ଜେଇଇ ମେନ ପରୀକ୍ଷାରେ ଓଡିଶା ଟପ୍ପର ହେଲେ ସୌରଭ ସୌମ୍ୟକାନ୍ତ ଦାସ

ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଫଳ । ପରୀକ୍ଷାରେ ୨୪ଜଣ ଛାତ୍ରଛାତ୍ରୀ ଟପ୍ପର୍‌ ତାଲିକାରେ ରହିଛନ୍ତି। ମାତ୍ର ଏଥିରେ ଓଡ଼ିଶାରୁ କୌଣସି ଛାତ୍ରଛାତ୍ରୀ ଏଥିରେ ସ୍ଥାନ ପାଇନଥିବାବେଳେ ତାଲିକାରେ ତେଲେଙ୍ଗାନାରୁ ସର୍ବାଧିକ ୮, ଦିଲ୍ଲୀରୁ ୫, ରାଜସ୍ଥାନରୁ ୪, ଆନ୍ଧ୍ରପ୍ରଦେଶରୁ ୩, ହରିଆଣାରୁ ୨, ମହାରାଷ୍ଟ୍ର ଓ ଗୁଜୁରାଟରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀ ରହିଛନ୍ତି। ଓଡିଶା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌରଭ ସୌମ୍ୟକାନ୍ତ ଦାସ ଟପ୍ପର ହୋଇଛନ୍ତି। jeemain.nta.nic.inରୁ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ। ଜେଇଇ […]

Continue Reading

ରାଜ୍ୟରେ ଦିନକରେ ୫୦ ହଜାରରୁ ଅଧିକ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୦ ହଜାର ୯୭୯ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୩,୨୧୩ ଜଣଙ୍କର ଆଣ୍ଟିଜେନ, ୭୬୦୬ଟି ଆରଟି-ପିସିଆର୍ ଓ ୧୬୦ ଟି ଟ୍ରୁନଟ୍ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Continue Reading

+୨ ଖାତା ରିଚେକିଂ ଆବେଦନ ଆରମ୍ଭ

ଭୁବନେଶ୍ୱର: +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧୧ ରୁ ୨୫ ସେପ୍ଟେମ୍ବର ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ର ୱେବସାଇଟ୍ ଜରିଆରେ ଅନଲାଇନରେ ଉତ୍ତର ବୁକଲେଟର ରିଚେକିଂ ପାଇଁ ଆବେଦନ କରିପାରିବେ। ପୁନଃ ମୂଲ୍ୟାୟନ ଫିସ୍ ବାବଦକୁ ଛାତ୍ରଛାତ୍ରୀ ମାନେ ୨୦୦ ଟଙ୍କା ଦାଖଲ କରିବେ। ବିଜ୍ଞପ୍ତି ଅନୁଯାୟୀ ଯଦି କେହି ଛାତ୍ରଛାତ୍ରୀ ଅନଲାଇନ୍ ମୋଡ୍ ମାଧ୍ୟମରେ ମାର୍କର ପୁନ-ଯାଞ୍ଚ/ରି- ଆଡିସନ କରିବାକୁ ଚୟନ କରନ୍ତି, ତେବେ ସେମାନଙ୍କୁ ଏସଏମଏସ […]

Continue Reading

ବାଲେଶ୍ବରରେ ହେବ ଆଉ ଗୋଟିଏ କୋଭିଡ ହସ୍ପିଟାଲ

ବାଲେଶ୍ବର: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଠାରେ କୋଭିଡ ପରିଚାଳନାର ସମୀକ୍ଷା କରିବା ପରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଶୁକ୍ରବାର ଦିନ ସୂଚନା ଦେଇ କହିଛନ୍ତି ଯେ ନୂଆ ଡାକ୍ତରଖାନାରେ ଆଇସିୟୁ ଏବଂ ଓଟି ସୁବିଧା ସହିତ ୧୦୦ଟି ବେଡ୍ ରହିବ। ଏତଦ୍ ବ୍ୟତୀତ ଜରୁରୀ କାଳୀନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଉ ୧୦ ଜଣ ନର୍ସଙ୍କୁ […]

Continue Reading

ବଜ୍ରାଘାତରେ ୧୪ ଗାଈ ମୃତ

ଅନୁଗୁଳ : ଅନଗୁଳ ଜିଲ୍ଲା କଁଣିଆ ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ସୁଲେଇପାଳ ଗ୍ରାମରେ ଅଭାବନୀୟ ଘଟଣା । ସ୍ଥାନୀୟ ବ୍ରାହ୍ମଣି ନଦୀ କୂଳରେ ଥିବା ଏକ ଆମ୍ବ ତୋଟା ନିକଟରେ ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟରେ କିଛି ଗାଈ ଚୋରୁ ଥିବା ସମୟରେ ଏକ ବଜ୍ରାଘାତ ହୋଇଥିଲା । ଯେଉଁଥିରେ ୧୪ ଟି ଗାଈ, ବଳଦ ମୃତୁବରଣ କରିଥିଲେ କିନ୍ତୁ ଭଗବାନଙ୍କ କୃପାରୁ ଗାଈ ଚରାଳି ଘଟଣା ସ୍ଥଳରୁ କିଛି ଦୂରରେ ବିଶ୍ରାମ କରୁଥିବାରୁ […]

Continue Reading

ଅକ୍ଟୋବରରେ ଖୋଲିବ ନନ୍ଦନକାନନ!

