କରୋନାରୋ ବିଜେପିର ପୂର୍ବତନ ରାଜ୍ୟ ଉପ ସଭାପତି ବୃନ୍ଦାବନ କଳସଙ୍କ ପରଲୋକ
ଭୁବନେଶ୍ବର: କରୋନାରୋ ବିଜେପିର ପୂର୍ବତନ ରାଜ୍ୟ ଉପ ସଭାପତି ବୃନ୍ଦାବନ କଳସଙ୍କ ପରଲୋକ। ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୯୯୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ସେ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ରହୁଥିଲେ। ସେ “ଅଟ୍ଟଳ ସମ୍ମାନ” ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ସେ ଜଣେ ଖ୍ୟାତିସମ୍ପନ୍ନ ଶିଳ୍ପପତି ତଥା ଓସ୍କାର୍ଡ ବ୍ୟାଙ୍କର ପୂର୍ବତନ ସଭାପତି, ପୁରୀ […]
Continue Reading
