ସନ୍ତୃପ୍ତ ମିଶ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର । କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ସଦସ୍ୟ ରହିବେ । ସେହିପରି କମିଟିରେ ୩ଜଣ ସେବାୟତ ମଧ୍ୟ ରହିବେ । ଏକାମ୍ରକ୍ଷେତ୍ର ବିକାଶ ପାଇଁ ଘୋଷଣା କରିଥିଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । କରାଯାଇଥିବା ଯୋଜନା ଅନୁସାରେ ଲିଙ୍ଗରାଜ ମନ୍ଦିର ଚାରିପାଖରେ ୮୦ଏକର ଜମିର ବିକାଶ […]

Continue Reading

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ (ପ୍ରମୁଖ ଯୋଦ୍ଧା) ଭାବରେ ଘୋଷଣା କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସେ ଚିଠି ଲେଖି ଅବଗତ କରାଇଛନ୍ତି । କ୍ରିଷନ୍ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ କରୋନା ସମୟରେ ବିଭିନ୍ନ ପ୍ରକାର କାମରେ ନିଜକୁ ନିୟୋଜିତ କରିଛନ୍ତି । ନୀଳାଚଳ ଭକ୍ତ […]

Continue Reading

କ୍ଷୟକ୍ଷତି ଆକଳନ ପାଇଁ ଗାଁରେ ବୁଲିଲେ କେନ୍ଦ୍ରୀୟ ଟିମ୍

ଭଦ୍ରକ: ବାତ୍ୟା ଚାଲିଯାଇଛି । ଧୀରେ ଧୀରେ ସୁଧୁରୁଛି ଲୋକଙ୍କ ସ୍ଥିତି । ସେହିଭଳି ଭଦ୍ରକରେ ବହୁ କ୍ଷତି ହୋଇଥିବାବେଳେ ସେଠାରେ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଭଦ୍ରକ ଜିଲ୍ଲାରେ ହୋଇଥିବା ବାତ୍ୟା କ୍ଷୟକ୍ଷତି ସାଙ୍ଗକୁ ଲୋକଙ୍କର ସ୍ଥିତି କିଭଳି ରହିଛି ଅନୁଧ୍ୟାନ ପାଇଁ ପହଁଚିଛନ୍ତି କେନ୍ଦ୍ରୀୟ ଟିମ । ଧାମରା ହେଲିପ୍ୟାଡ଼ରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଛନ୍ତି । ଏହି ଟିମ୍ରେ ଅଛନ୍ତି କୃଷି ମନ୍ତ୍ରଣାଳୟ ନିର୍ଦ୍ଦେଶକ ବିପୁଳ […]

Continue Reading

ଗାଁରେ ଗୋଷ୍ଠୀ ସଂଘର୍ଷ,୧୦ ଗୁରୁତର

ଭୁବନ : ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ପରିବାରର ୧୦ ଗୁରୁତର ଆହତ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଷଳ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇଟି ପରିବାରର ୧୦ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୋଟିଏ ପରିବାର ନାଁରେ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି ଆଉ ଏକ ପରିବାର । […]

Continue Reading

ଦର ବୃଦ୍ଧି ପ୍ରତିବାଦରେ CPIMର ବିକ୍ଷୋଭ

ପୁରୀ : ତୈଳ ଓ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ପୁରୀ ଜିଲ୍ଲା CPIMର ବିକ୍ଷୋଭ । ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦର ବୃଦ୍ଧି ବିରୁଦ୍ଧରେ ଓ କରୋନା ସହାୟତା ପାଇଁ ଆଜି CPIM ର ପୁରୀ ବଡଦାଣ୍ଡରେ ଥିବା ପେଟ୍ରୋଲ ଟାଙ୍କି ସାମନାରେ ପ୍ରତିବାଦ କରାଯାଇଛି । ଟିକସ ଛାଡ଼ରୁ ନେଇ ପେଟ୍ରୋଲ , ଡିଜେଲ ରନ୍ଧନ ଗ୍ୟାସରେ ଦର ବଢିଲା । ଖାଦ୍ୟ ସାମଗ୍ରୀର ଦର […]

Continue Reading

କେନ୍ଦ୍ରୀୟ ପ୍ରତିନିଧି ଦଳର ବାତ୍ୟା ସମୀକ୍ଷା

ବାଲେଶ୍ଵର: ବାଲେଶ୍ଵରରେ ବାତ୍ୟା ସମୀକ୍ଷା । ଏ ନେଇ ପାଇଁ ବାଲେଶ୍ଵରରେ ପହଂଚିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ସକାଳେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଏକ ଚାରି ଜଣିଆ ଟିମ ପହଞ୍ଚି ସର୍କିଟ ହାଉସରେ ପହଞ୍ଚିଥିଲେ। ସେଠାରୁ ପ୍ରତିନିଧି ଦଳ ସଦର ବ୍ଲକ ସାର୍ଥାରୁ ନେଇ ଚାନ୍ଦିପୁର, ବଳରାମଗଡ଼ି ବାତ୍ୟା ଅଞ୍ଚଳର ପରିଦର୍ଶନ କରିବା ପରେ ବାହାନଗା ଓ ସୋର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ।। ଏହି ଟିମରେ ଟିମ ଲିଡର ଯଏଣ୍ଟ ସେକ୍ରେଟାରୀ […]