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏ ନେଇ ଆଜି ନିର୍ଦ୍ଦେଶକ ଶଶୀ ପଲ୍ ସୂଚନା ଦେଇଛନ୍ତି । କୋଭିଡ ନିୟମ ଭିତରେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ନିର୍ଦ୍ଦିଷ୍ଟ କେଉଣ ଦିନରେ ଖୋଲିବ, ଏକ ସଙ୍ଗରେ କେତେ ପର୍ଯ୍ୟଟକ ଭିତରକୁ ଯାଇପାରିବେ ସେ ନେଇ ନିଷ୍ପତ୍ତି ନିଆଯାଇନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରୁ ନନ୍ଦନକାନନକୁ ବନ୍ଦ ରଖାଯାଇଛି ।

Continue Reading

କଟକଣା ନାମରେ ପ୍ରବେଶରୋଧ କରୁଛି ପ୍ରଶାସନ

ହିଞ୍ଜିଳିକାଟୁ (ପ୍ରଶାନ୍ତ କୁମାର ରଣା): କଟକଣା ନାମରେ ବ୍ରହ୍ମପୁରକୁ ପ୍ରବେଶ କରାଇ ଦେଉନି ପ୍ରଶାସନ । ଗଞ୍ଜାମ ଜିଲ୍ଳା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ 72 ବର୍ଷୀୟ ବୃଦ୍ଧା ମା ଅପସରି ଜେନା ଆଜି ବୁଧବାର ସକାଳେ ବ୍ରହ୍ମପୁର ବିଲସାହି ସ୍ଥିତ ନିଜ ବାସଭବନରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ବିଧାୟକଙ୍କ ଉପରେ ପୂର୍ବରୁ ବ୍ରହ୍ମପୁର ନ ଆସିବାକୁ ଲାଗିଥିବା କଟକଣା ଯୋଗୁଁ ନିଜ ମାଙ୍କ ଶେଷ ଦର୍ଶନ ପାଇଁ ଆସିପାରୁ ନାଁହାନ୍ତି ବିଧାୟକ । […]

Continue Reading

ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ କର୍ମଚାରୀ

ଶୁକୃଳି : ଭିଜିଲାନ୍ସ ଜାଲରେ ଶୁକୃଳି ଉଦ୍ୟାନ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଲାଞ୍ଚ ନେଉଥିବା ସମୟରେ ରେଡ ହାଂଡେଡ଼ ଧରିଲା ଭିଜିଲାନ୍ସ । ଆଜି ଦିନ ୧୨ଟା ସମୟରେ ବାରିପଦା ଭିଜିଲାନ୍ସ ଟିମ୍ ଶୁକୃଳି ଉଦ୍ୟାନ ବିଭାଗୀୟ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅଧିକାରୀ ମନୋଜ ସାହୁ ୬୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡିଯାଇଥିଲେ । ସୂଚନା ମୁତାବକ ଚତୁରଞଳୀ ପଞ୍ଚାୟତ ବଡ଼ ପାଣି ଗ୍ରାମର ଚନ୍ଦ୍ରମୋହନ ବୈପାଇ (ଉଦ୍ୟାନ […]

Continue Reading

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ପାହାଡାହାଣ୍ଡି : ମଇଦଲପୁର ପୁଲିସକୁ ବଡ଼ ସଫଳତା । ପାପଡାହାଣ୍ଡି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମ ନିକଟରୁ ମଇଦଲପୁର ପୁଲିସ ଏକ କାରରୁ ଗଞ୍ଜଇ ଜବତ କରିଛି । ପୁଲିସର ଚଢ଼ାଉ ସମୟରେ କାର୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜବତ ଗଞ୍ଜଇ ଆସନ୍ତାକାଲି ଓଜନ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଆଜି ସକାଳ ମଇଦଲପୁର ପୁଲିସ ପକ୍ଷରୁ ଥାନା ସମ୍ମୁଖରେ ଯାନବାହନ ଯାଞ୍ଚ କରିଥିଲା […]

Continue Reading

ତାତିଲେ ଚାଷୀ, ଘେରିଲେ କାର୍ଯ୍ୟାଳୟ

ଚାନ୍ଦବାଲି : କୃଷିବିମା ଛାଡ଼ ଟଙ୍କା ନମିଳିବାରୁ ଚାଷୀ ମାନଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଭଦ୍ରକ ଚାନ୍ଦବାଲି ବ୍ଲକର ଓରାସାହି ସେବା ସମବାୟ ସମିତି ଉପରେ କାଣ୍ଡଗରଡ଼ି ଓ ଓରସାହି ପଞ୍ଚାୟତର ଚାଷୀ ନିର୍ଭର କରନ୍ତି l 2019 ମସିହାରେ କୃଷିବିମା ରାଶି ଛାଡ଼ ହୋଇଛି ତେବେ ବୀମା ରାଶି ଛାଡ଼ ଘୋଷଣାକୁ 4 ମାସ ବିତିଯାଇଥିଲେ ମଧ୍ୟ ଚାଷୀଙ୍କୁ ଏପର୍ଯ୍ୟନ୍ତ ଛାଡ ଟଙ୍କା ମିଳିପାରୁ ନାହିଁ । ତା ସହିତ ସମବାୟ ସମିତିରେ ସମସ୍ତ […]

Continue Reading