୧୦୦ କୋଟି ଟଙ୍କାକୁ ବଢିଲା ସେତୁ ଯୋଜନା ବ୍ୟୟ ଅଟକଳ: ୧୦ଟି ସ୍ଥାନକୁ ମିଳିବ ଏହା ଫାଇଦା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହାକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ ଗୋଟି ପଞ୍ଚାୟତକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ରାଜ୍ୟ ସରକାରଙ୍କ ଏହି ବିଜୁ ସେତୁ ଯୋଜନାରେ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ବ୍ୟୟ ଅଟକଳ ୫୦ କୋଟି ଥିବା ବେଳେ ବର୍ତ୍ତମାନ ଏହାକୁ ୧୦୦ କୋଟିକୁ ବୃଦ୍ଧି […]

Continue Reading

ଆଜିଠାରୁ ବନ୍ଦ ରହିବ ସମସ୍ତ ସ୍କୁଲ: ରାଜ୍ୟରେ ପ୍ରବଳ ବର୍ଷାରେ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ: ବର୍ତ୍ତମାନ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରଳ ବର୍ଷା ଲାଗି ରହିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ଯମୂନା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏଠାରେ ବନ୍ୟା ଆଶଙ୍କା ଅଶଙ୍କା ରହିଛି । ତେଣୁ ରାଜ୍ୟ ସରକାରଏହି ସମୟରେ ପିଲାମାନଙ୍କୁ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଆଜିଠାରୁ ଆସନ୍ତା ରବିବାର ଅର୍ଥାତ୍ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ […]

Continue Reading

ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଜିଏସଟି ଠକ

ଭୁବନେଶ୍ୱର: ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜିଏସଟିର ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଜିଜିଆଇ) ଦୁଇ ଜିଏସଟି ଠକକୁ ଗିରଫ କରିଛି। ଏହି ଦୁଇ ଠକ ଦିଲ୍ଲୀ ବାହାରେ ଜିଏସଟି ଠକେଇ କରି ସାରି ଭୁବନେଶ୍ୱରରେ ରହୁଥିଲେ। ଜିଏସଟିର ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ଦୁଇ ଜଣ ଗିରଫ ହୋଇଛନ୍ତି। ଏହି ଦୁଇ ଜଣ ଅନ୍ୟ ଲୋକଙ୍କ ଆଧାର ଓ ପ୍ୟାନ କାର୍ଡ ବ୍ୟବହାର କରି ନକଲି କମ୍ପାନୀ ତିଆରି କରିବା […]

Continue Reading

ଡ୍ରାଗନ ଜୀବ ନୁହେଁ ଡ୍ରାଗନ ମନ୍ଦିର

ବ୍ୟାଙ୍ଗକ୍‌ : ଡ୍ରାଗନ ଜୀବ କଥା ନିଶ୍ଚୟ ଶୁଣିଥିବେ ହେଲେ ଡ୍ରାଗନ ମନ୍ଦିର କଥା ଜାଣିଛନ୍ତି କି? ଥାଇଲାଣ୍ଡର ନାଖୋଁ ପାଥମ୍‌ ପ୍ରଦେଶରେ ରହିଛି ଏହି ଡ୍ରାଗନ୍ ମନ୍ଦିର । ୱାଟ୍‌ ସାମ୍ଫ୍ରାନ୍‌ ମନ୍ଦିରର ଏହି ସ୍ଥାପତ୍ୟ ଶୈଳୀ ଆଶ୍ଚର୍ଯ୍ୟ ଜନକ । ରାଜଧାନୀ ବ୍ୟାଙ୍ଗକକ୍‌ ଠାରୁ ୪୦ କି.ମି. ଦୂରରେ ନିର୍ମିତ ଏହି ୧୭ ମହଲା ବିଶିଷ୍ଟ ଏବଂ ଏହି ମନ୍ଦିରର ଉପରୁ ତଳ ଯାଏ ୮୦ ମିଟର ଲମ୍ବର ଏକ ବିଶାଳ ଡ୍ରାଗନ୍‌ ଗୁଡ଼େଇ […]

Continue Reading

ଶାନ୍ତି ଦେବ ବଟବୃକ୍ଷ

ପୁରାଣ ଶାସ୍ତ୍ର ଅନୁସାରେ ବରଗଛକୁ ଦେବବୃକ୍ଷ ବୋଲି ପୂଜାର୍ଚ୍ଚନା କରାଯାଇଥାଏ । ଏହି ବୃକ୍ଷରେ ତ୍ରିଦେବ ବାସ କରୁଥିବାର ମାନ୍ୟତା ମଧ୍ୟ ରହିଛି। ଏହାସହ ଲୋକ ବିଶ୍ୱାସ ଅନୁଯାୟୀ ବରଗଛର ମୂଳରେ ବ୍ରହ୍ମା , ଗଣ୍ଡିରେ ବିଷ୍ଣୁ ଓ ଡ଼ାଳପତ୍ରରେ ସ୍ୱୟଂ ଶିବ ବାସ କରନ୍ତି । ଏଥିପାଇଁ ବରଗଛକୁ ପୂଜା କରିବା ଦ୍ୱାରା ତ୍ରିଦେବ ପ୍ରସନ୍ନ ହୋଇ ଧନ ସମ୍ପତି ପ୍ରଦାନ କରିବା ସହ ଏହାଦ୍ବାରା ମହିଳାମାନେ ସୈାଭାଗ୍ୟବତୀ ହୋଇଥାନ୍ତି । ବରଗଛ ପୂଜା କରିବା […]

