ବଡ ଖବର; WTC Final-2023 ପାଇଁ ଟିମ୍ ଇଣ୍ଡିଆର ଏହି ଖେଳାଳି ଯିବେ ଲଣ୍ଡନ: ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଏବେ ଜୋରଦାର ପ୍ରସ୍ତୁତି କରୁଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଆସନ୍ତା ଜୁନ୍ ୭ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଉଭୟ ଦଳର ଅଧିକାଂଶ ଖେଳାଳି ଏଠାରେ ପହଞ୍ଚି ସାରିଛନ୍ତି । କିନ୍ତୁ ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଗୁଜୁରାଟ ଏବଂ ଚେନ୍ନାଇର କିଛି ଖେଳାଳି ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି । ଏହା ଭିତରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଏକ […]

Continue Reading

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ରାୟୁଡୁ

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସର ସିନିୟର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ସେ ଗୁଜରାଟ ଟାଇଟନ୍ସ ବିପକ୍ଷ ଫାଇନାଲ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦେଇ ସାରିଥିଲେ । ଫାଇନାଲରେ ରାୟୁଡୁ ୮ ବଲରେ ଗୁରୁତ୍ୱପୂର୍ଣ୍ଣ ୧୯ ରନ କରିଥିଲେ । ଯାହା ପରୋକ୍ଷରେ ଦଳକୁ ଚାମ୍ପିୟନ କରାଇବାରେ ସହାୟ ହୋଇଥିଲା । ଚେନ୍ନାଇ ଡକ୍ୱୱର୍ଥ ଲୁଇସ ନିୟମର ଫାଇଦା ଉଠାଇ ୫ମ ଥର ପାଇଁ ଚାମ୍ପିୟନ ହୋଇଛି । […]

Continue Reading

ଖାଲି ଫ୍ୟାନ୍ସ ନୁହେଁ, ଝିଅ ଜିଭା ବି ହାତ ଯୋଡି ଧୋନୀଙ୍କ ପାଇଁ କରିଥିଲେ ପ୍ରାର୍ଥନା.. ଫଟୋ ଭାଇରାଲ

ନୂଆଦିଲ୍ଲୀ : ଗତିକାଲି ଆଇପିଏଲ୍ ୨୦୨୩ ର ଶେଷ ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା । ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମହାନ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି। ଏହି ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରେ ସର୍ବାଧିକ ଟ୍ରଫି ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ସହିତ […]

Continue Reading

୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅବ୍ଦୁଲ ସଲାମର ଜେଲରେ ମୃତ୍ୟୁ

ଲାହୋର: ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ୍ ଥିବା ଅବ୍ଦୁଲ ସଲାମ ଭୁଟ୍ଟାବିର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଛି । ପଞ୍ଜାବ ପ୍ରଦେଶର ଶେଖପୁରା ଜେଲରେ ଟେରର୍ ଫଣ୍ଡିଂ ମାମଲାରେ ବନ୍ଦୀ ଥିଲା ଅବ୍ଦୁଲ ସଲାମ । ୨୦୨୦ରେ ଲସ୍କର ଏ ତୋଏବାର ସରଗନା ହାଫିଜ୍ ସଇଦ ସହ ଅବ୍ଦୁଲ ରହମାନ ମକ୍କି ସହ ୧୬ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଭାରତୀୟ ଗୁଇନ୍ଦ ଏଜେନ୍ସି ମଧ୍ୟ ଅବ୍ଦୁଲ ସଲାମ ଭୁଟ୍ଟାବିର ମୃତ୍ୟୁ […]

Continue Reading

ବାହାଘର ପରେ ହଙ୍ଗାମା, ଘରେ ପଶିଲେ ଧମକ ଦେଲେ…

ଭୁବନେଶ୍ବର : ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ସତ୍ୟନଗର ସ୍ଥିତ ଏସ୍ କୁମାର ଙ୍କ ଘରେ ପଶି ତାଙ୍କ ମାଙ୍କ ସହ କିଛି ଦୁର୍ବୁତ୍ତ ଅସଦାଚରଣର କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ମୁତାବକ, ସତ୍ୟନଗରର ଏସ୍ କୁମାର ଓ ପ୍ରେସ କଲୋନୀର ଏକ ଯୁବତୀ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଏହି ସମ୍ପର୍କକୁ ବଜାୟ ରଖିବାକୁ ମନ୍ଦିରର ବିବାହ କରିଥିଲେ। […]

