ଯୁବକର ମୃତଦେହ ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କାଉଡୋଳା ଗ୍ରାମର ସୁଧୀର ସତନାମୀ (୨୫) ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିପାର୍ଶିକ ଅବସ୍ଥା ଦେଖି ଏହା ଆତ୍ମହତ୍ୟା ବୋଲି ଜଣା ପଡିଛି । ଖବର ପାଇ ଆମପାଣି ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ପରେ ଶବ ଜବତ କରି କୋକସରା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ […]

Continue Reading

କାଠ ଚୋରିରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ରବିବାର ଭୋର ସକାଳୁ ବନବିଭାଗର କର୍ମଚାରୀ ମାନେ ଚୋରା ଚାଲାଣ ହେଉ ଥିବା ୩୪ ଟି ଶାଳ କାଠ ପଟାକୁ ଜବତ କରିବା ସହ ଚୋରା ଚାଲାଣରେ ସଂପୂର୍କ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଠାକୁରମୁଣ୍ଡା ରେଞ ଅଫିସ କେଶ ନମ୍ବର ୯୫ ଅନୁଯାୟୀ କୋର୍ଟକୁ ଚାଲାଣ କରିଥିବାର ବନବିଭାଗ ଠାରୁ ଜଣା ଯାଇଛି। ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ […]

Continue Reading

ସାବୁନ ବୋଝଇ ଟ୍ରକ ଦୃଘଟଣା, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ଘାଟୀରେ ମଧ୍ୟ ରାତ୍ରିରେ ସାବୁନ ବୋଝେଇ UP-20T 0095 ନମ୍ବର ବିଶିଷ୍ଟ ୧୨ ଚକିଆ ଟ୍ରକ ହରିଦ୍ବାରରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ହେଲପର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୋଡଭଙ୍ଗା ଘାଟୀ ଅଣଓସାରିଆ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ଏହି ରାସ୍ତା ଦେଇ କଲିକତା ଅଭିମୁଖେ ପ୍ରତ୍ୟକ ଦିନ […]

Continue Reading

ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର,ଢେଙ୍କାନାଳ, ଯାଜପୁର, କଟକ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକରେ ବିଭାଗ ପକ୍ଷରୁ ଦିନ ୧୦ ଟା […]

Continue Reading

ଆରପାରିରେ ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ। କରୋନା ଆକ୍ରାନ୍ତ ହେବା ପରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ଶ୍ରୀ ମହାନ୍ତି। ସୋମବାର ୯୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ବଡ଼ଭାଇ’ ନାମରେ ସାରା ରାଜ୍ୟରେ ଅତି ପରିଚିତ ନଦିଆ ମହାନ୍ତି ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ। ଛାତିରେ କଫ ଜମାଟ ବାନ୍ଧିବାରୁ ଶ୍ଵାସକ୍ରିୟାରେ ମଧ୍ୟ ତାଙ୍କୁ ସମସ୍ୟା ହେଉଥିଲା। ପରୀକ୍ଷା ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ […]

Continue Reading

ଫୁଲପଡା ଛକରେ ବିଜେପି ନୂତନ କାର୍ଯ୍ୟାଳୟ ଉଦଘାଟନ

ଅନୁଗୋଳ : ଗତ ରବିବାର ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଛକ ଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଜେପି ଯୁବନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ। ନୂତନ କାର୍ଯ୍ୟାଳୟରେ ବ୍ରାହ୍ମଣ ଦ୍ୱାରା ହୋମ ଯଜ୍ଞ ହୋଇ ଶୁଭ ଉଦଘାଟନ ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଫୁଲପଡା ପଂଚାୟତର କିଛି ବିଜେଡି କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ମହୀଧରପୁର […]

Continue Reading

କରୋନାରେ ଆଖି ବୁଜିଲେ ଖଣ୍ଡଗିରି ଥାନା ଏଏସ୍‌ଆଇ

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଶିଶିର କୁମାର ସେଠୀଙ୍କ ମୃତ୍ୟୁ ହୋଇଛି । ସେ କରୋନା ଲଢ଼େଇରେ ହାରିଯାଇଛନ୍ତି । ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କୁ ହରାଇଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସେ ଜଣେ ଭଲ ଅଫିସର ଥିଲେ । ସଦାସର୍ବଦା ନିଜ ଉଲ୍ଲେଖନୀୟ […]

Continue Reading

ଓଡିଶାରେ ୧.୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୯୧୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସମସ୍ତ ପଜିଟିଭଙ୍କ ମଧ୍ୟରୁ ୨୩୪୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୫୬୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏଥିମଧ୍ୟରେ […]

Continue Reading

ଯୁବ ପୋଲିସ ସବଇନିସପେକ୍ଟରଙ୍କ ମହାନତା

କେନ୍ଦ୍ରାପଡା : କେନ୍ଦ୍ରାପଡା ଟାଉନ ଥାନାର ଯୁବ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ମହାନତା ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟିଛି । ୧୦୮ ଆମ୍ବୁଲାନ୍ସ ପହଁଚିବାରେ ବିଳମ୍ବ ହେବାରୁ ଦୁର୍ଘଟଣା ସ୍ଥଳରୁ ଆହତ ୨ଯୁବକଙ୍କୁ ପୋଲିସ ଗାଡିରେ ନେଇ ଡାକ୍ତରଖାନାରେ ପହଁଚାଇଥିଲେ ପୋଲିସ ସବଇନିସପେକ୍ଟର ଶ୍ରୀ ବିଶ୍ୱାଳ । ପୋଲିସ ପ୍ରତି ସାଧାରଣରେ ଥିବା ପୂର୍ବର ମନୋଭାବ ବଦଳାଇବାକୁ ବାଧ୍ୟ କରିଛି ଏଭଳି ଘଟଣା । […]

Continue Reading

ଆଜିଠୁ ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ପୂର୍ବତଟ ରେଳବାଇ (ଇକୋର) ପକ୍ଷରୁ ଶନିବାର ଦିନ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏକ ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧାରୁ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର ସନ୍ଧ୍ୟା ୬:୪୦ ରେ ଚାଲିବ ଏବଂ ଅହମ୍ମଦାବାଦରୁ ପ୍ରତି ସୋମବାର, ଗୁରୁବାର, ଶନିବାର ଏବଂ ରବିବାର ସନ୍ଧ୍ୟା ୬:୪୦ ରେ ଛାଡିବ। ଅନ୍ୟ ଏକ ଟ୍ରେନ୍ ପ୍ରତି ରବିବାର ଖୋର୍ଦ୍ଧାରୁ ସେପ୍ଟେମ୍ବର ୧୩ରୁ ସକାଳ ୧୦:୪୦ରେ ଛାଡିବ ଏବଂ ସେପ୍ଟେମ୍ବର ୧୬ରୁ ପ୍ରତି ବୁଧବାର […]

Continue Reading