‘ପରୀ’ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ: ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଜିଦରେ ଅଟଳ ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ ଥମୁନି ‘ପରୀ’ ହତ୍ୟା । ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଆଜି ପୁଣି ହୋହଲ୍ଲା କରିଛନ୍ତି ବିରୋଧୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଜିଦରେ ଅଡ଼ି ବସିଛନ୍ତି । ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ନାରାବାଜି ଆରମ୍ଭ କରିଦେଇଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି । ଏହାସହ ଏଶଆଇଟି ତଦନ୍ତ ଦାବି କରୁଛନ୍ତି ବିରୋଧୀ […]

Continue Reading

ଓଡ଼ିଶାର ପ୍ରଥମ ମହିଳା, ରାଜ୍ୟପାଳ ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଯାଇଛି । ରାଜ୍ୟର ପ୍ରଥମ ମହିଳାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ସୁଶୀଳାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଚଳିତ ନଭେମ୍ବର ୨ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ତାଙ୍କ ପତ୍ନୀ ଓ ୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା […]

Continue Reading

ଓଡିଆ ସାହିତ୍ୟ ପୋଡ଼କାଷ୍ଟ୍ “କଥା ଓ କବିତା” ଉନ୍ମୋଚିତ

ଭୁବନେଶ୍ୱର: ଶୁଭଦୃଷ୍ଟି ଇ ପତ୍ରିକା ଦ୍ଵାରା କାହାଣୀ ଏବଂ କବିତା ସଂକଳନକୁ ନେଇ ଆରମ୍ଭ କରାଯାଇଛି ପୋଡ଼କାଷ୍ଟ୍ “କଥା ଓ କବିତା”। ଏହି ପୋଡ଼କାଷ୍ଟ୍ ଟି ଓଡ଼ିଶା ତଥା ବିଶ୍ୱରେ ରହୁଥିବା ସମସ୍ତ ଓଡିଆ ସାହିତ୍ୟ ପ୍ରେମୀ ମାନଙ୍କ ପାଇଁ ଏକ ନୂତନ ପ୍ରୟାସ । ଶୁଭଦୃଷ୍ଟିର ସମ୍ପାଦକ ଏ ପି ଶୁଭକାନ୍ତ ଓ ପ୍ରଭାତ କୁମାର ବଳଙ୍କ ବହୁଦିନର ପ୍ରୟାସ ତଥା ପରିଶ୍ରମର ରୂପ ହେଉଛି “କଥା ଓ କବିତା”। ଏହି ପୋଡ଼କାଷ୍ଟଟିକୁ ବିଭିନ୍ନ ନୂତନ […]

Continue Reading

ନଭେମ୍ବର ୨୧ରୁ ଅନଲାଇନ୍‌ରେ “ମିଡ଼ିଆ ମହାକୁମ୍ଭ”

ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନଲାଇନ୍‌ରେ ଆୟୋଜିତ ହେବାକୁ ଯାଉଛି । ୧୦୦ ରୁ ଅଧିକ ଗବେଷଣାତ୍ମକ ସଂର୍ନ୍ଧଭ ପାଠ ହେବାର କାର୍ଯ୍ୟକ୍ରମ ରହିଛି । ୮୦୦ ରୁ ଉର୍ଦ୍ଧ ଗବେଷକ, ବିଶେଷଜ୍ଞ, ଶିକ୍ଷାବିତ ଏବଂ ଛାତ୍ରଛାତ୍ରୀ ସମ୍ମିଳନୀର ସିଧାପ୍ରସାରଣରେଯୋଗଦେବେ । ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ଚତୁର୍ଥ ସଂଷ୍କରଣର ଇ-ଉଦ୍‌ଘାଟନ ପାଇଁ ଭର୍ଚୁଆଲ ମଂଚ ପ୍ରସ୍ତୁତ । ପୂର୍ବତନ ମୂଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୧ତମ ଜନ୍ମବାର୍ଷିକ […]

Continue Reading

ରାଜନଗର ବୋଇତ ବନ୍ଦାଣରେ କରୋନା ମାଡ଼

ପାଟଣା: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦୁଝର ଜିଲ୍ଲା ରାଜନଗର ସ୍ଥିତ ଶୈବ କାବେରୀ ପୀଠରେ ପ୍ରତିବର୍ଷ ଧୁମ ଧାମରେ ପାଳନ ହୁଏ ବଇତ ବନ୍ଦାଣ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କାବେରୀ ତିଥରେ ସ୍ନାନ କଲେ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଛି । ଏହି ବିଶ୍ୱାସରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାତଃ ୩ ଘଟିକାରୁ ପୀଠରେ ଭିଡ ଜମିବା ସହ ଭଜନ କୀର୍ତ୍ତନ ସମେତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ […]

