ଶୁଭଦୃଷ୍ଟି ଦ୍ଵାରା ପ୍ରଥମ ନିଃଶୁଳ୍କ ଓଡ଼ିଆ ଜନଜାତି ଇ ପତ୍ରିକା “ଆମ ଜନଜାତି” ଲୋକାର୍ପିତ

ଭୁବନେଶ୍ବର : କେଉଁ ଆବାହମାନ କାଳରୁ ପ୍ରକୃତି ଓ ପରମ୍ପରା ସହ ରହି ଆସିଛି ଆମ ଜନଜାତିର ଘନିଷ୍ଠତା। ଯୁଗ ପରେ ଯୁଗ, ସମୟର ଇତିବୃତ୍ତକୁ ଅବଲୋକନ କଲେ ମାନବିକ ମୂଲ୍ୟବୋଧ ଓ ସରଳ ବୋଧଗମ୍ୟତା, ଅକପଟତା ଆଦି ସହ ଆମ ଜନଜାତି ର ସ୍ପଷ୍ଟ କାନଭାସ ଦେଖିବାକୁ ମିଳେ। କଳା ,କୌଶଳ, କାରିଗରୀ,ଭାଇଚାରା ଓ ପ୍ରକୃତି ପୂଜାର ପୂଜ୍ୟ ପରମ୍ପରା ର ପ୍ରତୀକ ହେଉଛି ଆମ ଜନଜାତି । ସାହିତ୍ୟ ମାଧ୍ୟମରେ ଆମ ଜନଜାତି ର […]

Continue Reading

ବିପଦ ସଙ୍କେତ ଉପରେ ମହାନଦୀ ଓ ଜଳକା

ଭୁବନେଶ୍ୱର: ବଢୁଛି ମହାନଦୀ । ଜଳସ୍ତର ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଟପିଛି ମହାନଦୀ । ଜଳକା ନଦୀ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ମହାନଦୀ କଟକ ନରାଜଠାରେ ବିପଦ ସଙ୍କେତ ପାର୍ କରିଛି । ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ରହିଛି । ସକାଳ ୬ଟା ସୁଦ୍ଧା ସେଠାରେ ଜଳସ୍ତର ରହିଛି ୨୬.୮୧ ମିଟର । ସେହିପରି ବାଲେଶ୍ୱର ଜିଲ୍ଲା […]

Continue Reading

ସମ୍ ରେ ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଭ୍ୟାକ୍ସିନ ପରୀକ୍ଷଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ପରୀକ୍ଷଣ ହେବାକୁ ଯାଉଛି କରୋନା ଟିକା ‘କୋଭାକ୍ସିନ’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ପ୍ରାୟ ୭୦ରୁ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏ ଟିକା ପରୀକ୍ଷଣ କରାଯିବା ନେଇ ସୂଚନା ମିଳିଛି ସ୍ୱେଚ୍ଛାସେବୀମାନଙ୍କୁ କାଉନ୍‌ସେଲିଂ, ସ୍କ୍ରିନିଂ ଓ ଆନୁଷଙ୍ଗିକ ପରୀକ୍ଷା ମଧ୍ୟ କରାଯାଇଛି । ଏହି ଭ୍ୟାକ୍ସିନର ପର୍ଯ୍ୟାୟ ମାନବ ପରୀକ୍ଷଣ ବେଶ୍‌ ସଫଳତାର ସହ କରାଯାଇଥିଲା। ମାସକ ପରେ ହସ୍ପିଟାଲ […]

Continue Reading

ଦୟାନଦୀରେ ଘାଇ, ଜଳବନ୍ଦୀ ପୁରୀ ଜିଲ୍ଲା କଣାସ ଅଞ୍ଚଳ

ପୁରୀ: ବଢୁଛି ଦୟାନଦୀ । କୂଳ ଲଙ୍ଗିବା ଆରମ୍ଭ କରିଛି । ଫଳରେ କଣାସ ବ୍ଲକ୍‌ରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମାଟିଆପଡ଼ା ନିକଟରେ ଦୟାନଦୀରେ ଶହେ ଫୁଟର ଘାଇ ହୋଇଛି । ଗତକାଲି ରାତିରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି । ଦୟାନଦୀରେ ପାଣିରେ ଆଖାପାଖ ଗାଁ ଜଳାର୍ଣ୍ଣବ । କଣାସ ବ୍ଲକ୍‌ର ପାଣ୍ଡିଆକେରା, ଦୋକଣ୍ଡା, ଗଡ଼ସାନପୁଟ, ବଡ଼ାଶ ଆଦି ‌ପଞ୍ଚାୟତ ଏବେ ପାଣିଘେରରେ । ବିଭିନ୍ନ ଗାଁରେ ଲୋକଙ୍କ ଘରେ ପାଣି […]

