ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

କେନ୍ଦୁଝର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲର ମୃତ୍ୟୁ ନେଇ ଗର୍ଜିଲା କେନ୍ଦୁଝର ଏବିଭିପି । କେନ୍ଦୁଝର ଏବିଭିପି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ବିକ୍ଷୋଭ ପଦର୍ଶନ କରିଛନ୍ତି । ଝରାଫୁଲର ମୃତ୍ୟୁ ନେଇ ତଦନ୍ତ ବାଟ ବଣା ହୋଇଥିବା ଅଭିଯୋଗ କରିଛି ଏବିଭିପି । ଏହା ସହ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ନାରୀ ସୁରକ୍ଷାକୁ ଦୃଷ୍ଟି ଦେବାକୁ ଦାବି କରିଛି ବିଦ୍ୟାର୍ଥୀ ପରିଷଦ । କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ସ୍ଲୋଗାନ ଦେବା […]

Continue Reading

ଆଜି ବି କାଦୁଅ ମାଟି

ରାଜନଗର/ପାଟଣା: ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ନା ଅଛି ଭଲ ରାସ୍ତା ନା ମିଳୁଛି ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ, ନା ବର୍ଷା ଜଳ ନିଷ୍କାସନ ପାଇଁ ରହିଛି କୌଣସି ଡ୍ରେନ ବ୍ୟବସ୍ଥା । ଏପରି ଏକ ଗ୍ରାମ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ । ସୂଚନା ମୁତାବକ, ଗ୍ରାମରେ 3 ଟି ସାହି ରହିଥିବାବେଳେ କୌଣସି ସାହି ମଧ୍ୟକୁ ଭଲ ରାସ୍ତାଟିଏ ନାହିଁ । ପୁରୁଣା […]

Continue Reading

ଅପାରଗ ପ୍ରଶାସନର ଭଙ୍ଗା ରାସ୍ତା ଯୋଜନା !

ଗ୍ରାମରେ ନାହିଁ ଭଲ ରାସ୍ତା ରାସ୍ତା ଉପରେ ପଡ଼ିରହିଛି ବାଲି ଓ ପଥର ବର୍ଷା ଟିକେ ହେଲେ ରାସ୍ତା ଉପରେ ଜମି ରହୁଛି ପାଣି ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବ ପିଇବା ପାଣି ପାଇଁ ଗୋଟିଏ ହିଁ ସ୍କୁଲ ନଳକୂଅ ଭରଷା ତୁରୁମୁଙ୍ଗା : ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ସରକାର ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ କରି ନିର୍ବାଚନ […]

Continue Reading

ସୋନପୁର ସବୁଠୁ ଥଣ୍ଡା ସହର, ୧୦ଟି ସହରରେ ୧୫ ଡିଗ୍ରୀରୁ କମ୍ ତାପମାତ୍ରା

ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଥଣ୍ଡା । ଫୁଣି ଥରେ ଫେରିଲା ଶୀତ । ପାଖାପାଖି ଅଧା ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି । ୧୨ଟି ସହରରେ ପାରଦ ୧୫ ଡିଗ୍ରୀ କିମ୍ୱା ତାଠାରୁ କମ୍ ରେକର୍ଡ କରାଯାଇଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲାରେ ଶୀତ ଥରାଇଲାଣି । ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ସେଲସିୟସ୍ ତାମପାତ୍ରା ରେକର୍ଡ […]

Continue Reading

ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି । ତତ୍କାଳ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ ନିର୍ଦ୍ଦେଶନାମ ଜାରି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ତେବେ ଏସମ୍ପର୍କରେ ପ୍ରଦୀପଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଗତ କିଛି ଦିନ ହେବ […]

Continue Reading

ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା

ଭୁବନେଶ୍ୱର: ବିଧାନସଭା ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା । ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା । ଲାଗିଲା କଟକଣା । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ସିଲ୍ କରିଛି ପୋଲିସ । ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଭଳି ଘଟଣା ଘଟିବା ପରେ ଏଭଳି କଟକଣା ଜାରି କରିଥି କମିଶନରେଟ୍ ପୋଲିସ । ଏହି ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ପୋଲିସ କଡ଼ା ନଜର ରଖିବ । ବିଶେଷ କରି ବ୍ୟାଗ […]

