ବଡ଼ଠାକୁରଙ୍କ ପ୍ରଳମ୍ବାସୁର ବଦ୍ଧ ବେଶ

ପୁରୀ: ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ପରେ ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ । ପ୍ରଳମ୍ବାସୁର ବଧ ବେଶରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରନ୍ତି । ବଳଭଦ୍ର ଦେବଙ୍କର ଦୁଇ ହସ୍ତରେ ହଳ, ମୂଷଳ ଶୋଭାପାଏ । ପ୍ରାୟ ୪ଫୁଟ ଉଚ୍ଚର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନସ୍ଥ ବଳଭଦ୍ର ଦେବଙ୍କର ନିମ୍ନ ଭାଗରେ ରଖାଯାଇଥାଏ । ସେହି ଅସୁରର ସ୍କନ୍ଧ […]

Continue Reading

ରାଜ୍ୟରେ ଆଉ ଜଣେ ଡାକ୍ତରଙ୍କ ମୁଣ୍ଡ ନେଲା କରୋନା

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାରେ ବଢୁଛି କରୋନା ପ୍ରକୋପ। ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ ପ୍ରଭାବରେ ଗଲାଣି ୨୫ କୋଭିଡ଼୍ ଯୋଦ୍ଧାଙ୍କ ଜୀବନ। ରବିବାର ଦିନ ପ୍ରାଣ ହରାଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ଼୍ ଯୋଦ୍ଧା । କରୋନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିବା ଜିଲ୍ଲାରେ ପ୍ରଥମ ଘଟଣା। ସୂଚନା ଅନୁସାରେ, ଏହି କୋଭିଡ ଯୋଦ୍ଧା ଥିଲେ ପୁରୁଷୋତ୍ତମପୁର ବ୍ଲକ୍‌ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ତଥା ଅଧୀକ୍ଷକ ଡାକ୍ତର ବି.କ୍ରିଷ୍ଣା(୪୩)ଙ। ଏହି ଖବର ସାମ୍ନାକୁ ଆସିବା ପରେ […]

Continue Reading

ଭୁଶୁଡ଼ିଲା ନବନିର୍ମିତ ଗାର୍ଡ ୱାଲ; ନିମ୍ନମାନର କାର୍ଯ୍ୟ ଅଭିଯୋଗ

କଟକ: କଟକ ଜିଲ୍ଲା ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ନୃତାଙ୍ଗ ଜଙ୍କୋଟି ରାସ୍ତାର ଖରତାଙ୍ଗ ବରଦିଆ ସାଇଫନ ନିକଟରେ ଭୁଶୁଡି ପଡିଛି ୨ ଶହ ଫୁଟ ନବନିର୍ମିତ ଗାର୍ଡ ୱାଲ ଭୁଶୁଡ଼ି । ସୂଚନାନୁସାରେ, ଦୁଇ ମାସ ତଳେ ରାସ୍ତା କାମ କରାଯାଇଥିଲା । ସୁକ ନଦୀ କଡ଼ରେ ରାସ୍ତାର ସୁରକ୍ଷା ପାଇଁ ଦକ୍ଷିଣ ପାର୍ଶ୍ୱରେ ଥିବା ୨୦୦ ଫୁଟ ଉର୍ଦ୍ଧ୍ୱ ଗାର୍ଡ ୱାଲ ନିର୍ମାଣ କରାଯାଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଏହି ୨ ଶହ […]

Continue Reading

ମାଲକାନଗିରିରେ ବର୍ଷା ବିତ୍ପାତ, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ମାଲକାନଗିରି: ପାଞ୍ଚ ଦିନ ହେବ ବର୍ଷୁଛି । ମାଲକାନଗିରି ଜିଲ୍ଲାରେ ଫୁଲିଛି ବିଭିନ୍ନ ନଦୀର ଜଳସ୍ତର । ନଦୀ ଅବବାହିକା ଅଞ୍ଚଳ ଜଳମଗ୍ନ ହୋଇଛି । ଲାଗି ରହିଛି ବନ୍ୟା ପରିସ୍ଥିତି । କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୪-୫ ଫୁଟ୍ ପାଣି । କାଲିମେଳା-ମୋଟୁକୁ ଆଜି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେଉଁଠି ପୋଲ ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ନଦୀ ଉଛୁଳି ବିସ୍ତୀର୍ଣ୍ଣ ଅଞ୍ଚଳକୁ ମାଡ଼ି ଯାଇଛି । ବାଲିଚର […]

Continue Reading

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା ବେଳେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଜଣ କରୋନା ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଅନୁଗୁଳ ବ୍ଲକରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶରଧାପୁର ଗାଁରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିପାଇଁ […]

