ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଲେ ନିବେଦନ

ମୁମ୍ବାଇ: ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି । ନଭି ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର କ୍ୟାଣ୍ଟିନକୁ ତୁରନ୍ତ ଚାଲୁ କରିବାକୁ ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡଃ ବିପିନ ମିଶ୍ର ଦୃଢ଼ ଦାବି କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ନିବେଦନ କରିଛନ୍ତି । ସୂଚନା ଅନୁସାରେ, କରୋନା ଯୋଗୁ କ୍ୟାଣ୍ଟାନକୁ ବନ୍ଦ ରଖାଯାଇଛି । ଅବିଳମ୍ବେ ଖୋଲିବା ସାଙ୍ଗକୁ ସର୍ବସାଧାରଣଙ୍କୁ ଏଠାରେ ଖାଇବା […]

Continue Reading

ତାମିଲ ଚଳଚ୍ଚିତ୍ର ‘ଆନିୟାନ’ର ହିନ୍ଦୀ ରିମେକରେ ଅଭିନୟ କରିବେ ରଣବୀର ସିଂ

ମୁମ୍ବାଇ: ରଣବୀର ସିଂ ତାମିଲ ଚଳଚ୍ଚିତ୍ର ଆନିୟାନର ହିନ୍ଦୀ ରିମେକରେ ଅଭିନୟ କରିବେ। ରଣବୀର ସିଂ ନିର୍ଦ୍ଦେଶକ ଶଙ୍କର ଶାନମୁଗମ୍ ଏବଂ ନିର୍ମାତା ଡ. ଜୟନ୍ତୀଲାଲ ଗଡଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଶଙ୍କର ମୂଳ ଚଳଚ୍ଚିତ୍ର ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମର ସୁଟିଂ ୨୦୨୨ରେ ଆରମ୍ଭ ହେବ। ଏହାକୁ ଏକ ଗର୍ବର ମୁହୂର୍ତ୍ତ ବୋଲି କହି ରଣବୀର ଲେଖିଛନ୍ତି ଯେ ଭାରତୀୟ ସିନେମାର ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ସହ ମୋର ସହଯୋଗ […]

Continue Reading

ଓଏସଏସ ପକ୍ଷରୁ ଜିତେନ୍ଦ୍ର ହରିପାଲଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାଡ଼ ପ୍ରଦାନ

ସିଙ୍ଗାପୁର : ଓଡ଼ିଆ ସୋସାଇଟି ଅଫ ସିଙ୍ଗାପୁର (ଓଏସଏସ) ପକ୍ଷରୁ ଆନ୍ଦନ ଓ ଉତ୍ସାହର ସହ ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇସିସିଆର ମହା ନିର୍ଦ୍ଦେଶକ ଦିନେଶ କେ. ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ସେ ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଶାନ୍ତିପ୍ରେମୀ ମାନସିକତା ଉପରେ ଆଲୋକପାତ କରିଥିଲେ। ଆଉ ଏକ କାର୍ଯ୍ୟକ୍ରମରେ ଆଲୋକ ପଣ୍ଡାଙ୍କ ସହ ଏକ ସାକ୍ଷାତକାର ମାଧ୍ୟମରେ ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ଜିତେନ୍ଦ୍ର […]

Continue Reading

ପ୍ରଥମ ଡୋଜ୍ ଟିକା ନେବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରୋନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି । ପ୍ରାଥମିକ ଲକ୍ଷଣ ଦେଖା ଦେବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । କରୋନା ସଂକ୍ରମିତ ହେବା ପରେ ସେ ଏବେ ଆଇସୋଲେସନରେ ଅଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଟିକିତ୍ସିତ ହେଉଥିବା ବେଳେ ଭର୍ଚୁଆଲ୍ ମାଧ୍ୟମରେ ସବୁ କାର୍ଯ୍ୟ କରୁଥିବା କହିଛନ୍ତି । ଏଥିସହ ରାଜ୍ୟରେ ସବୁକିଛି […]

Continue Reading

ଚଳିତ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ଫିଲ୍ମ ‘ଲାଲ ସିଂ ଚଢା’!

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ ‘ଲାଲ ସିଂ ଚଢା’ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଥିବା ଆମୀର ଖାନ କହିଛନ୍ତି। ସୋସିଆଲ ମିଡିଆରେ ଆସିଥିବା ଏକ ନୂଆ ଭିଡିଓରେ ଅଭିନେତା ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଖ୍ରୀଷ୍ଟମାସ ୨୦୨୦ ଅବସରରେ ଲାଲ ସିଂ ଚଢା ମୁକ୍ତିଲାଭ କରିବାକୁ ଯୋଜନା ହୋଇଥିବାବେଳେ କରୋନା ମହାମାରୀ ହେତୁ ଏହି ଚଳଚ୍ଚିତ୍ର ରିଲିଜରେ ବିଳମ୍ବିତ ହୋଇଥିଲା। […]

