ଶୁକ୍ରବାର ପ୍ରକାଶ ପାଇବ ଓଡ଼ିଶା ଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଓଜେଇଇର ଅଫିସିଆଲ ଓ୍ୱେବସାଇଟକୁ ଯାଇ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଓଜେଇଇ ପରୀକ୍ଷା ମେ ୮ରୁ ୧୫ ତାରିଖ ଯାଏ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ସମେତ ୩୩ଟି ଭିନ୍ନ ଭିନ୍ନ ସ୍ଥାନରେ ୪୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ବି ଫାର୍ମ ଭଳି ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାର ସୁବିଧା ପାଇଁ ଏହି […]

Continue Reading

ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ନୂଆ ଜର୍ସି ଲଞ୍ଚ କଲା ଆଡିଡାସ୍‌

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଗୁରୁବାର ଭାରତୀୟ ଟିମ୍‌ର ନୂଆ ଜର୍ସି ଲଞ୍ଚ କରିଛି ଆଡିଡାସ୍। ଏବେ ଭାରତୀୟ ଟିମ୍ ଟି-୨୦ ଏବଂ ଦିନିକିଆରେ ଦୁଇଟି ଜର୍ସିରେ ନଜର ଆସିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କିଟ୍ ପ୍ରୟୋଜକ ହେବା ପରେ ଆଡିଡାସ୍ ନୂଆ କିଟ୍ ଏବଂ ଜର୍ସି ଲଞ୍ଚ କରିଛି। ପ୍ରଶଂସକମାନଙ୍କ ମଧ୍ୟରେ ଆଡିଡାସ୍‌ର ନୂଆ କିଟ୍ ଦେଖିବାକୁ ବ୍ୟାକୁଳତା ଦେଖିବାକୁ ମିଳିଥିଲା । ଏହି ଅପେକ୍ଷାର ଅନ୍ତ ଘଟାଇ କ୍ରୀଡା ସାମଗ୍ରୀରେ ବିଶ୍ୱର […]

Continue Reading

୧୨ ପ୍ରତିଶତ ବଢ଼ିଲା GST କଲେକ୍ସନ: ମଇ ମାସରେ ସଂଗ୍ରହ ହେଲା ୧.୫୭ ଲକ୍ଷ କୋଟି

ନୁଆଦିଲ୍ଲୀ: ମଇ ମାସରେ ସେବା ଏବଂ ଦ୍ରବ୍ୟ କର(ଜିଏସ୍‌ଟି) ସଂଗ୍ରହ ଗତବର୍ଷ ମାଇ ତୁଳନାରେ ୧୨ ପ୍ରତିଶତ ବଢି ୧,୫୭,୦୯୦ କୋଟିରେ ପହଞ୍ଚିଛି। ମଇ ମାସରେ ମୋଟ୍ କର ସଂଗ୍ରହ ୧,୫୭,୦୯୦ କୋଟି ରହିଥିଲା। ଏଥିରେ ସିଜିଏସ୍‌ଟି ୨୮,୪୧୧ କୋଟି, ଏସ୍‌ଜିଏସ୍‌ଟି ୩୫,୮୨୮ କୋଟି ଏବଂ ଆଇଜିଏସ୍‌ଟି ୮୧,୩୬୩ କୋଟି ରହିଥିଲା। ମଇ ମାସରେ ସରକାର ଇଣ୍ଟିଗ୍ରେଟେଡ୍ ଜିଏସ୍‌ଟି ରୁ ସେଣ୍ଟ୍ରାଲ୍ ଜିଏସ୍‌ଟି ରେ ୩୫,୩୬୯ କୋଟି ଏବଂ ରାଜ୍ୟ ଜିଏସ୍‌ଟିରେ ୨୯,୭୬୯ କୋଟି ଟଙ୍କା ସେଟେଲମେଣ୍ଟ […]

Continue Reading

ବଡ ଖବର: ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପ୍ରକାଶ ପାଇଛି ଓଡିଶାର +୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ବର୍ତ୍ତମାନ +୨ କଳା ଛାତ୍ରଛାତ୍ରୀ ନିଜ ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା ମଧ୍ୟରେ ସେମାନଭ୍କ ପରୀକ୍ଷା ଫଳର ତାରିଖ ମଧ୍ୟ ଘୋଷଣା ହୋଇଛି । ଆସନ୍ତା ଜୁନ୍ ୮ ତାରିଖ ସୁଦ୍ଧା +୨ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ମଧ୍ୟ ଘୋଷଣା ହୋଇପାରେ । ଏ ନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା […]

Continue Reading

ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ସଚିନ୍ ପାଇଲଟ ଓ ଅଶୋକ ଗେହଲୋଟ୍: ଖଡ଼ଗେଙ୍କ ବାସଭବନରେ ଲମ୍ବା ବୈଠକରେ ହେଲା ନିଷ୍ପତି