Continue Reading

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍: ୭୧ ଆସନରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜିଠୁ ବିହାର ବିଧାନସଭା ନିର୍ବାଚନ ନେଇ ମତଦାନ । ପ୍ରଥମ ପର୍ଯ୍ୟାୟରେ ଆଜି ୭୧ଟି ଆସନରେ ଭୋଟ୍ ନିଆଯାଉଛି । ମୈଦାନରେ ଅଛନ୍ତି ୧ ହଜାର ୬୬ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୫୨ ଜଣ ପୁରୁଷ ଓ ୧୧୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଦୁଇ କୋଟିରୁ ଅଧିକ ଭୋଟର । ଆଜି ହେବାକୁ ଥିବା ୭୧ଟି ଆସନରୁ ନୀତିଶ କୁମାରଙ୍କ ଜେଡିୟୁ ୩୫ଟି ପ୍ରାର୍ଥୀ ଦେଇଥିବା ବେଳେ […]

Continue Reading

ରାଜଧାନୀ ଛାତି ଉପରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବଢିଚାଲିଛି ଅପରାଧିକ ମାମଲା। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳର ବସଷ୍ଟାଣ୍ଡ ନିକଟରେ ଥିବା ଏକ ଢାବା ମ୍ୟାନେଜର ଜଣେ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଛାତି ଉପରେ ଅକ୍ଟୋବର ୨୫ ତାରିଖ ସନ୍ଧ୍ୟାରେ ଘଟିଛି ଏହି ଛାତିଥରା ଘଟଣା। ଅଭିଯୁକ୍ତ ମ୍ୟାନେଜର ଜଣଙ୍କ ​​ଭୁବନେଶ୍ୱରର ୟୁନିଟ୍ -୩ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାମ ସୁକାନ୍ତ ନାୟକ ବୋଲି ସୂଚନା ମିଳିଛି। ପୋଲିସର ସୂଚନାନୁଯାୟୀ, ଏହି ଗରିବ […]

Continue Reading

ଆଜି ବିଜୟାଦଶମୀ; ଅଧର୍ମ ଉପରେ ହେବ ଧର୍ମର ବିଜୟ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଉତ୍ସବ। ଆଜିର ଏହି ପଵିତ୍ର ଦିନ ବିଜୟାଦଶମୀ ନାମରେ ଜଣା। ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ପରିସ୍ଥିତି ସାମାନ୍ୟ ଥିଲେ ରାଜ୍ୟବ୍ୟାପୀ ମହା ଆନନ୍ଦ ଉଲ୍ଲାସରେ ବିଜୟାଦଶମୀ ଉତ୍ସବ ପାଳନ ହୋଇଥାନ୍ତା। ସକାଳୁ ସକାଳୁ ପୂଜାମଣ୍ଡପ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା। ତଥାପି ମଧ୍ୟ ବିନା ଭକ୍ତରେ ମଣ୍ଡପ ଗୁଡିକରେ ପାରମ୍ପରିକ ରୀତିନୀତି […]

Continue Reading

ଓଡ଼ିଶା ବିକାଶରେ ନବୀନ ପଟ୍ଟନାୟକ ଏକ ମାଇଲ ଖୁଣ୍ଟ

ଭୁବନେଶ୍ୱର: ରାଜ୍ୟରେ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ଦୃଶ୍ୟପଟରେ ଅଚାନାକ ଆର୍ବିଭାବ ହୋଇଥିଲେ । ସେତେବେଳେ ଓଡ଼ିଶାବାସୀ ତାଙ୍କୁ ଏତେ ଚିହ୍ନିନଥିଲେ । ସେ ବି ବୋଧେ ଓଡ଼ିଶାକୁ ଭଲଭାବେ ଜାଣିନଥିଲେ । ଏହାରି ଭିତରେ ବିତିଯାଇଛି ୨୦ ବର୍ଷ । ଏହି ସମୟ ଭିତରେ ସାଢ଼େ ଚାରି କୋଟି ଓଡ଼ିଆ ତାଙ୍କର ପରିବାର ପାଲଟି ଯାଇଛନ୍ତି । ସେମାନଙ୍କ ଖୁସିରେ […]

Continue Reading

ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବ୍ରଜରାଜନଗର: ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ଏବେ ସେ ବିଳାସପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ ଅନୁପଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ । ଦୁଇ ମାସ ଜାମିନରେ ବାହାରିବା ପରେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାୟଗଡ଼ ଜିଲ୍ଲାରେ ଘଟିଥିବା ଡବଲ୍ ମର୍ଡର ମାମଲାରେ ଅନୁପ ସାଏଙ୍କୁ […]

Continue Reading