ପ୍ଲାନେଟୋରିୟମ୍ ଓ ଆଦିବାସୀ ସଂଗ୍ରହାଳୟରେ ହେବ ଭର୍ଚୁଆଲ ଶୋ’

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଳା ଭୂମି, ଆଦିବାସୀ ସଂଗ୍ରହାଳୟ ଏବଂ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ବନ୍ଦ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆଚାର୍ଯ୍ୟ ବିହାରରେ ଥିବା ପ୍ଲାନେଟୋରିୟମ୍ ଏପ୍ରିଲ୍ 20 ଏବଂ ସିଆରପିଏଫ ସ୍କୋୟାର ସ୍ଥିତି ଆଦିବାସୀ ସଂଗ୍ରହାଳୟ ଦର୍ଶକ ମାନଙ୍କ ଲାଗି ଏପ୍ରିଲ ୨୬ରେ ବନ୍ଦ କରାଯାଇଥିଲା। ପ୍ଲାନେଟୋରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମେ 1ରୁ ଭର୍ଚୁଆଲ୍ ଶୋ ଯୋଜନା କରାଯାଉଛି। ଦର୍ଶକ ମାନେ www.ostm.in […]

Continue Reading

କୋଭିଡ୍ ସମୟରେ ଟେଲି ମେଡିସିନରେ ଚିକିତ୍ସା ପରାମର୍ଶ, ଲେଖି ରଖନ୍ତୁ ଜରୁରୀ ଫୋନ୍ ନମ୍ବର

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଇଛି । ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ ଜରୁରୀ ଚିକିତ୍ସା ଆବଶ୍ୟକ ନଥିଲେ ହସ୍ପିଟାଲ ଆସିବାକୁ ଲୋକଙ୍କୁ ବାରଣ କରାଯାଉଛି । ଏହାସହ ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି । ସେମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ଟେଲି ମେଡିସିନ୍ । ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କୁ ଟେଲି ମେଡିସିନ୍ ଜରିଆରେ ଚିକିତ୍ସା ପରାମର୍ଶ ମିଳି ପାରୁଛି […]

Continue Reading

୧୭ ଦିନ ପାଇଁ ବନ୍ଦ ରହିବ ବ୍ରହ୍ମପୁର ଏହି ଦୋକାନବଜାର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନାର ଭୟାବହ ପରିସ୍ଥିତିକୁ ଦେଖି ଦେଶୀବେହେରା ସାହିର ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି। ବ୍ୟବସାୟ ସଂସ୍ଥା ବୁଧବାର ଦିନ ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ବଡ଼ ବଜାରରେ ସମସ୍ତ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଦେଶୀବେହେରା ସାହି ବ୍ୟବସାୟୀ ସଙ୍ଘର ନିଷ୍ପତ୍ତି ଅନୁଯାୟୀ ୧୭ ଦିନ ଯାଏ ବଡ଼ ବଜାରର ସମସ୍ତ ଦୋକାନବଜାର ୨ଟାରୁ ତା’ ପରଦିନ ସକାଳ ୫ ଟା ଯାଏ ବନ୍ଦ ରହିବ। […]

Continue Reading

ଲୋକାର୍ପିତ ହେଲା “ଆମ ଜନଜାତି” ପତ୍ରିକାର ତୃତୀୟ ସଂଖ୍ୟା

ଭୁବନେଶ୍ୱର : ଚୈତ୍ର ପୂର୍ଣ୍ଣିମା ଅବସରରେ ଓଡ଼ିଶାର ପ୍ରଥମ ନିଶୁଳ୍କ ଜନଜାତି ଡିଜିଟାଲ ପତ୍ରିକା “ଆମ ଜନଜାତି”ର ତୃତୀୟ ସଂଖ୍ୟା ଗତ ୨୭ ତାରିଖ ସନ୍ଧ୍ୟାରେ ଲୋକାର୍ପିତ ହୋଇଛି। । ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍ ମୋଡ୍ ରେ ଗୁଗଲ ମିଟ୍ ରେ ଲୋକାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ଶ୍ରୀ ଶଙ୍କର ଓରାମ ଓ ସାରସକଣା ବିଧାୟକ ଡଃ ବୁଢାନ୍ ମୁର୍ମୁ ଉପସ୍ଥିତ ରହି ପତ୍ରିକାର ଲୋକାର୍ପଣ କରିବା ସହ ‘ଶୁଭଦୃଷ୍ଟି’ […]

Continue Reading

ଜିଲ୍ଲାରେ କୋଭିଡ ସଂକ୍ରମଣର ସ୍ଥିତି ସମୀକ୍ଷା କଲା ଜିଲ୍ଲା ବିଜେପି

ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱ ରେ ଜିଲ୍ଲାପାଳଙ୍କ ସହ କୋରନା ସମ୍ୱନ୍ଧରେ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କଲୁ | ଏଥିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଅନୁବ୍ରତ ବେହେରା, କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ସୂତ୍ରଧର, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ହେମରଞ୍ଜନ ବାରିକ ଏବଂ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କ୍ରିଷ୍ଣା ପ୍ରସାଦ ମଣ୍ଡଳ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଯଥା :- କୋଭିଡ ହସ୍ପିଟାଲ ରେ […]

