ହୃଷୀକେଶ ମଲ୍ଲିକ ହେଲେ ଓଡିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି
ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାରିଟି ଏକାଡେମୀର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସାହିତ୍ୟ ଏକାଡେମୀର ସଭାପତି ଭାବେ ହୃଷୀକେଶ ମଲ୍ଲିକ, ଉପ ସଭାପତି ଭାବେ ସଂଗ୍ରାମ ଜେନା ଓ ସଚିବ ଭାବରେ ପ୍ରବୋଧ କୁମାର ରାଉତଙ୍କୁ ମନୋନୀତ କରାଯାଇଛି। ସେହିପରି ସଙ୍ଗୀତ ଏକାଡେମୀର ସଭାପତି ଭାବେ ଅରୁଣା ମହାନ୍ତି, ଉପସଭାପତି ଭାବେ ମନ୍ମଥ କୁମାର ଶତପଥୀଙ୍କୁ ଚୟନ କରାଯାଇଛି। ଲଳିତ କଳା ଏକାଡେମୀର ଉପସଭାପତି ଭାବେ ଶ୍ରୀନିବାସ ପଢିହାରୀ […]
Continue Reading