Continue Reading

ନ୍ୟୁୟର୍କରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ମୁମ୍ବାଇ: ଓଡ଼ିଶାରେ ଜନ୍ମିତ ନିର୍ମାତା ତଥା ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଫିଲ୍ମ ‘କାଲିର ଅତୀତ’ ଖୁବ୍ ଶୀଘ୍ର ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ଫିଲ୍ମ୍ ସୋସାଇଟିର କର୍ଣ୍ଣେଲ ସିନେମାରେ ପ୍ରଦର୍ଶିତ ହେବ। ପଦ୍ମ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତାଙ୍କର ଏହା ହେଉଛି ପ୍ରଥମ ଓଡିଆ ଚଳଚ୍ଚିତ୍ର। ସେ ଉକ୍ତ ଅନୁଷ୍ଠାନର ଛାତ୍ର ଏବଂ ଅଧ୍ୟାପିକମାନଙ୍କ ସହ ଏକ ୱେବିନାର କରିବା ସହ ଚଳଚ୍ଚିତ୍ରର ବିଷୟବସ୍ତୁ – ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବ ବିଷୟରେ ଆଲୋକପାତ କରିବେ। […]

Continue Reading

ଦେଶରେ ଲକ୍ଷେ ୭୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୬୧ ହଜାର ୭୩୬ ଜଣ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୮୭୯ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୭୧ […]

Continue Reading

ଟିଏମ୍‌ସି‌ ପରେ ଏବେ ବିଜେପି ପାଇଁ ପ୍ରଚାର କରୁଛନ୍ତି ମହିମା

ନୂଆଦିଲ୍ଲୀ: ବିଜେପି ପଚାର ମଇଦାନରେ ବଲିଉଡ୍‌ ଅଭିନେତ୍ରୀ ମହିମା ଚୌଧୁରୀ। ମହିମା ଚୌଧୁରୀ ସୋମବାର ଦିନ ପଶ୍ଚିମବଙ୍ଗର ଲେକ୍‌ ଟାଉନ୍ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ତେବେ କୌତୁହଳର ବିଷୟ ହେଉଛି ଯେ ମହିମା ଚୌଧୁରୀ ଗତ ସପ୍ତାହରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଏକ ରୋଡ୍ ସୋରେ ହାଜର ହୋଇଥିଲେ। ଏଭଳି ତୀବ୍ର ରାଜନୈତିକ ପରିବେଶରେ ମହିମା ଚୌଧୁରୀ ଉଭୟ ବିଜେପି ଏବଂ ଟିଏମସି ପାଇଁ […]

Continue Reading

ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ ସୁଦ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଚଣ୍ଡିଗଡ଼: ପଞ୍ଜାବର ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ଅଭିନେତା ସୋନୁ ସୁଦ । ଗତବର୍ଷ କରୋନାର ଭୟଙ୍କର ସ୍ଥିତି ନେଇ ଜାରି ହୋଇଥିବା ଲକଡାଉନ୍ ସମୟରେ ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଉ ସମସ୍ତଙ୍କ ବଡ ଫ୍ୟାନ ହୋଇଯାଇଥିଲା । ତାଙ୍କ ମହାନତା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । କରୋନା କାଳରେ ଲୋକଙ୍କୁ ନିରନ୍ତର ସାହାଯ୍ୟ ପ୍ରଦାନ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ […]

Continue Reading

ଜାଣନ୍ତୁ ନାଇଟ୍‌ ୱାଚ୍‌ମ୍ୟାନ୍‌ରୁ ଆଇଆଇଏମ୍‌ ପ୍ରଫେସର ହୋଇଥିବା ଏହି ନିଆରା ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ: ୨୮ ବର୍ଷିୟ ରଣଜିତ ରାମଚନ୍ଦ୍ରନଙ୍କ ଯାତ୍ରା ଅନେକଙ୍କ ପାଇଁ ଆଜି ପ୍ରେରଣା ହୋଇପାରିଛି। ଅନେକଙ୍କ ଲୋକଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଦେଇପାରିଛନ୍ତି ରଣଜିତ। ଜଣେ ରାତ୍ରି ଜଗୁଆଳୀରୁ ରାଞ୍ଚିରେ ଆଇଆଇଏମ୍ ରେ ସହକାରୀ ପ୍ରଫେସର ଭାବରେ ନିଜ ଜୀବନକୁ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି ରଣଜିତ। ରଣଜିତ ରାମଚନ୍ଦ୍ରନ ଫେସବୁକରେ ଏକ ପୋଷ୍ଟ ଅପଲୋଡ୍ କରିଥିଲେ। ତାଙ୍କ ପୋଷ୍ଟ ଭାଇରାଲ ହେବା ସହ ଫେସବୁକରେ ୩୭,୦୦୦ ରୁ ଅଧିକ ଲାଇକ୍ ମିଳିଥିବା […]

Continue Reading