ରାସ୍ତା ନଥିବାରୁ ଖଟିଆରେ ବୋହି ପ୍ରତିବାଦ

ସାରସକଣା: ମୌଳିକ ସୁବିଧାରୁ ବଞ୍ଚିତ ବାଙ୍କଦହ ଗ୍ରାମବାସୀ । ଖଟିଆରେ ବୋହି ନିଜ ଦାବି ଜଣାଇଲେ । ମୟୂରଭଞ୍ଜ ବାଙ୍କଦହ ଗ୍ରାମ ମୁରୁଣିଆ ପଂଚାୟତର ଏକ ଗାଁ । ଏହି ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଯିବା ପାଇଁ ସାରସକଣା ପଂଚାୟତ ମହୁଲବରେଇ ହୋଇ କୋଚିଲା ନାଳ ପାରି ହୋଇ ଆସିବାକୁ ପଡିଥାଏ । ସାମାନ୍ୟ ବର୍ଷା ହେଲେ ଏହି ନାଳରେ ପାଣି ବଢି ବନ୍ୟା ସୃଷ୍ଟି ହୋଇଥାଏ । ଏମିତି କି ଗାଁ […]

Continue Reading

UG/PG ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ

ଭୁବନେଶ୍ୱର: ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ୟୁଜି/ପିଜି ଫାଇନାଲ୍ ସେମିଷ୍ଟାର ପରୀକ୍ଷା । ପରୀକ୍ଷା ତାରିଖ ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ କରିବେ । ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଚର ଅରୁଣ ସାହୁ । ଏହି ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ବାକି କିମ୍ବା ବ୍ୟାକ୍ ପେପର ଥିଲେ ସେହି ପରୀକ୍ଷା ମଧ୍ୟ ଅନଲାଇରେ କରାଯିବ । ଜୁଲାଇ-ଅଗଷ୍ଟରେ ଶେଷ କରାଯିବ ବୋଲି […]

Continue Reading

ଜମିରେ ପଡିଛି ଧାନ, ଚିନ୍ତାରେ ଚାଷୀ

କଳାହାଣ୍ଡି : କୃଷି ଓ କୃଷକ କଲ୍ୟାଣ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ତାଳମେଳ ଅଭାଵରେ ନିରୀହ ଚାଷୀ ବଳି ପଡ଼ୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ । ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ଅମଳ ଶେଷ ହୋଇପାରିନାହିଁ । ମୌସୁମୀ ଆଗମନର ବର୍ଷା ଯୋଗୁଁ ଅନେକ ଚାଷୀ ଧାନ ଅମଳ କରିପାରିନାହାନ୍ତି । ଖାଲିଆଭଟା ଗ୍ରାମପଞ୍ଚାୟତ ପାଇକବାହାଲରେ ଧାନ ସବୁ […]

Continue Reading

ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

ସୁବର୍ଣ୍ଣପୁର : ଦେବଦମ୍ପତିଙ୍କ ବିବାହ ଶେଷ ହୋଇଥିବା ବେଳେ ଆଜି ଯୁଗଳ ଦର୍ଶନ । କରୋନା କଟକଣା ଭିତରେ ଶୀଳଷଷ୍ଠୀ ଯାତ୍ରା ଶେଷ ହୋଇଛି ।ସୁବର୍ଣ୍ଣପୁର ଥାନପତି ପଡାର ଚନ୍ଦ୍ରଶେଖର ମନ୍ଦିରରୁ ବରାନୁଗମନ କରି କନ୍ୟା ପିତା ଘରକୁ ବରାତ୍ ପହଞ୍ଚିବା ପରେ, କନ୍ୟା ପିତାଙ୍କ ବାସଭବନରେ ବିବାହ ସମ୍ପୂର୍ଣ୍ଣ ହୋଇଛି ।  ବିବାହ କାର୍ଯ୍ୟ ସମ୍ପନ୍ନ ପରେ ଆଜି ଶ୍ରଦ୍ଧାଳୁ ମାନେ ଦେବଦମ୍ପତିଙ୍କୁ ଦର୍ଶନ କରୁଛନ୍ତି । ଭିଡ଼ ନକରି କରୋନା କଟକଣା ଭିତରେ ସୀମତି […]

