ଓଡିଶାରୁ ସୁସ୍ଥ ହେଲେ ଆଉ ୧୪୨୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୨୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୨୨ ଜଣଙ୍କ ମଧ୍ୟରୁ ୨୫୫ ଜଣ ଗଞ୍ଜାମରୁ, ୨୨୮ ଜଣ ଖୋର୍ଦ୍ଧା, ୧୩୯ ଜଣ ଗଜପତିରୁ, ୧୦୦ ଜଣ ବଲାଙ୍ଗିରରୁ, ସମ୍ବଲପୁରରୁ ୯୫, କଟକରୁ ୭୧, ୫୭ ଜଣ ସୁନ୍ଦରଗଡରୁ, ୪୫ ଜଣ ପୁରୀରୁ, ୪୪ ଜଣ ଭଦ୍ରକରୁ, ୪୨ ଜଣ […]

Continue Reading
naveen-

ଅଙ୍ଗଦାନ କରିଥିବା ୩ ପରିବାରକୁ ‘ସୁରଜ ସମ୍ମାନ’

ଭୁବନେଶ୍ୱର: ମହାନା କାମ ପାଇଁ ମିଳିଲା ମହା ସମ୍ମାନ । ଅଙ୍ଗଦାନ ଦିବସରେ ଅଙ୍ଗଦାନ କରିଥିବା ୩ଟି ପରିବାରକୁ ମିଳିଲା ସୁରଜ ସମ୍ମାନ । ଚଳିତ ବର୍ଷଠାରୁ ଆରମ୍ଭ ହୋଇଛି ଅଙ୍ଗଦାନ ପୁରସ୍କାର କାର୍ଯ୍ୟକ୍ରମ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କ ମୁଖ୍ୟମନ୍ତ୍ରୀ ସୁରଜ ସମ୍ମାନ ପ୍ରଦାନ କରିଛନ୍ତି । ଅଙ୍ଗଦାତା ପି. ପ୍ରିୟଙ୍କାରାଣୀ ପାତ୍ର , ସୁଚିତ୍ରା ଦାସ ଓ ରାଜଲକ୍ଷ୍ମୀ ଦାସଙ୍କ ପରିବାରକୁ ମଧ୍ୟ ସୂରଜ ପୁରସ୍କାର ସହ ୫ଲକ୍ଷ […]

Continue Reading
modi_660_300620095140_120820043604

ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁୁରୁବାର ଆଉ ଏକ ସଫଳତା ନିଜ ନାମରେ ଯୋଡିଛନ୍ତି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ବିଜେପିର ମୋଦି ଅଧିକ ଦିନ ଦେଶରେ ଶାସନ ଭାର ସମ୍ଭାଳି ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ବାଜପେୟୀ ୨୨୬୮ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବେଳେ ଗୁରୁବାର ଏହାକୁ ଅତିକ୍ରମ କରିଛନ୍ତି ମୋଦି । କଂଗ୍ରେସର ଜବାହାର ଲାଲ ନେହେରୁ ସର୍ବାଧିକ ୧୬ ବର୍ଷ ୨୮୬ ଦିନ ଏହି ଦାୟିତ୍ୱ ତୁଲାଇଛନ୍ତି । […]

Continue Reading

ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ମନା

କଟକ: ଚଳିତବର୍ଷ କଟକ ସହରରେ ନିରାଡମ୍ବର ହେବ ଦୁର୍ଗା ପୂଜା। ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା। ନିଷ୍ପତ୍ତି ନେଇ ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ। କଟକରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆଜି ପୂଜା କମିଟି ସହ ପ୍ରଶାସନର ବୈଠକ ବସିଥିଲା। ବୈଠକ ପରେ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ଯେ ମାଆଙ୍କ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ମାଟି ଆଣିବା ନିରାଡମ୍ବର ହେବ। ବିନା ଶୋଭାଯାତ୍ରାରେ ପ୍ରତି […]

Continue Reading

ରାଜଧାନୀରେ ବିଏମସି ବଢାଇଛି କୋଭିଡ୍‌ ପରୀକ୍ଷା ସୁବିଧା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟେଷ୍ଟ ସୁବିଧା ବଢାଇ ଦିଆଯାଇଛି । ବୁଧବାର ୨୨୮୫ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ୨୦୧୦ ଜଣଙ୍କର ଟେଷ୍ଟ କରାଯାଇଥିଲା । ଗତକାଲି ବିଏମସି ପକ୍ଷରୁ କରାଯାଇଥିଲା ସମୀକ୍ଷା ବୈଠକରେ ଏ ନେଇ ଆଲୋଚନା ହୋଇଥିଲା । ସୂଚନା ଅନୁଯାୟୀ, ଗତ ସାତ ଦିନ ମଧ୍ୟରେ ୧୭,୬୩୪ ଜଣଙ୍କର ପରୀକ୍ଷା ହୋଇଛି । ଏଥି ପାଇଁ […]