Continue Reading

ଚମକିବ କୋଣାର୍କ ମନ୍ଦିର ଚାରିପାଖ: ଖର୍ଚ୍ଚ ହେବ ୨୦୯ କୋଟିି

ଭୁବନେଶ୍ୱର: ଚମକିବ କୋଣାର୍କ ମନ୍ଦିର । ପୂର୍ବାପେକ୍ଷା ଆହୁରି ଦିଶିବ ଆକର୍ଷଣୀୟ । କୋଣାର୍କ ମନ୍ଦିର ପରିସର ଏବଂ ଚତୁଃପାର୍ଶ୍ୱକୁ ଅଧିକ ବିକଶିତ ଏବଂ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଐତିହ୍ୟ ଓ ସ୍ମାରକୀ ତଥା ପର୍ଯ୍ୟଟନ ଆକର୍ଷଣ ସମନ୍ୱିତ ବିକାଶ ଯୋଜନା ଅଧୀନରେ କୋଣାର୍କ ଐତିହ୍ୟସ୍ଥଳୀର ବିକାଶ ଯୋଜନା  (Konark Heritage Area Development Plan – KHADP)ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏହାବ୍ୟତୀତ କୋଣାର୍କ ମନ୍ଦିର ଆଖପାଖରେ […]

Continue Reading

ଇଣ୍ଡିଆନ ନାଭି ଅଗ୍ନିବୀର ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ: ଏଇ ତାରିଖ ସୁଦ୍ଧା କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନା ନାଭି ଅଗ୍ନିବୀର ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ରେଜିଷ୍ଟ୍ରେଶନ ପ୍ରକ୍ରିୟା । ଆଶାୟୀ ପ୍ରାର୍ଥୀମାନେ ନାଭିର ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଜୁନ ୧୩ ତାରିଖ ରହିଛି । ଆବେଦନ ପ୍ରକ୍ରିୟା ଆରମ୍ଭ –ମେ’ ୨୯ ୨୦୨୩ ଆବେଦନର ଶେଷ ତାରିଖ-ଜୁନ ୨୦୨୩ ଇଣ୍ଡିଆନ […]

Continue Reading

ସରୁଛି ରାଜ୍ୟପାଳଙ୍କ କାର୍ଯ୍ୟକାଳ: ପରବର୍ତ୍ତୀ କିଏ?

ଭୁବନେଶ୍ୱର: ଆଜି ସରୁଛି ରାଜ୍ୟର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ଗତ ୨୦୧୮ ମସିହା ମେ ମାସ ୨୯ ତାରିଖରେ ପ୍ରଫେସର ଲାଲ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ରାଜ୍ୟପାଳଙ୍କର କାର୍ଯ୍ୟକାଳ ବୃଦ୍ଧି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନଥିବା ବେଳେ ତାଙ୍କର କାର୍ଯ୍ୟ ଅବଧି ବୃଦ୍ଧି ପାଇପାରେ । ଏନେଇ ଜୋରଦାର ଚର୍ଚ୍ଚା ହେଉଛି । ପ୍ରଫେସର ଲାଲ ୨୦୧୮ରେ ତକ୍ରାଳୀନ ରାଜ୍ୟପାଳ […]

Continue Reading

ନୀରଜ ଚୋପ୍ରା ଆହତ: ବଡ ଟୁର୍ନାମେଣ୍ଟ ପୂର୍ବରୁ ପୁଣି ଆହତ ହେଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରାଙ୍କ କ୍ୟାରିୟରରେ ଏବେ ଆଘାତ ବଡ଼ ପ୍ରତିବନ୍ଧକ ସାଜିଲାଣି। ପୁଣି ଥରେ ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଫିଙ୍ଗାଳି ନୀରଜ ଆହତ ହୋଇପଡିଛନ୍ତି ଯେଉଁଥିପାଇଁ ସେ ଆଗାମୀ FBK ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ନୀରଜ ତାଙ୍କ ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଜୁନ୍ ୪ ରୁ ନେଦରଲ୍ୟାଣ୍ଡର ହେଙ୍ଗେଲୋରେ FBK ଗେମ୍ସ ଖେଳାଯିବ। ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ନୀରଜ ଭାରତ ପାଇଁ ସ୍ୱର୍ଣ୍ଣ ପଦକ […]

Continue Reading

ଏହି ଦେଶରେ ବନ୍ଦ ହେବ କି ଟ୍ୱିଟର ? ଏଲୋନ୍ ମସ୍କ ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ : ୟୁରୋପୀୟ ୟୁନିଅନ୍ ରେ ଏକ ଚୁକ୍ତି କରିବାକୁ ଟ୍ୱିଟର ମାଲିକ ଏଲନ୍ ମସ୍କ ମନା କରି ଦେଇଛନ୍ତି। ଯାହାର ଉର୍ଦ୍ଦେଶ ଥିଲା ଅନଲାଇନରେ ଭୁଲ ତଥ୍ୟକୁ ମୁକାବିଲା କରିବା ବା ପ୍ରସୟ ନ ଦେବା । ଟ୍ୱିଟରର ମାଲିକର ଏହି ନିଷ୍ପତ୍ତିର ଅର୍ଥ ଏହା ମଧ୍ୟ ହୋଇପାରେ ଯେ ଏଲନ୍ ମସ୍କ ୟୁରୋପରେ ଟ୍ୱିଟର ପ୍ଲାଟଫର୍ମ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଏଲନ୍ ମସ୍କଙ୍କୁ ଭାରି ପଡିପାରେ । ଏଥିପାଇଁ […]

Continue Reading