Continue Reading

ନୟାଗଡ଼ରେ ଲଜ୍ଜା, ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ନୟାଗଡ଼ : ନୟାଗଡ଼ରେ ଲଜ୍ଜା । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ କରାଯାଇଛି ହତ୍ୟା । ନୟାଗଡ଼ ବାଣିଗୋଛା ଥାନା ଅଞ୍ଚଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ନୟାଗଡ଼ ଏସପି ସିଦ୍ଧାର୍ଥ କାଟାରିଆ । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛି ଅଭିଯୁକ୍ତ । ଘଟଣାରେ ଅଭିଯୁକ୍ତ ୨୨ ବର୍ଷର ଯୁବକକୁ ପୋଲିସ ଗିରଫ କରିଛି । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ନେଇ […]

Continue Reading

କାଳିଆ ହିତାଧିକାରୀଙ୍କୁ ଅତିରିକ୍ତ ୧୦୦୦ ଟଙ୍କାର ସହାୟତା

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା କୃଷକ, ଶ୍ରମିକ, ଛାତ୍ରଛାତ୍ରୀ, ଆଦିମ ଜନଜାତି, ଗରିବ ଷ୍ରଣୀର ଲୋକେ ଲାଭବାନ ହେବେ । ପ୍ୟାକେଜ ଅନୁଯାୟୀ, କାଳିଆ ଯୋଜନାର ହିତାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ପ୍ରତି ହିତାଧିକାରୀ ପିଚ୍ଛା ୧୦୦୦ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ । କାଳିଆ ଯୋଜନାରେ […]

Continue Reading

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା

ଭୁବନେଶ୍ବର : କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ମହାମାରୀ ଦ୍ବାରା ସମାଜର […]

Continue Reading

ଆଇଏଫଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ବର : ଜେଲରୁ ବାହାରିବେ ଆଇଏଫଏସ ଅଭୟ ପାଠକ । ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ମୋଟି ୩ଟି ମାମଲାରୁ ପୂର୍ବରୁ ଅଭୟ ପାଠକଙ୍କୁ ୨ଟି ଜାମିନ ମିଳିଥିଲା । ଆଉ ଆଜି ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । […]

Continue Reading

ସ୍ପେଶାଲ ଟ୍ରେନ୍ ସପ୍ତାହକୁ ଚାରିଦିନ ଚଳାଚଳ କରିବ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ସେବା । କିଛି ସ୍ପେଶାଲ ଟ୍ରେନ୍ ସପ୍ତାହକୁ ୪ ଦିନ ଚାଲିବାକୁ ସ୍ଥିର ହୋଇଛି । ଏନେଇ ଟ୍ରେନ୍ ଯାତ୍ରୀ ମାନଙ୍କୁ ଜଣାଇ ଦିଆଯାଇଛି । ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍ ଏଣିକି ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ଼ ୧୯ ସଂକ୍ରମଣ ପାଇଁ ଏହି ଟ୍ରେନକୁ ପୂର୍ବରୁ ସପ୍ତାହରେ ଦୁଇଥର ଚଲାଇବାକୁ ନିଷ୍ପତ୍ତି ନିଆଯାଇଥିଲା । […]

Continue Reading

ବେଆଇନ ମଦ ବିକ୍ରିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିରୋଧ

ସୋନପୁର: କେଉଁ ଏକ ନିର୍ଦ୍ଧିଷ୍ଟ ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ଚାଲିଛି ବେଆଇନ ମଦ ବିକ୍ରି । ତେବେ ସୋନପୁର ଜିଲ୍ଲାରେ ଏ ନେଇ ଉଠିଛି ବିରୋଧର ସ୍ୱର । ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ । ବିନିକା ଏନ୍‌ଏସି ୧୨ ନମ୍ବର ୱାର୍ଡ ନୂଆଁପଲ୍ଲୀ ଗାଁରେ ଚାଲିଛି ବେଧଡକ ବେଆଇନ୍ ଦେଶୀ ମଦ କାରବାର । ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତେ ମଦ ନିଶାରେ ହେଉଛନ୍ତି ପଥଭ୍ରଷ୍ଟ […]

Continue Reading