ସମ୍ଭାବ୍ୟ ବାତ୍ୟା ‘ୟଶ’; ଭଦ୍ରକରେ ପହଞ୍ଚିଲେ ୪ ଏନଡିଆରଏଫ୍ ଟିମ୍
ଭଦ୍ରକ: ସମ୍ଭାବ୍ୟ ବାତ୍ୟା ‘ୟଶ’ ପୂର୍ବରୁ ଭଦ୍ରକରେ ପହଞ୍ଚିଛନ୍ତି ଘଊଜୠର ଗୋଟିଏ ଟିମ। ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲାପାଳ ଜ୍ଞାନ ଦାସ ଶନିବାର ହୋଇଥିବା ଏକ ଜରୁରୀ ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଜି ମଧ୍ୟ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଭଦ୍ରକ ଜିଲ୍ଲା ଗସ୍ତରେ ଆସି ସମ୍ଭାବ୍ୟ ବାତ୍ୟା ନେଇ ଏକ ସମୀକ୍ଷା ବୈଠକ […]
Continue Reading