Continue Reading

ବରଗଡ଼ରେ ମାଓବାଦୀ କ୍ୟାମ୍ପ ଧ୍ୱଂସ; ସର୍ଚ୍ଚ ଅପରେସନ ଜାରି

ବରଗଡ଼: ବରଗଡ ଜିଲ୍ଲାର ପାଇକମଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଏକ ମାଓବାଦୀ ଶିବିର ନିର୍ମାଣ କରାଯାଇଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନାନୁସାରେ, ସଶସ୍ତ୍ର ସୁରକ୍ଷାବଳ କମ୍ବିଂ ଅପରେସନ୍ କରି ଜଙ୍ଗଲରେ ଥିବା ଏହୂ ନିଛାଟିଆ କ୍ୟାମ୍ପରେ ପହଞ୍ଚି ଏହାକୁ ଧ୍ବଂସ କରିଛନ୍ତି । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଜଙ୍ଗଲ ଭିତର କ୍ୟାମ୍ପରୁ ନକ୍ସଲ ପୋଷାକ, କିଟ୍ ବ୍ୟାଗ, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି । ଏହାପରେ ଉକ୍ତ ଅଞ୍ଚଳରେ କମ୍ବିଂ […]

Continue Reading
Raygada-ShutDown

ରାୟଗଡାରେ ୭୨ ଘଣ୍ଟିଆ ସଟଡାଉନ୍

ରାୟଗଡ଼ା: ମହାମାରୀ କରୋନା ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଲକଡାଉନ ଏବଂ ସଟଡାଉନକୁ ବୃଦ୍ଧି କରିଛନ୍ତି । ଗତ ୨୪ ଘଣ୍ଟାରେ ରାୟଗଡା ଜିଲ୍ଲାରେ ନୂଆ ୧୬୪ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାରେ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି । ୭୨ ଘଣ୍ଟା ପାଇଁ […]

Continue Reading
ibps-results-1577872574

ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବା ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ଚଳିତ ଥର ପାଖାପାଖି ୫.୩୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀ ମାନେ ନିଜ ପରୀକ୍ଷା ଫଳ ୱେବସାଇଟ ମାଧ୍ୟମରେ ଚେକ୍ କରିପାରିବେ । ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ରେଜଲ୍ଟ ଜୁଲାଇ ୨୭ ତାରିଖରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା […]

Continue Reading
20200725fighter copy

କାନ୍ଦିଲେ କରୋନା ଯୋଦ୍ଧା

ମୋହନା: କରୋନା ସଚେତନତା ପାଇଁ ଲୋକଙ୍କୁ ବୁଝାଇ ବୁଝାଇ ନିଜକୁ ବୁଝାଇ ପାରିଲେନି କରୋନା ଯୋଦ୍ଧା । ହୃଦୟ ଭିତରର କୋହକୁ ସମ୍ଭାଳି ନପାରି କାନ୍ଦି ପକାଇଲେ ଜଣେ ଆଗ ଧାଡିର କୋରୋନା ଯୋଦ୍ଧା । ଏହି କୋରୋନା ଯୋଦ୍ଧା ଜଣକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ । ଘଟଣାଟି ଦେଖିବାକୁ ମିଳିଛି ଶୁକ୍ରବାର ଦିନ ଅପରାହ୍ନରେ । ମୋହନା ବଜାରରେ ସଟଡାଉନ ଚାଲିଥିବା ବେଳେ ଲୋକଙ୍କୁ ବୁଝାଇବା ଆସିଥିଲେ ତହସିଲଦାର […]

Continue Reading
corona-update copygfgbh

ରାଜ୍ୟରେ ଆଉ ୬ ଜୀବନ ନେଲା କରୋନା; ପୁଣି ୧୨୬୪ ନୂଆ ମାମଲା ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୧୪ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରେକର୍ଡ କଲା ସଂକ୍ରମଣ ସଂଖ୍ୟା । ୨୭ ଜିଲ୍ଲାରୁ ଆଉ ୧୨୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାର ୮୬ ମହିଳା । ସେ ପୁର୍ବାରୁ ମଧୁମେହ ରୋଗରେ ପୀଡିତ […]

Continue Reading