ଦିନକରେ ଓଡ଼ିଶାରେ ୪୬ହଜାର, ଦେଶରେ ୧୧ ଲକ୍ଷ କୋଭିଡ୍ ଟେଷ୍ଟ
ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ ଟେଷ୍ଟିଂ । ଗତ ୨୪ ଘଣ୍ଟାରେ ୪୬ ହଜାର ୭୫୪ ନମୁନା ପରୀକ୍ଷା ହୋଇଛି । ଜଞ-ଚଉଜ- ୭, ୧୪୪, ଆଣ୍ଟିଜେନ୍୦ ୩୯, ୩୯୨, ଟ୍ରୁନଟ୍- ୨୧୮ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ଲକ୍ଷ ୯୭ ହଜାର ୩୪୫ କୋଭିଡ୍ ଟେଷ୍ଟ କରାଯାଇଛି । ସେପଟେ ଦେଶରେ ବି ବଢିଛି ଟେଷ୍ଟିଂ କ୍ଷମତା ଗତ ୨୪ ଘଣ୍ଟାରେ ୧୧ ଲକ୍ଷ ୬୯ ହଜାର ୭୬୫ କରୋନା ପରୀକ୍ଷା ହୋଇଛି । ମୋଟ୍ […]
Continue Reading