Continue Reading

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ

ଭଦ୍ରକ: ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ କେନ୍ଦ୍ର । ଭଦ୍ରକରେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟିକା ଗ୍ରହଣ ଚାଲିଛି । ଭଦ୍ରକ ପୌରପାଳିକା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟରେ ଲାଗିଛି ଲମ୍ବା ଲାଇନ । ଲୋକମାନେ ସକାଳ୯ ଟା ଠାରୁ ଲମ୍ବା ଲାଇନରେ ଆସି ପ୍ରବଳ ଖରାରେ ପୁରୁଷ ଓ ମହିଳା ମାନେ ଠିଆ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୁବିଧା କରାଯାଇନାହିଁ । ବାହାରେ ପ୍ରବଳ ଖରା ହେଉଥିବାବେଳେ […]

Continue Reading

କରୋନା ସମୟରେ ବିଧାୟକଙ୍କ ସହଯୋଗ

ପାଟଣାଗଡ: କରୋନା ସମୟରେ ବିଧାୟକଙ୍କ ମହାନତା ।। ଏହି ସଙ୍କଟ ସମୟରେ ଲୋକଙ୍କୁ ସହଯୋଗ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । କରୋନା ମହାମାରୀ ସମୟରେ ଲୋକେ କାମଧନ୍ଦା ଅଭାବରୁ ଅନେକ ସମସ୍ୟା ଭୋଗୁଛନ୍ତି । କିଛି ଲୋକ କାମ ଧନ୍ଦା ହରାଇଥିବା ବେଳେ ସମସ୍ୟା ଭିତରେ ଖାଇବା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ସହିତ ଶନିବାର ରବିବାର ଦିନ ପୁଣି ସଟଡାଉନ ରହୁଥିବାରୁ ଦୋକାନ ବଜାର ବନ୍ଦ ରହୁଛି । […]

Continue Reading

ଶୁଖିଲା ଖାଦ୍ୟ ବଣ୍ଟନରେ ହେରଫେର ଅଭିଯୋଗ

ସୋନପୁର : ଶୁଖିଲା ଖାଦ୍ୟ ବଣ୍ଟନରେ ପାତର ଅନ୍ତର ଅଭିଯୋଗ l ଅସହାୟ ଗରିବ ଲୋକଙ୍କୁ ଦିଆଯାଉଛି ଶୁଖିଲା ଖାଦ୍ୟ । ସୁବର୍ଣ୍ଣପୁର ଜିଲ୍ଳା ବିଜୁ ଜନତା ଦଳ ତରଫରୁ ସହରର ବିଭିନ୍ନ ବର୍ଗର ନିସହାୟ ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି l ତେବେ ଏହି ଶୁଖିଲା ଖାଦ୍ୟ ବଣ୍ଟନ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କିଛି ସ୍ଥାନରେ ଲୋକଙ୍କୁ ସଠିକ୍ ଭାବେ ଖାଇବା ମିଳୁଥିବା ବେଳେ କିଛି ସ୍ଥାନରେ […]

Continue Reading

କୋଭିଡ୍ ସେଣ୍ଟର ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ

ତାଳବଣିଆ : କୋଭିଡ୍ ସେଣ୍ଟରରେ ବ୍ୟବହୃତ ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ । ତାଳବଣିଆ ପାଖରେ ଏଭଳି କୋଭିଡ ବର୍ଜ୍ୟବସ୍ତୁ ଚାରିଆଡେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି | ପୂର୍ବରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋଭିଡ କେୟାର ସେଣ୍ଟରରେ କରୋନା ବର୍ଜ୍ୟବସ୍ତୁ ଏଣେତେଣେ ବିଛାଡି ହୋଇ ପଡ଼ିଥିବା ନେଇ ବିରୋଧ କରାଯାଇଥିଲା । ପରେ ଜିଲ୍ଲା ପ୍ରଶାସନ ବର୍ଜ୍ୟବସ୍ତୁ ଅପସାରଣ ବ୍ୟବସ୍ଥା କରିଥିଲେ | ଏବେ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ତାଳବଣିଆ ଅଞ୍ଚଳରେ | ଖୋଲାଖୋଲି […]

Continue Reading