ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ ଆରମ୍ଭ
ବ୍ରହ୍ମପୁର: କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଓ ମହାମାରୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ କାମ । ଅକ୍ସିମିଟର ଜରିଆରେ ଘରକୁ ଘର ଯାଉଛନ୍ତି ଆଶା କର୍ମୀ । ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି । ଏହାର ରେକର୍ଡ ରଖୁଛନ୍ତି ଆଶା କର୍ମୀ । କରୋନା ଚେନରେ ବ୍ରେକ ଲଗାଇବା ପାଇଁ ଆସନ୍ତା ୨୪ ତାରିଖରୁ ଡୋର୍ ଟୁ ଡୋର୍ […]
Continue Reading
