ବୟସ ମାତ୍ର ୮ ବର୍ଷ: ୬୦ କିଲୋଗ୍ରାମ ଓଜନ ଉଠାଇ କଲେ ରେକର୍ଡ଼
ହରିୟାଣା: ଯେଉଁ ବୟସରେ ପିଲାମାନେ ଖେଳିବା ଓ ବୁଲିବା କଥା ସେହି ବୟସରେ ଜଣେ କୁନି ଝିଅ ଏବେ ତା’ର ଦକ୍ଷତା ହେତୁ ଇଣ୍ଟରନେଟ୍ ସେନ୍ସେ୍ସ୍ ପାଲଟିଯାଇଛନ୍ତି । ତାଙ୍କ ପାଖକୁ ଏବେ ସାରା ବିଶ୍ୱରୁ ପ୍ରଶଂସାର ସୁଅ ଛୁଟୁଛି । ଆମେ ହରିୟାଣାର ପଞ୍ଚକୁଲାର ୮ ବର୍ଷିୟା ଆରସିୟା ଗୋସ୍ୱାମୀଙ୍କ ବିଷୟରେ କହୁଛୁ । ଯିଏ ତାଙ୍କର ଚମତ୍କାର ଭାରୋତ୍ତୋଳନ କୌଶଳ ଦ୍ୱାରା ପ୍ରଭାବିତ । ଏବେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ […]
Continue Reading