Continue Reading

ବାଲୁକା କଳାରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ସୁଶାନ୍ତଙ୍କ ମୃତ୍ୟୁ ଯେ ହତ୍ୟା କି ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ଚାଲିଛି ସିବିଆଇ ତଦନ୍ତ। କଣ ସତ କଣ ମିଛ ସେନେଇ ଚାଲିଛି ତନାଘନା। ତେବେ ଦେଶର କୋଣଅନୁକୋଣରେ ଥିବା ସୁଶାନ୍ତଙ୍କ ପ୍ରଶଂସକ ମାନେ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଖ୍ୟାତନାମା […]

Continue Reading

ହୀରାକୁଦରେ ୪୬ ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ହିରାକୁଦ ଡ୍ୟାମର ୪୬ ରି ଗେଟକୁ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ମହାନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସତର୍କ ରେଖା ଟପିଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୨ହଜାର ୫ଶହ ୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୭ ଲକ୍ଷ ୬୪ ହଜାର ୪ଶହ ୭୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍ଚ […]

Continue Reading

ନଦୀ ପାର୍ ହେଲା ବେଳେ ଅଘଟଣ ହଠାତ୍ ମାଡି ଆସିଲା ପାଣି, ୨ ନିଖୋଜ

ଚିତ୍ରଡ଼ା : ନଦୀ ଶୁଖିଲା ଥିଲା । ତେଣୁ ନଦୀ ପାର ହୋଇ ଅନ୍ୟ ଗାଁ କୁ ଯାଇ କିଛି ସାଙ୍ଗ ଫୁଟବଲ ଖେଳ ଦେଖିବାକୁ ସ୍ଥିର କଲେ । ନଦୀ ପାର ହେବା ସମୟରେ ହଠାତ୍ ନଦୀରେ ପାଣି ବଢି ଯାଇଥିଲା । ଫଳରେ ପାଣିରେ ବୁଡି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଣ୍ଡଗୁହାଳି ଗାଁରେ । ସୂଚନାଯୋଗ୍ୟ ଯେ, ଗାଁର ରାମଚନ୍ଦ୍ର ମାଝୀଙ୍କ […]

Continue Reading

ବନ୍ଧା ହେଲେ କୋଟିପତି ପୂର୍ବତନ ରେଞ୍ଜର

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲୁଗାଁର ପୂର୍ବତନ ରେଞ୍ଜର । ତାଙ୍କ ନାଁ ଅଭୟ ଜେନା । ଆଜି ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ସେଲ୍ । ଗତକାଲି ଅଭୟ ଜେନାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ୪ କୋଟି ୩୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା । କଟକ ମହମାଛି ଲେନରେ ଥିବା ଘର, […]

Continue Reading

‘ସବୁ ଘରକୁ ପାଇପ ଯୋଗେ ପହଞ୍ଚିବ ପାନୀୟ ଜଳ’

ଭୁବନେଶ୍ୱର: ରାଜ୍ୟରେ ବର୍ଷ ବର୍ଷ ଧରି ଜଳର ଅଭାବ ଏବଂ ପିଇବା ପାଇଁ ବିଶୁଦ୍ଧ ପାଣି ଓ ଜଳସେଚନ ଓଡ଼ିଶା ପାଇଁ ବଡ ଆହ୍ୱାନ ସଦୃଶ ହୋଇଛି । ମୋଦି ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ନେତୃତ୍ୱରେ ଭାରତ […]

Continue Reading

ବଢ଼ିଲା ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା

ଭୁବନେଶ୍ୱର: ବଢ଼ିଲା ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା । ଏଣିକି ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ପାଇବେ ହୋମ୍‌ଗାର୍ଡ । ଏନେଇ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାସ ମଧ୍ୟରେ ସମସ୍ତ ବକେୟା ବର୍ଦ୍ଧିତ ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ଉପକୃତ ହେବେ ରାଜ୍ୟର ୧୭ହଜାର ହୋମଗାର୍ଡ଼ । […]

Continue Reading