Continue Reading

ସିଲ୍ ହେଲା ୩ ସରକାରୀ ଅଫିସ୍

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ସଟଡାଉନ୍‌ଠାରୁ ଆରମ୍ଭ କରି ଲକଡାଉନ୍ ସବୁ ପ୍ରକାରର କୋଭିଡ କଟକଣା ଲାଗୁ ହୋଇଛି । ଏହି ମାମଲାରେ ଆଜି ୩ ସରକାରୀ ଅଫିସ୍‌କୁ ସିଲ୍ କରାଯାଇଛି । ରାଜଧାନୀରେ ସବ୍ କଲେକ୍ଟର, ତହସିଲଦାର ଏବଂ ସବ୍‌-ରେଜିଷ୍ଟାର ଅଫିସ୍‌କୁ ଆସନ୍ତା ୪୮ ଘଂଟା ପାଇଁ ବନ୍ଦ […]

Continue Reading

ସୋଫା ଭିତରେ ସାପ

ଭୁବନେଶ୍ୱର: ସୋଫା ଭିତରୁ ବାହାରିଲା ସାପ । ଭୁବନେଶ୍ୱର ୟୁନିଟୟ-୬ ସ୍ଥିତ କ୍ୱାଟର ନମ୍ବର- ସି-୪/୧ରେ ରହୁଥିବା ସ୍ପେଶାଲିଷ୍ଟ ଡାକ୍ତର ଭଗବାନ ସାହୁଙ୍କ ଘରୁ ସାପଟି ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଂଚି ସୋଫା ଭିତରୁ ସାପଟିକୁ ବାହାର କରିଛନ୍ତି । ଆଜି ଭାଗବନ ସାହୁ ତାଙ୍କ ସୋଫା ଭିତରେ କ’ଣ ଗୋଟେ ଥିବା ଅନୁଭବ କରିଥିଲେ । ଏହାପର ସେ ଏକ ବାଡି ସାହାଯ୍ୟ ମୂଷା ପସିଥିବା ଅନୁମାନ କରି ୨ରୁ୩ […]

Continue Reading

ମନ୍ଦିର ପରିସରରେ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ହରିଦପଦର ପଞ୍ଚାୟତ ଅନ୍ତର୍ଗତ ଭେଙ୍କଟ୍ରାପଲ୍ଲୀ ଗାଁର ସୁଦାମ ନାହକଙ୍କ ପତ୍ନୀ ରଞ୍ଜିତା ନାହକଙ୍କ ମୃତଦେହ ମୁକେଶ୍ୱର ମନ୍ଦିର ପରିସରରେ ପଡ଼ିଥିବା ସୂଚନା ମିଳିଛି। ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ଏହି ଘଟଣା ପଛରେ ପାରିବାରିକ କଳହ ଥିବା ଜଣାପଡିଛି। ସମ୍ପୃକ୍ତ ମହିଳା ଜଣକ ମନ୍ଦିର ଯାଇଥିବା ବେଳେ ତାଙ୍କ ଦେଢଶୁର ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। […]

Continue Reading

ଶ୍ରେଷ୍ଠ 50 ବିଧାୟକଙ୍କ ମଧ୍ୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ଜାତୀୟ ସ୍ତରରେ ଚମକିଲେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ନିଜର ନିଷ୍ଠା, ପରିଶ୍ରମ, ବିକାଶମୂଳକ କାର୍ଯ୍ୟପନ୍ଥା, ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ସବୁବେଳେ ଚେଷ୍ଟିତ ଥିବା ପ୍ରଣବ ଆଜି ଜାତୀୟସ୍ତରରେ ପରିଚିତ ହୋଇଛନ୍ତି। ଫ୍ରେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ସାରା ଦେଶର ବିଧାୟକମାନଙ୍କୁ ନେଇ କରାଯାଇଥିବା ସର୍ଭେରେ ଶ୍ରେଷ୍ଠ ୫୦ ବିଧାୟକ ତାଲିକାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ସ୍ଥାନ ପାଇଛି। ସେହିପରି ଅନ୍ୟଜଣେ […]

Continue Reading

ବାଲେଶ୍ଵରରେ ବିଷାକ୍ତ ଖାଦ୍ୟ ଖାଇ ୩୫ ଅସୁସ୍ଥ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅନ୍ତର୍ଗତ ତୋଟପଡା ଠାରେ ବିଷାକ୍ତ ଖାଦ୍ୟ ଖାଇ ୩୫ ଜଣ ଅସୁସ୍ଥ। ସୂଚନାନୁସାରେ, ଶନିବାର ରାତିରେ ଆୟୋଜିତ ଏକ ଭୋଜିରେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ। ଅସୁସ୍ଥ ଲୋକଙ୍କୁ ନିକଟସ୍ଥ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଭୋଜିରୁ ଘରକୁ ଫେରିବା ମାତ୍ରେ ସେମାନେ ବାନ୍ତି, ବାନ୍ତି ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ସମସ୍ତ ୩୫ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି […]

Continue Reading