ସମ୍ ରେ ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଭ୍ୟାକ୍ସିନ ପରୀକ୍ଷଣ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ପରୀକ୍ଷଣ ହେବାକୁ ଯାଉଛି କରୋନା ଟିକା ‘କୋଭାକ୍ସିନ’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ପ୍ରାୟ ୭୦ରୁ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏ ଟିକା ପରୀକ୍ଷଣ କରାଯିବା ନେଇ ସୂଚନା ମିଳିଛି ସ୍ୱେଚ୍ଛାସେବୀମାନଙ୍କୁ କାଉନ୍ସେଲିଂ, ସ୍କ୍ରିନିଂ ଓ ଆନୁଷଙ୍ଗିକ ପରୀକ୍ଷା ମଧ୍ୟ କରାଯାଇଛି । ଏହି ଭ୍ୟାକ୍ସିନର ପର୍ଯ୍ୟାୟ ମାନବ ପରୀକ୍ଷଣ ବେଶ୍ ସଫଳତାର ସହ କରାଯାଇଥିଲା। ମାସକ ପରେ ହସ୍ପିଟାଲ […]
Continue Reading
