ଜଣେ ହାରି ନ ଥିବା ଚାଷୀର କାହାଣୀ

ଭୁବନେଶ୍ୱର : ଦିନ ଥିଲା, ଚାଷ ସିନା କରୁଥିଲେ କିନ୍ତୁ ସଫଳ ଚାଷୀ ହୋଇପାରି ନ ଥିଲେ । ଧାନ କେଣ୍ଡା ବିଲରେ ହସିଲା ବେଳକୁ ରୋଗ ପୋକ ଦାଉ ସାଜୁଥିଲା । କେତେବେଳେ ପତ୍ର ମୋଡା ରୋଗ ତ କେତେବେଳେ କାଣ୍ଡବିନ୍ଧା । ଏମିତିକି ସେଥିରେ କି ସାର ପ୍ରୟୋଗ କରିବେ ସେ ନେଇ ମଧ୍ୟ ଧାରଣା ନ ଥିଲା । କିନ୍ତୁ ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ବରଗଡର ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଚିଚିନ୍ଦ୍ରା […]

Continue Reading

ଦଳ ଛାଡିବାର ପ୍ରଶ୍ନ ଉଠୁନି: ରବିନ୍ଦ୍ର ଜେନା

ବାଲେଶ୍ୱର: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା । କହିଛନ୍ତି ନିଜ ପାଇଁ ଆଉ ମାଗିବେନି ଭୋଟ୍ । ଏପରିକି ଗତ ଜାନୁଆରୀ ମାସରୁ ସେ ଏନେଇ ଘୋଷଣା କରିସାରିଥିବା ସୂଚନା ଦେଇଛନ୍ତି । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ସେ ପ୍ରବଳ ଦାବିଦାର ଥିବା ଚର୍ଚ୍ଚା ହେଉଥିଲା । ଏପିରିକି ତିନିତିନି ଥରର ବିଧାୟକ ଜୀବନ ପ୍ରଦୀପ ଦାସ ଗୋଷ୍ଠୀ ସହ ରବି ଜେନା ଗୋଷ୍ଠୀର ଛକାପଂଝା […]

Continue Reading

୪ ଦିନ ହେଲା ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ

ରାଜନଗର: ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ । ଦୀର୍ଘ ୪ ଦିନ ହେବ ଉଭୟଙ୍କ ମୃତଦେହ ପଡିଛି ରହିଛି । ଗ୍ରାବବାସୀ ଶବସତ୍କାର କରୁନଥିବାରୁ ସେଥିରୁ ଦୁର୍ଗନ୍ଧ ମଧ୍ୟ ବାହାରିଲାଣି । ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଚଂଳରେ ମହୁଲିଆ ମାଣପଡ଼ାରେ । ତେବେ କେଉଁ ପରିସ୍ଥିତିରେ ମା’-ଝିଅଙ୍କ ମୃତ୍ୟୁ ହୋଇଛି ସେ ନେଇ ରାଜନଗର ପୋଲିସ ତଦନ୍ତ […]

Continue Reading

ମୃତକଙ୍କ ହେବନି କରୋନା ପରୀକ୍ଷା

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ହେବନି କୋଭିଡ ଟେଷ୍ଟ । ମୃତକଙ୍କ କରୋନା ପରୀକ୍ଷା ନକରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଅଯଥାରେ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ । ଏଥିସହ ଯେଉଁ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଂଟା ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ […]

Continue Reading

OJEE ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ । ଏଥିପାଇଁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ରଖାଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍ ଫି’ ଜମା ପାଇଁ ଡେଡଲାଇନ୍ ରହିଛି । www.ojee.nic.in ଓ www.ojee.nic.inରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ମୋଟ […]

