୍ତି କୋଭିଡ୍-୧୯ ଏକ ବାୟୁବାହୀ ରୋଗ। ଏଥିରୁ ବର୍ତ୍ତିବା ପାଇଁ ଆମକୁ କପଡା ମାସ୍କ ବଦଳରେ ଦୁଇଟି N95 କିମ୍ବା KN95 ମାସ୍କ ବ୍ୟବହାର କରିବାକୁ ପଡ଼ିବ ବୋଲି କହିଛନ୍ତି ସଂକ୍ରମଣ ରୋଗର ବିଶେଷଜ୍ଞ ଡା ଫହିମ ୟୁନୁସ୍‌। “ପ୍ରତି ୨୪ […]

Continue Reading

ଅଜୟ ଦେବଗନଙ୍କ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଇଦରେ ରିଲିଜ ହେବ !

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଆଇପିଏଲ ଅବସରରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଚୂଡାନ୍ତ ହୋଇଥିଲା । ଏ ନେଇ ଅଜୟଙ୍କ ସହ ଆଡ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ତେବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ସରି ନ ଥିବାରୁ ଏହାକୁ ଇଦରେ ରିଲିଜ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ପ୍ରଡକ୍ସନ ଟିମ୍ […]

Continue Reading