ବଢୁଛି ନଦୀ ଜଳସ୍ତର , ରାସ୍ତା ଘାଟ ଯୋଗାଯୋଗ ବିଚ୍ଛିନ୍ନ
ବାରିପଦା: ବଢିଲା କଣ୍ଟା ଖଇରୀ , ଭଣ୍ଡନ ଓ ବୈତରଣୀ ଜଳ ସ୍ତର । ପାଣି ଖର ସ୍ରୋତ ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇପଡିଛି । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପର୍ବତମାଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ହେତୁ ୨ ଟା ନଦୀର ଜଳ ସ୍ତର ବଢ଼ି ଚାରି ଆଡେ଼ ପାଣି ମାଡି ଯାଇଛି । ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ଖୀଚିଂ ଓ ଚଢ଼େଇ ଭୋଳକୁ ଯାଉଥିବା ରାସ୍ତା ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି ।ସେହିପରି ଭଣ୍ଡନ୍ […]
Continue Reading
