୨୬ରେ ଦେଖାଯିବ ସୁପର ବ୍ଲଡମୁନ

ଭୁବନେଶ୍ୱର : ଚଳିତ ବର୍ଷ , ମଇ ୨୬ରେ ଦେଖାଯିବ ପ୍ରଥମ ରକ୍ତଚନ୍ଦ୍ରଗ୍ରହଣ । ଏହା , ଏହି ବର୍ଷର ତଥା ଶତାଦ୍ଦୀର ବୃହତ ଚନ୍ଦ୍ରଗ୍ରହଣ ହେବ ଏବଂ  ୨୦୨୧ର ଶେଷ ସୁପରମୁନ୍ ଭାବେ ଦେଖାଯିବ। ଏହି ଚନ୍ଦ୍ରଗ୍ରହଣରେ ପୃଥିବୀର ଛାଇ ଅପରାହ୍ନ ୨ ଟା ୧୬ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୭ଟା ୨୦ ମିନିଟରେ ସମ୍ପୂର୍ଣ୍ଣ ବହାରିଯିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାର ସଠିକ ସମୟ ୪ .୪୧ ମିନିଟରୁ ୪.୫୫ମିନିଟ । ସେହି […]

Continue Reading

ଆକ୍ସିସ୍ ବ୍ୟାଙ୍କରେ ନିଆଁ

ସମ୍ବଲପୁର: ଆକ୍ସିସ୍ ବ୍ୟାଙ୍କରେ ନିଆଁ । ସମ୍ବଲପୁର ବୁଢାରାଜା ଆକ୍ସିସ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ନିଆଁର ଭୟାବହତା ଅଧିକ ଥିବା ବେଳେ ଆୟତ କରିବାରେ ସମସ୍ୟା ଉପୁଜିଥିଲା । ବିଲ୍ଡିଂ ଭିତରେ ପ୍ରବଶେ କରିବା ସହଜ ହୋଇପାରିନଥିଲା । କିଛି ସମୟ ପରେ ଘଟଣାସ୍ଥଳରେ ୩ ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିବାରେ ଲାଗିଛନ୍ତି […]

Continue Reading

ମାଡ଼ି ଆସୁଛି ବାତ୍ୟା ୟାସ୍, ପାରାଦୀପଠାରୁ ୨୦୦ କିଲୋମିଟର ଦୂରରେ

ଭୁବନେଶ୍ବର : ମାଡ଼ି ଆସୁଛି ବାତ୍ୟା ୟାସ୍ । ଅତି ଭୟଙ୍କର ରୂପ ନେବା ସହ ଉପକୂଳ ମୁହାଁ ହେଉଛି । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ବାତ୍ୟା ୟାସ୍ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ବର ଠାରୁ ୨୯୦ କିମି, ଦିଘା ଠାରୁ ୨୯୦ କିମି ଓ ସାଗର ଦ୍ବୀପ ଠାରୁ ୨୮୦ କିମି ଦୂରରେ ରହିଛି ବାତ୍ୟା । […]

Continue Reading

ବାତ୍ୟା ପାଇଁ ୬ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା ୟସ ପାଇଁ ରାଜ୍ୟରେ ବାଧାପ୍ରାପ୍ତ ହେବ ଟିକାକରଣ । ୬ଟି ଜିଲ୍ଲାରେ ଆଜିଠୁ ତିନି ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ । ଏସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର । ଆଜିଠାରୁ ୨୭ ତାରିଖ ଯାଏ ଏହି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ସେହିପରି ଡୋର୍ ଟୁ ଡୋର୍ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କାମ ବି ବନ୍ଦ ରହିବ । ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ […]

Continue Reading

ଅବହେଳିତ ଅବସ୍ଥାରେ ସନ୍ଥକବିଙ୍କ ସ୍ମୃତିପୀଠ

ରେଢ଼ାଖୋଲ : ସନ୍ଥକବି ଭୀମ ଭୋଇ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ ତଥା ପ୍ରେମ ,ଶାନ୍ତି ,ମୈତ୍ରୀ ଓ ସଂହତିର ଅପ୍ରତିଦ୍ୱନ୍ଦୀ ପ୍ରଚାରକ। ତାଙ୍କ ଲେଖନୀରୁ ସର୍ବଦା ବିଶ୍ୱ ପ୍ରେମର ବାର୍ତ୍ତା ହିଁ ଝରୁଥିଲା। ରେଢ଼ାଖୋଲରୁ ୧୭ କିଲୋମିଟର ଦୂରରେ କବିଙ୍କ ଜନ୍ମସ୍ଥାନ ‘କନ୍ଧରା’ ଅବସ୍ଥିତ। ଏହା ଏକ ଐତିହ୍ୟସମ୍ପର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ । ଦୃଷ୍ଟିଶକ୍ତି ହୀନ ଭୀମ ଭୋଇ ଏହି ଗାଁରେ ଗୋରୁ ଚରାଇବା ସମୟରେ କୂଅରେ ପଡ଼ି ଯାଇଥିଲେ । ସେହି ସମୟରେ […]

