ଆଖି କ୍ଳାନ୍ତ ଲାଗୁଥିଲେ, ପଢନ୍ତୁ…
ଭୁବନେଶ୍ୱର : ଅଧିକ ସମୟ କାମ କରିବା ପରେ ଆଖି ହାଲିଆ ହୋଇଯାଏ। ଏହା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ କ୍ରମାଗତ ଭାବେ ଲାଗି ରହିଲେ ଗୁରୁତର ରୂପ ନେଇପାରେ। ଆଧୁନିକ ଜୀବନଶୈଳୀ ମଧ୍ୟରେ କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସି କାମ କରିବା, ଗାଡି ଚଳାଇବା ଆଦି ଆଖି ଉପରେ ଚାପ ସୃଷ୍ଟି କରେ। ଆଖି କ୍ଳାନ୍ତ ହେଉଥିବା ନେଇ କେତେକ ଲକ୍ଷଣରୁ ମଧ୍ୟ ଜାଣିପାରିବେ- ମୁଣ୍ଡବ୍ୟଥା, ବେକ ଦରଜ ହେବା, ପିଠି ଯନ୍ତ୍ରଣା, […]
Continue Reading
