20200709-keonjhar

ସିଲ ହେଲା କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ

କେନ୍ଦୁଝର: ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହେବା ପରେ ସଂପୃକ୍ତ ବିଭାଗକୁ ସିଲ୍ କରାଯାଇଛି। ଏଥିସହ ହସ୍ପିଟାଲ ପରିସର ମୁଖ୍ୟ କୋଠାକୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ସ୍ଥାନାନ୍ତର କରାଯାଇଛି।ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମୋଟ୍ ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିସହ ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ବଡ଼ବିଲର ୩୪ ଜଣ ଆଉ ସବୁ ଲୋକାଲ୍ […]

Continue Reading
20200709-abhay

ଗଞ୍ଜାମରେ ପୋଲିସ ଡିଜି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗସ୍ଥରେ ପୋଲିସ ଡିଜି ଅଭୟ । କରୋନା ସ୍ଥିତି ସମୀକ୍ଷା କରିବାକୁ ଯାଇଛନ୍ତି ଅଭୟ । କରୋନା ହଟ୍‌ସ୍ପଟ୍‌ ଗଞ୍ଜାମରେ ମୃତ୍ୟୁ ଓ ସଂକ୍ରମଣ ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃସ୍ଟିରେ ରଖି ଗୁରୁବାରଠାରୁ ଜିଲ୍ଲାର ସବୁ ସହରାଞ୍ଚଳ ଓ ୫ଟି ବ୍ଲକ ସଦର ମହକୁମାକୁ ଜିଲ୍ଲା ପ୍ରଶାସନ ୫ଦିନ ସଟ୍‌ଡାଉନ୍‌ ଘୋଷଣା କରିଛି। ଛତ୍ରପୁରରେ ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଦକ୍ଷିଣା‌ଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ […]

Continue Reading
20200709-êcþêõù

କରୋନାକୁ ପ୍ରଶାସନର ଚେକ

ବଡବିଲ: କେନ୍ଦୁଝର ଜିଲ୍ଲା ବଡବିଲ ସହରକୁ ଚତୁଃପାର୍ଶ୍ଵରୁ ଚେକ୍ ଦେଇଛି ପୋଲିସ। ପ୍ରତ୍ୟେକ ଗାଡିକୁ ଟିକିନିଖ ଭାବେ ଚେକିଂ କରୁଛି । ସମସ୍ତଙ୍କୁ ସ୍କ୍ରିନଂ ଟେଷ୍ଟ ମଧ୍ୟ କରାଯାଉଛି। ତିନିଦିନ ମଧ୍ୟରେ ବଡବିଲ ରୁ 58 ଟି ପଜିଟିଭ କେସ୍ ସାମ୍ନାକୁ ଆସିଥିବାବେଳେ ସମସ୍ତ କେସ୍ ଲୋକାଲ ଅଞ୍ଚଳର। ଏହାକୁ ଦୃଷ୍ଟିରେ ରଖି ସାତଦିନିଆ ବଡବିଲ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ। ସେହିପରି ସଂକ୍ରମଣ ପାରଦକୁ ନିମ୍ନଗାମୀ କରିବା ପାଇଁ ବଡବିଲ ପ୍ରଶାସନ ତତ୍ପର […]

Continue Reading
20200708-tree

ଭି.ଏସ୍,ଏସ ନଗରରେ ବନମହୋତ୍ସବ ସପ୍ତାହ ପାଳନ

ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ ଭି.ଏସ୍.ଏସ ନଗର ତାରିଣୀ ମନ୍ଦିର ନିକଟ ଓଭର ବ୍ରିଜ୍ ନିକଟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଅକ୍ଷୟ ସ୍ବାଇଁ, ଦୀପକ ନାୟକ, ନଳିନୀକାନ୍ତ ବେହେରା, ନରେନ୍ଦ୍ର ବିଶ୍ୱାଳ, କମଳାକାନ୍ତ ରାଉତରାୟ, ଦେବାନନ୍ଦ ଦାସ ବିଜେଡି ନେତ୍ରୀ […]