Continue Reading

ପାଞ୍ଚଶହ ଲିଟର ଦେଶୀ ମଦ ଜବତ, ୧ ଗିରଫ

ଅନଗୁଳ : ଅନଗୁଳ ଥାନା ଅନ୍ତର୍ଗତ ଜରାସିଂଗା ଗ୍ରାମ ନିକଟରେ ପାଞ୍ଚଶହ ଲିଟର ଦେଶୀ ମଦ ଜବତ ସମେତ ୧ ଗିରଫ ହୋଇଛି l ଘଟଣାରୁ ପ୍ରକାଶ ଯେ ଢେଙ୍କାନାଳ ଜିଲ୍ଲା ଆମ୍ବପଳାସ ଠାରୁ OD-05k-7213 ଏକ ବୋଲେରୋ ଗାଡି ଯୋଗେ ପାଞ୍ଚଶହ ଲିଟର ଚୋରା ଦେଶୀ ମଦ ସହ ଅନଗୁଳ ଆଡକୁ ଆସୁଥିଲା l ଅବକାରୀ ବିଭାଗ କୈଣସି ସୂତ୍ରରୁ ସୂଚନା ପାଇ ପୁରୁଣା ଜରାସିଂଗା ନିକଟରେ ମୋବାଇଲ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରିଙ୍କ ନେତୃତ୍ୱରେ […]

Continue Reading

ଓଙ୍କାର ଟିଭି ଚେୟାରମ୍ୟାନଙ୍କ ଦେହାନ୍ତ

କେନ୍ଦ୍ରାପଡା : ଏଲଆଇସି ମୁଖ୍ୟ ମାର୍ଗଦର୍ଶକ ଅର୍ଥାତ ତୁଳସୀକ୍ଷେତ୍ର ସାପ୍ତାହିକ ଖବରକାଗଜର କାର୍ଯ୍ୟ ନିର୍ବାହୀ ସମ୍ପାଦକ, ଓଁକାର ଟିଭି ଚେୟାରମ୍ୟାନ , କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ପୂଜକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପ୍ରେଟିଭି ସୋସାଇଟିର ମୁଖ୍ୟ ଜୀବନ ବୀମା ପରାମର୍ଶଦାତା କମଳକାନ୍ତ ସୁଆରଙ୍କ କରୋନାରେ ପରଲୋକ । ତାଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ହେବା ସହ ଶ୍ବାସ ନେବାରେ କଷ୍ଟ ଅନୁଭବ […]

Continue Reading

ପ୍ରେମାନନ୍ଦଙ୍କ ପରେ ଆଖି ବୁଝିଲେ ସ୍ତ୍ରୀ

ପୁରୀ: ସ୍ୱାମୀଙ୍କ ମୃତ୍ୟୁକୁ ୪୮ ଘଣ୍ଟା ନପୁରୁଣୁ ଚାଲିଗଲେ ସ୍ତ୍ରୀ। ୨ ଦିନ ତଳେ ଆଖି ବୁଜିଥିଲେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର। ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ପରିବାର ତରଫରୁ ମିଳିଥିବା ସୂଚନାନୁଯାୟୀ, ବିନୋଦିନୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସ୍ୱାମୀ ପ୍ରେମାନନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି […]

Continue Reading

କଟକ ଏନଏଚ-୧୬ରେ ଥିବା ନଦୀ ପୋଲରେ ଗାଡି ଚଳାଚଳ ଉପରେ କଟକଣା

କଟକ: ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଏନଏଚ-୧୬ରଥରେ ଥିବା ବ୍ରିଜ୍‌ ଉପ‌େ‌ର ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ୬ ଦିନ ଦିନ ୧୧ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଉକ୍ତ ବ୍ରିଜ୍‌ ଉପରେ ଯାନବାହନ ଚଳାଚଳ କରିବା ନେଇ କମିସନରେଟ୍‌ ପୁଲିସ ପକ୍ଷରୁ କଟକଣା କରାଯିବା ସହିତ ଡାଇଭରସନ୍ କରାଯିବ ବୋଲି ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ଏକ ନିର୍ଦେଶନାମା ଜାରି କରିଛନ୍ତି। ଜାତୀୟ ରାଜପଥ ନଂ-୧୬ର ‌ଦ୍ବୖେତନଗରୀରେ ଭୁବନେଶ୍ବରରୁ କଟକ ଯିବା ବେଳେ […]

Continue Reading

ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ସଂଜୁ ମାଝିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସବଡେଗାର ଟୁଙ୍ଗରିପଡ଼ାର ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ବିବାହିତ ଯୁବକ ସଂଜୁଙ୍କୁ ପ୍ରେମଜାଲରେ ଫସାଇ ଗର୍ଭବତୀ କରିଥିଲେ। ଗତକାଲି କୌଣସି କଥାକୁ […]

Continue Reading