Continue Reading

ବାତ୍ୟା ‘ୟଶ୍’ ପ୍ରଭାବ, ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ବାତ୍ୟା ‘ୟଶ୍’ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୋର୍ଟବ୍ଲେୟାର ଠାରୁ ୬୩୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ ପାରାଦୀପ ଠାରୁ ୫୨୦ ଏବଂ ବାଲେଶ୍ୱର ଠାରୁ ୬୨୦ କିଲୋମିଟର ଦୂରରେ ରହିଛି । ଏହା ଆାଗମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଯାଇ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ । […]

Continue Reading

ମାଡ଼ି ଆସୁଛି ବାତ୍ୟା ‘ୟଶ୍’, ବାଲେଶ୍ୱର ନିକଟରେ କରିପାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ବାଲେଶ୍ୱର ନିକଟବର୍ତ୍ତୀ କୌଣସି ସ୍ଥାନରେ କରିପାରେ ଲ୍ୟାଣ୍ଡଫଲ୍ । ପାଣିପାଗ ବିଭାଗର ତାଜା ଆକଳ ଅନୁଯାୟୀ ବାତ୍ୟା ‘ୟଶ୍’ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ଭୋର୍ ସମୟରେ ବାତ୍ୟା ‘ୟଶ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁ ମଧ୍ୟାହ୍ନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଇ ବିଗତ ୬ ଘଣ୍ଟା […]

Continue Reading

କାଳ ବୈଶାଖୀରେ କ୍ଷୟ କ୍ଷତି

କଳାହାଣ୍ଡି: କାଳ ବୈଶାଖୀ ଯୋଗୁ ଅନେକ କ୍ଷୟ କ୍ଷତି ହେଇଛି । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଲକର ମଦନପୁର ପଞ୍ଚାୟତ ଅଞ୍ଚଳରେ ଅପରାହ୍ନରେ ହୋଇଥିବା ଝଡ଼ ତୋଫାନରେ ଅନେକ କ୍ଷୟକ୍ଷତି ଘଟିଛି । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳ ବାସୀ। ଏହି ଝଡ଼ ତୋଫାନ ରେ ଅଞ୍ଚଳର ଅନେକ ଗୁଡ଼ିଏ ଘର ଭାଙ୍ଗିବା ସହ କିଛି ଗାଈଗୋରୁଙ୍କ ମୃତ୍ୟୁ ହୋଇଛି । ଗଛ ଭାଙ୍ଗି ପଡ଼ିବାରୁ ଘଟଣା ସ୍ଥଳରେ କିଛି ଜୀବ ଜନ୍ତୁଙ୍କ ମୃତ୍ୟୁ୍ ହୋଇଛି। […]

Continue Reading

ସମୁଦ୍ର ଉପକୂଳର ତଳି ଅଞ୍ଚଳରୁ ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ, ଫୋକସରେ ବାଲେଶ୍ୱର

ବାଲେଶ୍ୱର: ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ବାଲେଶ୍ୱରରେ ବେଶୀ ପଡ଼ିପାରେ ୟସର ପ୍ରଭାବ । ଆଜି ଗ୍ରାଉଣ୍ଡରେ ପ୍ରାକ୍ ଓ ପରବର୍ତ୍ତୀ ବାତ୍ୟା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ତଥା ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ସମୁଦ୍ର ଉପକୂଳର ତଳି ଅଞ୍ଚଳରେ ରହୁଥିବା ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିହବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବାଲେଶ୍ୱରରେ କେବଳ ୧୨ଟି ଓଡ୍ରାଫ ଟିମ୍ ପ୍ରସ୍ତୁତ […]

Continue Reading

ବାତ୍ୟା ‘ୟଶ’: ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ବାତ୍ୟାର ରୂପ ନେବ ‘ୟଶ’। ୨୫ ତାରିଖ ବେଳକୁ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅଧିକ ପଢନ୍ତୁ- ଅବପାତ ରୂପ ନେଲା ବାତ୍ୟା ‘ୟଶ’, ପାରାଦୀପ-ସାଗରଦୀପ ମଝିରେ କରିବ ଲ୍ୟାଣ୍ଡଫଲ ମେ ୨୪ (ୟେଲୋ ଓ୍ବାର୍ଣ୍ଣିଂ)ବାଲେଶ୍ବର, ଭଦ୍ରକ, ଯାଜପୁର, […]

Continue Reading