ସଡକ ଦୁର୍ଘଟଣାରେ ଜଣେ ମୃତ
ତାଳଚେର : ତାଳଚେର ସ୍ଥିତ ୧୪୯ ନମ୍ବର ଜାତୀୟ ରାଜପଥ ଗୋଡିବନ୍ଧ ବଙ୍ଗାରୁ ଜୁର ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ । ମୃତକ ହେଲେ ରାଧାରମଣ ପୁର ଗ୍ରାମର ତଅଁଳୁ ଗଡନାୟକ (୬୦)। ଖବରରୁ ପ୍ରକାଶ ମୃତକ ଗଡନାୟକ ଭୋର ସକାଳୁ ଜମିକୁ ଯିବା ସମୟରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ ହୋଇଥିଲା । ଦୃଘଟଣା ଖବର ପାଇଁ ନିକଟସ୍ଥ ଗ୍ରାମବାସୀ ଭାରୀ ଗାଡ଼ି ଯିବା […]
Continue Reading