Continue Reading

କୋରାପୁଟରୁ ପୁଣି ଜବତ ହେଲା ୨୧୧ କେଜିର ଗଞ୍ଜେଇ : ଜଣେ ଗିରଫ

ସୁନାବେଡ଼ା: ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଧରପଗଡ଼ରେ ତତ୍ପରତା ଦେଖାଇଛି ପୋଲିସ ବିଭାଗ। ପ୍ରତିଦିନ ପ୍ରାୟ ଗଞ୍ଜେଇ ଜବତ ଖବର ଆସୁଥିବା ବେଳେ କୋରାପୁଟ ଜିଲ୍ଲାର ସୁନାବେଡା ଅଞ୍ଚଳରୁ ଜବତ ହୋଇଛି ପ୍ରାୟ ୨୧୧ କେଜି ଗଞ୍ଜେଇ। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇସୁନାବେଡ଼ା ପୁଲିସ୍ ପନ୍ଥିକା ନିକଟରେ ଚଢଉ କରି ସ୍ଥାନୀୟ ଗଞ୍ଜେଇ ମାଫିଆ ଗୋବିନ୍ଦ ଖରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ଗୋବିନ୍ଦଙ୍କ ନିକଟରୁ ୨୧୧କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ […]

Continue Reading

ବଡ଼ ଠାକୁରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ; ଯୋଦ୍ଧା ବେଶରେ ଚତୁର୍ଦ୍ଧା ମୂର୍ତ୍ତି

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ପରେ ଘଟିଛି ମହା ସଂଯୋଗ। ଅପୂର୍ବ ରୂପ, ଅସାଧାରଣ ଲୀଳା। ଆଜି ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ବୀର ବେଶରେ ସଜେଇ ହେବେ ବଡ଼ ଠାକୁର। ଯୋଦ୍ଧା ସାଜିବେ କଳାଠାକୁର। ଅସ୍ତ୍ରଶସ୍ତ୍ର ଧରିବେ ଚତୁର୍ଦ୍ଧା ମୂର୍ତ୍ତି। ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।ଏହି ବେଶ ଅତ୍ଯନ୍ତ ପୁରୁଣା ନହେଲେ […]

Continue Reading

ବୀର ବେଶରେ ମହାପ୍ରଭୁ: ବାଲିରେ ଶୋଭାପାଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ

ପୁରୀ: କରୋନା ଏଥର ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣଗାର ଟାଣିଲା । ଶ୍ରୀଜିଉଙ୍କର ଦୁର୍ଳଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । କିନ୍ତୁ ବାଲିରେ ମହାପ୍ରଭୁଙ୍କ ଏହି ବୀର ବେଶକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଶ୍ରୀଜିଉମାନଙ୍କର ଦୁର୍ଳଭ ନାଗାର୍ଜୁନ ବେଶକୁ ବାଲିରେ ନିର୍ମାଣ କରିଛନ୍ତି । ବାଲିରେ ଶୋଭା ପାଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ । ବଡ଼ଦେଉଳରେ ଭକ୍ତ ସିନା ମହାପ୍ରଭୁଙ୍କ ଏହି ବେଶ […]

Continue Reading

ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲା ନାବାଳିକା; କାରଣ ଅସ୍ପଷ୍ଟ

ଯାଜପୁର: ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ୧୦ମ ଶ୍ରେଣୀ ଛାତ୍ରୀ। ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କଷାପା ପଞ୍ଚାୟତର କମାଳପୁର ଗାଁରେ। ୧୪ ବର୍ଷର ଏହି ନାବାଳିକା ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ସୂଚନାନୁସାରେ ମୃତ ନାବାଳିକା ହେଉଛନ୍ତି ଉକ୍ତ ଗ୍ରାମର କ୍ଷୀରୋଦ ଚନ୍ଦ୍ର ସାମଲଙ୍କ ଝିଅ କାଜଲ ସାମଲ। ସେ ସ୍ଥାନୀୟ ପଲ୍ଳାସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ ଶ୍ରେଣୀରେ […]

Continue Reading