ବାତ୍ୟା ପାଇଁ ୬ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର: ବାତ୍ୟା ୟସ ପାଇଁ ରାଜ୍ୟରେ ବାଧାପ୍ରାପ୍ତ ହେବ ଟିକାକରଣ । ୬ଟି ଜିଲ୍ଲାରେ ଆଜିଠୁ ତିନି ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ । ଏସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର । ଆଜିଠାରୁ ୨୭ ତାରିଖ ଯାଏ ଏହି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ସେହିପରି ଡୋର୍ ଟୁ ଡୋର୍ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କାମ ବି ବନ୍ଦ ରହିବ । ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ […]
Continue Reading