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଆଜି ଦଳର ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବଡ଼ ବୈଠକ ହୋଇଛି। ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ତାଙ୍କର ପୂର୍ବତନ ଡେପୁଟି ତଥା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଉପସ୍ଥିତ ଥିଲେ। ଏହି ବୈଠକରେ କଂଗ୍ରେସ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ଲାନିଂ ଆରମ୍ଭ କରିଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ […]

Continue Reading

ପନ୍ତଙ୍କ ବିଶ୍ୱକପ ଖେଳିବା ସମ୍ଭାବନା ଉଜ୍ଜୀବୀତ

ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଦ୍ରୁତ ଆରୋଗ୍ୟ ହେବାରେ ଲାଗିଛନ୍ତି । ନ୍ୟାଶନାଲ କ୍ରିକେଟ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ପନ୍ତଙ୍କ ଆଉ କୌଣସି ଅପରେଶନର ଆବଶ୍ୟକତା ନାହିଁ ଏନସିଏ ପକ୍ଷରୁ ତାଙ୍କ ଉପରେ ନଜର ରଖିଥିବା ଡାକ୍ତର କହିଛନ୍ତି । ସେ ଏବେ କୌଣସି ସାହାଯ୍ୟ ବିନା ଚଲାବୁଲା କରିବା ସହ ହାଲକା ଶାରୀରିକ ଶ୍ରମ ମଧ୍ୟ କରୁଛନ୍ତି । ପ୍ରାୟ […]

Continue Reading

ଆଣ୍ଠୁ ପରୀକ୍ଷା ପାଇଁ ମୁମ୍ବାଇ ମେଡିକାଲରେ ଭର୍ତ୍ତି ହେବେ ଧୋନି, ଆଇପିଏଲ୍ ୨୦୨୩ ରେ ଆଘାତ ସହ ସଂଗ୍ରାମ କରୁଥିଲେ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍‌ରେ ପଞ୍ଚ ଟାଇଟଲ ଜିତି ଏବେ ସେଲିବ୍ରେସନ ମୁଡ୍‌ରେ ରହିଛି । ଏମ୍‌ଏସ୍ ଧୋନିଙ୍କ ନେତୃତ୍ୱରେ ଟିମ୍ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ହରାଇ ଏହି ଗୌରବ ହାସଲ କରିଥିଲା । ଚେନ୍ନାଇ ଖେଳାଳିମାନେ ଏହି ସମୟରେ ଉତ୍ସବରେ ବୁଡି ରହିପାରନ୍ତି, କିନ୍ତୁ ଅଧିନାୟକ ଧୋନି ଆସନ୍ତା କିଛି ଦିନ ମୁମ୍ବାଇ ଯିବାକୁ ଯାଉଛନ୍ତି, ଯେଉଁଠାରେ ସେ ଆଣ୍ଠୁ ପରୀକ୍ଷା କରିବେ । ଆଇପିଏଲ୍ ୨୦୨୩ ର ପୂରା ସିଜିନ୍‌ରେ ଧୋନି ଆଣ୍ଠୁରେ […]

Continue Reading

ରେଜଲ୍ଟ ଶୁଣି ତିନି ମହଲାରୁ ଡେଇଁ ପଡିଲେ ଯୁକ୍ତ ଦୁଇ ଛାତ୍ରୀ

ବାଲେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ପରେ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଯୁକ୍ତ ଦୁଇ ସାଇନ୍ସରେ ୨ଶ୍ରେଣୀରେ ପାସ କରିଥିବା ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରୀକ୍ଷା ଫଳ ଜାଣିବା ପରେ ଛାତ୍ରୀ ଜଣକ ନିଜ ଘରର ତିନି ମହଲା ଛାତରୁ ଡେଇଁ ପଡିଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ । ନୀଳଗିରି ଏନଏସିର ସିମୁଳିଆ ଗାଁର ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ଯୁକ୍ତ […]

Continue Reading

ବିଜେପିର ‘ଜନସମ୍ପର୍କ ଅଭିଯାନ’, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ମାସେ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳର ‘ମହା ଜନସମ୍ପର୍କ ଅଭିଯାନ’ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା […]

Continue Reading

ଆସନ୍ତାବର୍ଷଠୁ ବଦଳିବ +୨ ପରୀକ୍ଷାର ଢାଞ୍ଚା: CHSE ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର: ମାଟ୍ରିକ ପରେ +୨ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯିବ । ଆସନ୍ତାବର୍ଷଠାରୁ +୨ ପରୀକ୍ଷାରେ ଏକ ବ୍ୟାପକ ସଂସ୍କାର ଆସିବାକୁ ଯାଉଛି । ଏ ନେଇ ଖୁବଶୀଘ୍ର ଏବ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି । ଆଜି +୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହି ଘୋଷଣା କରାଯାଇଛି । ଏ ନେଇ +୨ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । […]

Continue Reading