Continue Reading

୨୧ ଜୁଆଡିଙ୍କ ଗିରଫ, ୭୦ହଜାର ଟଙ୍କା, ୧୩ ଟି ମୋବାଇଲ, ୧୨ଟି ବାଇକକୁ ଜବତ

ଜୟପୁର (ମାନସ ରଞ୍ଜନ ହୋତା): ଜୟପୁର ସଦର ଥାନା ଅଞ୍ଚଳରେ ନାଇଟ କର୍ଫ୍ୟୁ ସମୟରେ ଚାଲି ଥିଲା ଜୁଆଡିଙ୍କ ଜୁଆଆଡା। ପେଟ୍ରୋଲିଙ୍ଗ ସମୟରେ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାଙ୍କୁଡଙ୍କ ନେତୃତ୍ବରେ ଏକ ଟିମ ଜୁଆ ଆଡା ଉପରେ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ପୋଲିସ ୨୧ଜଣ ଜୁଆଡିଙ୍କୁ ଧରିବାରେ ସକ୍ଷମ ହୋଇଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି। ଘଟଣା ସ୍ଥଳରୁ ନଗଦ ୭୦ହଜାର ଟଙ୍କା, ୧୩ ଟି ମୋବାଇଲ ଏବଂ ୧୨ଟି ବାଇକକୁ […]

Continue Reading

ତାଞ୍ଜାନିଆରେ ମହୁମାଛି ଆକ୍ରମଣରେ ଓଡିଆ ଇଞ୍ଜିନିୟରଙ୍କ ମୃତ୍ୟୁ

ଭୁବନେଶ୍ୱର: ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ମହୁମାଛି ଆକ୍ରମଣରେ ଜଣେ ଓଡିଆ ଇଞ୍ଜିନିୟର ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ବ୍ରହ୍ମପୁର ସହରର ଅଙ୍କୁଲି ଅଞ୍ଚଳର ଇନ୍ଦିରା ନାଗର ନିବାସୀ ଦିଲୀପ କୁମାର ପାତ୍ର ତାଞ୍ଜାନିଆର ଆଞ୍ଜେଲିକ୍ ଇଣ୍ଟରନ୍ୟାସନାଲ ଲିମିଟେଡରେ କାର୍ଯ୍ୟ କରୁଥିଲେ। ଏପ୍ରିଲ୍ ୨୧ ରେ, ସେ ଶିନିଆଙ୍ଗା ରାଜ୍ୟକୁ ଏକ ଗୋଡାମ୍‌କୁ ଯାଞ୍ଚ ପାଇଁ ଯାଇଥିଲେ। ଯାଞ୍ଚ ସମୟରେ, ଗୋଡାଉନ୍ ଭିତରେ ଥିବା ଏକ ମହୁଫେଣାରୁ ମାରାତ୍ମକ ପୂର୍ବ ଆଫ୍ରିକୀୟ ମହୁମାଛିମାନେ ତାଙ୍କୁ ହଠାତ୍‌ ଆକ୍ରମଣ […]

Continue Reading

ଟିକାକରଣ ପାଇଁ ସିଏମ୍‌ ରିଲିଫ ଫଣ୍ଡ୍‌କୁ ୧ କୋଟି ଟଙ୍କା ପ୍ରଦାନ କରିଛି ଏମ୍‌ଜିଏମ୍ ମିନେରାଲ୍ସ ଲିମିଟେଡ୍‌

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ସହାୟତାର ହାତ ବଢାଇଛି ଏମଜିଏମ୍ ମିନେରାଲ୍ସ ଲିମିଟେଡ୍। ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏମଜିଏମ୍ ମିନେରାଲ୍ସ ଲିମିଟେଡ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରିଛି। କମ୍ପାନୀର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଏବଂ ଡାଇରେକ୍ଟର ସରୋଜ ରାୟ ଆଜି ଏହି ଅର୍ଥରାଶିର ଚେକ୍‌ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି।

Continue Reading

ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି ସଂକ୍ରମଣ, ଖାଲି ଅଛି ୭୦% ବେଡ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ସଂକ୍ରରଣ ୬ ହଜାର ଉପରେ ରହୁଛି । କରୋନା ଓଡ଼ିଶାରେ ପ୍ଲଟୋ ସ୍ଥିତିରେ ରହିଛି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଅର୍ଥାତ ଗତ ୫ ଦିନ ହେବ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି । ସଂକ୍ରମଣ ସଂଖ୍ୟା ପାଖାପାଖି ସମାନ ରହୁଥିଲେ ତାକୁ ପ୍ଲାଟୋ ବୋଲି କୁହାଯାଏ । ଆଗକୁ କଣ ହେବ ତାହା ଏବେଠୁ ନିର୍ଦ୍ଦିଷ୍ଟ ଭାବେ କହିହେବନି । […]

Continue Reading

କାୟା ମେଲାଉଛି କରୋନା; ୩ ଦିନରେ ICUରେ ଭର୍ତ୍ତି ହେଲେ ୩୩୬ ରୋଗୀ

ଭୁବନେଶ୍ୱର: କ୍ରମାଗତ ଚାରି ଦିନ ହେବ ଓଡିଶାରେ ୬୦୦୦ରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସରକାରୀ ତଥା ବେସରକାରୀ କୋଭିଡ ହସ୍ପିଟାଲର ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଏପ୍ରିଲ୍ ୨୦ରେ ୪୧୨ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ମାତ୍ର ତିନି ଦିନ ମଧ୍ୟରେ ୩୩୬ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଯାହା ପାଇଁ ଏହି ସଂଖ୍ୟା ୭୪୮କୁ ବୃଦ୍ଧି […]

Continue Reading