Continue Reading

ବର୍ଷାଦିନିଆ ସଚେତନ ସୂତ୍ର

ବର୍ଷାଦିନେ ଅନେକ ରୋଗ ବ୍ୟାପିଥାଏ । ପାଗ ବଦଳିବାରୁ ଲୋକମାନେ ଥଣ୍ଡା, ସର୍ଦ୍ଦି ଭଳି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯତ୍ନବାନ ରହିବା ନିହାତି ଆବଶ୍ୟକ । ବର୍ଷା ଋତୁରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ତେଣୁ ଅନେକ ସଂକ୍ରମଣ ଜନିତ ରୋଗ ହୋଇଥାଏ । କେତେକ ବିଶେଷ ନିୟମ ରହିଛି ଯାହାକୁ ଅବଲମ୍ବନ କରି ଆପଣ ଏହି ରୋଗରୁ ନିଜକୁ ରକ୍ଷା କରିପାରିବେ । ବର୍ଷାଋତୁରେ […]

Continue Reading

ହରୋର୍‌ ମୁଭି ଭେଟି ଦିଏ ଚକ୍ଷୁ ସମସ୍ୟା

ସାଧାରଣ ଭାବରେ ଚଳଚ୍ଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏଥିମଧ୍ୟରୁ ଅନେକ ହରୋର୍‌ ମୁଭି ଦେଖିବାକୁ ଭଲ ପାଆନ୍ତି । ଅନ୍ୟ ଅର୍ଥରେ କହିଲେ ଚଳଚ୍ଚିତ୍ର ହେଉଛି ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । କିନ୍ତୁ ଲଗାତର ଭାବରେ ଏହାର ଅଭ୍ୟାସ ଦ୍ୱାରା ଅନେକ କ୍ଷତି ହୋଇଥାଏ । ଏକ ଅନୁଧ୍ୟାନ ଅନୁସାରେ ଜଣାପଡିଛି ଯେ ଆମମାନଙ୍କ ମଧ୍ୟରୁ ୯ ପ୍ରତିଶତ ଲୋକ ହରର୍‌ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି । ଭୟ ଲାଗିଲେ ବି […]

Continue Reading

ଏହି ମନ୍ଦିରରେ ପୂଜା ପାଆନ୍ତିନି ଦେବାଦେବୀ

ଭୁବନେଶ୍ୱର: ମନ୍ଦିର ମାଳିନୀ ସହର ଭାବରେ ଭୁବନେଶ୍ୱର ଖୁବ୍ ଜଣାଶୁଣା। ଏହି ସ୍ଥାନରେ କେତେ ଯେ ପ୍ରାଚୀନ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଆଜି ବି କାଳବକ୍ଷରେ ଲୁକ୍କାୟିତ ହୋଇ ରହିଛି ଯାହାର ଆବିର୍ଭାବ ସମୟାନୁସାରେ ହୋଇ ଚାଲିଛି । ଏଥି ମଧ୍ୟରେ ରହିଛି ପୁରୁଣା ଭୁବନେଶ୍ବରର ଉତ୍ତର ଦରଜା ବଡୁ ସାହିର ଶୁକଶାରୀ ମନ୍ଦିର ।ଏହି ମନ୍ଦିରଟି ବିନ୍ଦୁ ସାଗର ର ଦକ୍ଷିଣ ଦିଗରେ ଅବସ୍ଥିତ l ଯଦିଓ ଏଠାରେ ଅନେକ ବର୍ଷ ହେଲା ପୂଜା ବନ୍ଦ […]

Continue Reading

ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଦିନିଆ ଅନୁଗୁଳ ଗସ୍ତ

ଭୁବନେଶ୍ୱର: ଆଜିଠୁ ୩ ଦିନିପାଇଁ ଅନୁଗୁଳ ଗସ୍ତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୭ ତାରିଖ ପର୍ଯ୍ୟନ୍ତ ସେ ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନ ଗସ୍ତ କରି ସେଠାରେ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ୪ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୋଦୀ ସରକାରଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ […]

Continue Reading

ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି । ସୂଚନା ଅନୁସାରେ, ଶ୍ରୀଜିଉଙ୍କ ନବଦିନାତ୍ମକ ଘୋଷଯାତ୍ରାର ଶନିବାର ପଞ୍ଚମ ଦିନ । ପଞ୍ଚମ ଦିନରେ ହେରାପଞ୍ଚମୀ ତିଥୀ ପାଳନ କରାଯାଏ । ଏଥିରେ ମାଆ ଲକ୍ଷ୍ମୀ ସାଆନ୍ତାଣି […]

Continue Reading