Continue Reading
20200707-doctor

ଗର୍ଭପାତ କରି ବନ୍ଧାହେଲେ ଡାକ୍ତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ରାଏବଗା ପଞ୍ଚାୟତର ଜଣେ ୧୩ ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ସମ୍ପୃକ୍ତ ଡାକ୍ତର ଦେବାଶିଷ ଘୋଷ ଗତ ଜୁନ୍ ୧୫ରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଜବରଦସ୍ତି ଉକ୍ତ ଝିଅର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ବିରମିତ୍ରପୁର ଥାନାର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କ ଦ୍ୱାରା କ୍ରମାଗତ ୪ମାସ ଧରି ଦୁଷ୍କର୍ମ ଶିକାର ହେବା […]

Continue Reading
20200707-rainy

ଆହୁରି ୫ ଦିନ ଭିଜିବ ଓଡିଶା

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ଜୁଲାଇ ୮ ତାରିଖ ଓ ୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ପରିମାଣ କମ୍ ରହିବ। ଏହାସହ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାର […]

Continue Reading
20200707-badbil

ସାନିଟାଇଜ ହେଲା ବଡବିଲ

ବଡ଼ବିଲ (ଦିଲୁ ସ୍ଵାମୀ): ସାନିଟାଇଜ ହେଲା କେନ୍ଦୁଝର ଜିଲ୍ଲା ବଡବିଲ ସହର। ଗତକାଲି ଜିଲ୍ଲାରେ 25 କରୋନା ପଜିଟିଭ ବାହାରିଥିବା ବେଳେ ସେଥିରୁ 11 ଟି ବଡବିଲ ଅଞ୍ଚଳର । ସବୁଠାରୁ ଚାଞ୍ଚଲ୍ୟକର ବିଷୟ ସମସ୍ତ ରୋଗୀ ଲୋକାଲ ଅଞ୍ଚଳର। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ପକ୍ଷରୁ 7 ଦିନିଆ ବଡବିଲ ବନ୍ଦ ଡାକରା ଦିଆଯାଇଛି।ଅନ୍ୟପଟେ ମୁନିସିପାଲିଟି ପକ୍ଷ୍ୟରୁ ଆଜି ସମ୍ପୂର୍ଣ୍ଣ ସହରକୁ ସାନିଟାଇଜ କରାଯାଇଛି।

Continue Reading
20200707-exam-1

ଖୁବଶିଘ୍ର ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପରୀକ୍ଷା

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ମହାମାରୀ କରୋନା କାୟା ପାଇଁ ମାର୍ଚ୍ଚରୁ ସ୍ଥଗିତ ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନର ଶେଷ ବର୍ଷ ପରୀକ୍ଷା କରାଯିବାନେଇ ଗ୍ରୀନ ସିଗିନେଲା ଦେଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ସେପ୍ଟେମ୍ୱର ସୁଦ୍ଧା ସ୍ଥଗିତ ଥିବା ବିଶ୍ୱବିଦ୍ୟାଳୟର ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ ହେବ । ଉଭୟ ଅଫଲାଇନ୍ ଓ ଅନଲାଇନରେ ହେବ […]

Continue Reading

ଆଖି ବୁଜିଲେ ବିଜେଡି ନେତା ବିଷ୍ଣୁ ଦାସ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ। ଗତକାଲି ସନ୍ଧ୍ୟାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା […]

Continue Reading
20200706-bbsr

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ସରକାରଙ୍କର କୋଭିଡ କଟକଣାକୁ ମାନି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଆଜି ସେବା ଫାଉଣ୍ଡେସନର ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୁଲା ଗାଈଗୋରୁ ମାନଙ୍କୁ ପ୍ରତ୍ୟେକ ସପ୍ତାହର ଗୋଟିଏ ଦିନ ନିରନ୍ତର ଭାବେ ଖାଦ୍ୟ ଯୋଗାଇବା ସହ, ମହିଳା, ଶିଶୁ କଲ୍ୟାଣ, ସ୍ୱଚ୍ଛତା, ରକ୍ତଦାନ, ଥାଲାସେମିଆ ସଚେତନତା, ଚାରା ରୋପଣ, ଏବଂ ଅନ୍ୟ ସାମାଜିକ କାମ କରାଯିବ ବୋଲି ସଂଗଠନ […]

Continue Reading